Home

ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ

କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ…

ନୋଟାରେ ଅଧିକ ଭୋଟ୍‌ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍‌…

ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା

ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍‌ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ…

ଆଇପିଏଲ୍‌ ମଝିରେ ନୂଆ ଘର କିଣିଲେ ପୃଥ୍ବୀ ଶ’: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଇପିଏଲ ୨୦୨୪ରେ ପୃଥ୍ବୀ ଶ’ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ସେ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ଆଇପିଏଲ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଶ’ ନୂଆ ଘରକୁ ଯାଇଛନ୍ତି। ସେ ମୁମ୍ବାଇରେ…

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଜାଣନ୍ତୁ କିଏ, କେଉଁଠୁ ପାଇଲେ ଟିକେଟ୍‌

ନୂଆଦିଲ୍ଲୀ,୧୦।୪: ଭାଜପା ଲୋକ ସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଟି ନାମ ଅଛି । ଭାଜପା ତାଲିକାରେ ୟୁପିର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ କିରଣ…

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଟାଣୁଆ ନେତା

କବିସୂର୍ଯ୍ୟନଗର,୧୦।୪: ଗଞ୍ଜାମ କବିସୂର୍ଯ୍ୟନଗରରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ବିଜେଡି ନେତା ସୀତାରାମ ପାଣିଗ୍ରାହୀବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ୨୦୧୪ରେ ସୀତାରାମ କବିସୂର୍ଯ୍ୟନଗର…

ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ…

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ର୍ନିବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା…

ଦେବାଶିଷଙ୍କ ଭବିଷ୍ୟବାଣୀ: ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା

ଭୁବନେଶ୍ୱର, ୧୦।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସିଛି, ରାଜନୈତିକ ଦଳ ସେତିକି ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ସେ କହିଛନ୍ତି,…

ପ୍ରାର୍ଥୀ ବଦଳାଇବ ଭାଜପା, ଦିନେ ଦୁଇଦିନ ଭିତରେ ବଡ଼ ଘୋଷଣା

ଭୁବନେଶ୍ୱର,୧୦।୪: ମୁଣ୍ଡ ଉପରେ ନିର୍ବାଚନ। ଟିକେଟ୍‌ ଆଶାୟୀଙ୍କୁ ଟିକେଟ୍‌ ମିଳିବା ପରେ ଆରମ୍ଭ କଲେଣି ନିର୍ବାଚନୀ ପ୍ରଚାର। ହେଲେ ବାକି ଟିକେଟ୍‌ ଆଶାୟୀ ଏବେ ପ୍ରାର୍ଥୀ ଘୋଷଣା ନେଇ ଅପେକ୍ଷାରେ ଅଛନ୍ତି। ଓଡିଶାରେ ୩ଦଳ ଭାଜପା, ବିଜେଡି ଓ କଂଗ୍ରେସ ଅଧା…

ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସର ଏହି ନେତାଙ୍କ ରହିଛି ଅଧିକ ଡିମାଣ୍ଡ, ଲିଷ୍ଟରେ ଶିବସେନାର ଏହି ହେଭିଓ୍ବେଟଙ୍କ ନାଁ

ନୂଆଦିଲ୍ଲୀ,୧୦।୪: ଦିନ କେଇଟା ପରେ ଲୋକ ସଭା ନିର୍ବାଚନ ୨୦୨୪ର ମହା ସଂଗ୍ରାମ ଆରମ୍ଭ ହେବାକୁ ଯାଉଛି। ଏନେଇ ସବୁଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ଭିତରେ କଂଗ୍ରେସ ମଧ୍ୟ ନିଜ ପ୍ରଚାର ଅଭିଯାନକୁ ତୀବ୍ର କରିଛି। ସୋନିଆ…

ମୋକିମଙ୍କୁ ହାଇକୋର୍ଟରୁ ଲାଗିଲା ବଡ଼ ଝଟକା

ଭୁବନେଶ୍ୱର, ୧୦।୪: ଓଆରଏଚ୍‌ଡିସି ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହମ୍ମଦ ମୋକିମଙ୍କୁ ଆବେଦନକୁ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ନିମ୍ନ ଅଦାଲତ ମୋକିମଙ୍କୁ ୩…

ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ

ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri