Home

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ…

ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌

ଡେରାଡୁନ୍‌,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଏହି ବ୍ୟକ୍ତିଗତ କାମ କରିଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କଲେ ମୋଦି

ଡେରାଡୁନ୍‌,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି…

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ମରଣାନ୍ତକ ଆକ୍ରମଣ

ଝାରବନ୍ଧ,୧୧ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ଗୁରୁବାର ଭୋର୍‌ରୁ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମର ନାନୁ ସାହୁଙ୍କ ଘରେ ଗଞ୍ଜେଇ କାରବାର ନେଇ ଚଢ଼ାଉ କରିବା ସମୟରେ ପରିବାର ଲୋକେ ପୋଲିସ…

ଏହି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୧୧।୪: ଭାଜପା ଗୁରୁବାର ୧୧ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି। ଉତ୍ତରପ୍ରଦେଶର ଭଦୋହି ଆସନରୁ ଭାଜପା ଏହି ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି। ବିନ୍ଦ…

ପ୍ରଶଂସକଙ୍କୁ ଇଦ୍‌ ଉପହାର ଦେଲେ ସଲମାନ

ସିନେମାପ୍ରେମୀଙ୍କ ପାଇଁ ଇଦ୍‌ ଅର୍ଥ ହେଉଛି ସଲମାନ ଖାନଙ୍କ ଫିଲ୍ମ ରିଲିଜ। କିନ୍ତୁ ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର…

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ପରେ…

ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଛି। ଏସବୁ ଭିତରେ ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି। ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇ ସେ କହିଛନ୍ତି, ଯେଉଁମାନେ ଭାରତ ଉପରେ…

ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର,୧୧।୪: ସାଧାରଣ ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି…

ମୁମ୍ବାଇ-ବେଙ୍ଗାଲୁର ମ୍ୟାଚ୍‌କୁ ନେଇ ଭବିଷ୍ୟବାଣୀ କଲା କୁକୁର: ଜାଣନ୍ତୁ କିଏ ମାରିବ ବାଜି, ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୧।୪: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁକାବିଲା ଖେଳାଯିବ। ଏହି ମ୍ୟାଚକୁ ନେଇ କୁକୁର ଭବିଷ୍ୟବାଣୀ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପାତ୍ରରେ ଆରସିବିର ଏକ ଷ୍ଟିକର…

ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର ବିଏସ୍‌ପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି। ଆର୍‌ଏଲ୍‌ଡିରେ ସାମିଲ ହେବା ପରେ ମାଲୁକ…

ସଭ୍ୟ ପଦ ରଦ୍ଦ ମୋ’ ଉପରେ ପ୍ରଭାବ ପକାଇବନି: ପ୍ରେମାନନ୍ଦ

ଭୁବନେଶ୍ୱର,୧୧ା୪: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ ପଦ ରଦ୍ଦ ମୋ’ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସଭ୍ୟ ପଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri