ଗାନ୍ଧୀନଗରରୁ ଶାହାଙ୍କୁ ଟକ୍କର ଦେବେ…
ନୂଆଦିଲ୍ଲୀ,୧୩ା୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା କରୁନାହାନ୍ତି…
ରାଜଧାନୀରେ ହଠାତ୍ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ
ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ…
ବଦଳିଗଲେଣି ଅନୁଭବ
ଭୁବନେଶ୍ୱର,୧୩ା୪: ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍ ଦେଖି ଲୋକେ କହୁଛନ୍ତି। ବାସ୍ତରେ ସେ…
ହାତରେ ମତଦାନ ଇଙ୍କ୍ ଲାଗିଥିଲେ ଦେଇପାରିବେନି କୌଣସି ପରୀକ୍ଷା! NTA ଜାରି କଲା ନୋଟିସ୍
ନୂଆଦିଲ୍ଲୀ,୧୩।୪: ସାଧାରଣ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ନିର୍ବାଚନ ଏପ୍ରିଲରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ୧୮ତମ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ପ୍ରକାଶ ପାଇବ। ଏହି କାରଣରୁ ଦେଶରେ ହେବାକୁ…
ଗଣତନ୍ତ୍ରକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଲେ ଆଇକନ ଶୁଭ୍ରାଂଶୁ ସେନାପତି
କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ଭୋଟରମାନଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଇକନ ଭାବେ ନିଯୁକ୍ତ ହୋଇଥିବା ଅନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଶନିବାର ବିଭିନ୍ନ ସଚେତନତାମୂଳକ…
ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା
ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍ ଦେଇଛି। ତେବେ…
ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ
ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍ ଶ୍ରେଣୀରୁ ହଟାଇ ଦେଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍ରିଙ୍କ୍ସ…
ବସ୍, ଟ୍ରେନ୍ରେ ପ୍ରତିଦିନ ୩୦ କି.ମି. ଯାତ୍ରା କରୁଛି ଏହି କୁକୁର, ଅଛନ୍ତି ହଜାର ହଜାର ଫଲୋଅର୍ସ
ଯଦି କୁହାଯାଏ, ଗୋଟିଏ କୁକୁର ପ୍ରତିଦିନ ୩୦ କିଲୋମିଟର ଏକୁଟିଆ ଯାତ୍ରା କରୁଛି। ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ମାତ୍ର ଏହା ସତ। ଖାଲି ଏତିକି ନୁହେଁ, କୁକୁରଟି ବହୁ ସ୍ଥାନ ଭ୍ରମଣ ବି କରେ। କେବଳ ଏତିକି ନୁହେଁ, ଲୋକଙ୍କୁ…
ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ
ଇସଲାମାବାଦ,୧୩ା୪: ପାକିସ୍ତାନର ଅଶାନ୍ତ ପ୍ରଦେଶ ଖାଇବର ପାଖତୁଖନ୍ଓ୍ବାଠାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘଟଣା ଆଦିବାସୀ ଦକ୍ଷିଣ ଓ୍ବାଜିରିସ୍ତାନ ଜିଲାର…
ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ
ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…
ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା ନୂଆ ଭିଡିଓ, ହିନ୍ଦୁ ନାଁ ନେଇ କରିଥିଲେ ହୋଟେଲ ବୁକ୍
ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଥିଲା। ତଦନ୍ତକାରୀ ସଂସ୍ଥା ବଙ୍ଗଳାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ମୁସାଭିର ହୁସେନ ଶାଜେବ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ଏହି…
ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍
ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍ ମିଳିବା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି…
Archives


