Home

ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା

କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ପହଞ୍ଚତ୍ ପାରୁ ନ ଥିବାରୁ ଗ୍ରାମବାସୀ ଦୁରବସ୍ଥା ଭୋଗୁ ଥିବାର ଭିଡିଓ ଓ…

ପାକିସ୍ତାନର ନିଦ ହଜାଇଥିବା ଏହି ମହିଳା କିଏ

ଇସଲାମାବାଦ,୨।୯: ଭାରତର ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ ଖବର ଆସିଛି। ପାକିସ୍ତାନ, ଯିଏ କି ନିଜର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା, ଆଜିକାଲି ଜଣେ ମହିଳା ଦେଶର ନିଦ ହଜାଇ ଦେଇଛନ୍ତି। ମହିଳାଙ୍କ ଦ୍ୱାରା ପୁରା ପାକିସ୍ତାନ ଭୟଭୀତ…

ମରାମତି ନାଁରେ ଅନୁଦାନ ହରିଲୁଟ୍‌

ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ…

କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…

କୋଲକାତା,୨ା୯: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା ସାର୍କଙ୍କୁ…

ମହାକାଶରେ ଥାଇ ମା’ଙ୍କ ସହ କଥା ହେଲେ ସୁନୀତା ଓ୍ବିଲିୟମ୍ସ, ଦେଲେ ଏହି ବଡ଼ ସୂଚନା, କହିଲେ ତୁମେ…

ଓ୍ବାଶିଂଟନ,୨ା୯: ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସେ ତାଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ସେଠାରେ ଥିବା ବୈଷୟିକ ଗ୍ଲିଚ୍‌ ବିଷୟରେ ସୁନୀତା ମଧ୍ୟ…

ବିଧାନସଭାରେ ପ୍ରଶ୍ନ, ଚାନ୍ଦବାଲିରେ ପ୍ରତିକ୍ରିୟା

ଚାନ୍ଦବାଲି,୨।୯(କିଷାନ ପାତ୍ର): ଜିଲା ଧର୍ମଶାଳାର ପୂର୍ବତନ ରାଜନେତା ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ବିଧାନସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର ଚାନ୍ଦବାଲି ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା…

ବାଘଛାଲ ରାକେଟରେ ଯବାନ

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ବାଘ ଛାଲ ବିକ୍ରି ପାଇଁ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁରରେ ଚାଲିଥିଲା ଡିଲ୍‌। ଗ୍ରାହକ ବେଶରେ ଚଢ଼ାଉ କରି ସମ୍ପୃକ୍ତ ରାକେଟକୁ ଧରିଛି ବନ ବିଭାଗ। ଏହି ଅପରେଶନରେ ଜଣେ ଯବାନଙ୍କ ସମେତ ମୋଟ ୭ଜଣଙ୍କୁ…

କୋଣାର୍କ ଚକ ନିର୍ମାଣରେ ସାମିଲ ଥିଲେ ଖିଚିଂର ୬ ଭାସ୍କର୍ଯ୍ୟ ଶିଳ୍ପୀ

ଗତ ସଂଖ୍ୟାରେ ଗୋଟିଏ ଅଘଟଣ ଘଟିଥିବାର ଚିତ୍ର ଏବଂ ଏକ ଉତ୍ସବର ଚିତ୍ର ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏଥିରେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଗନ୍ଧ ଆମେ ଖୋଜି ପାଇଲୁ ନାହିଁ। ଅପରନ୍ତୁ ଫଗୁ ଦଶମୀଠାରୁ ଚାରି କାହାଣର ‘ଅବିର’ ପଠେଇବା…

କୋଲକାତା ଲଜ୍ଜା: ସବୁ ପ୍ରମାଣ ଥାଇ ବି ଅଭିଯୁକ୍ତ କହୁଛନ୍ତି ମୁଁ ନିର୍ଦ୍ଦୋଷ

କୋଲକାତା,୨।୯: କୋଲକାତାର ଆରଜି କର ହସ୍ପିଟାଲରେ ଯ୍ୟେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟ ଅତ୍ୟନ୍ତ ନିଷ୍ଠୁର ହୋଇପଡିଥିଲେ। ଏହି ଘଟଣାରେ ପ୍ରମାଣ ଚିତ୍କାର କରି କହୁଛି ଏବଂ ସାକ୍ଷ୍ୟ ଦେଉଛି, କିନ୍ତୁ ଅଭିଯୁକ୍ତ ସଞ୍ଜୟ ବାରମ୍ବାର…

ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର,୨ା୯: ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ରେଞ୍ଜ ଅଧୀନରେ ଥିବା ଚାବିରିପାଲି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗ୍ରାମର ନୀଳାମ୍ବର ବରିହା ଗତ ରାତିରେ ଖାଇ ସାରି ପରିବାର ସହ ଶୋଇଥିଲେ। ବିଳମ୍ବିତ ରାତିରେ ଗ୍ରାମକୁ…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୨।୯: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ମୁହାଁ ହେବା ନେଇ ମଧ୍ୟ ଆକଳନ…

ଶେଖ ହାସିନାଙ୍କୁ ଫେରାଇବ କି ନା … ସ୍ଥିର କରୁ ଭାରତ, ୟୁନୁସ ସରକାରଙ୍କ ବୟାନକୁ ନେଇ ବଢୁଛି ଉତ୍ତେଜନା

ଢାକା,୨।୯: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦ ଏବଂ ଦେଶ ଛାଡିଥିବା ଶେଖ ହାସିନା ଏବେ ଭାରତରେ ଅଛନ୍ତି। କିନ୍ତୁ ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି ବାଂଲାଦେଶକୁ ବିଚଳିତ କରୁଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?