Home

ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ…

ଭୁବନେଶ୍ୱର,୬।୯: ପୁଣି ନାଲିଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ମମତା ବାନାର୍ଜୀଙ୍କ ହାକିମାତି ଦେଖିବାକୁ ମିଳିଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ…

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା ଥାନା ବାବିବାହାଲ ଗ୍ରାମର ସୁନୀଲ ବାଶ(୩୭) ଏବଂ ହରଭଙ୍ଗା ଗ୍ରାମର ବିଜୟ କୁମାର ବିଶ୍ୱାଳ…

ସ୍ବାଧିନତା ମସୟରେ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେଇଥିଲେ ଜନ୍ମ ହୋଇ ନ ଥାଆାନ୍ତେ ତୌକିର ରଜା: ଗିରିରାଜ

ନୂଆଦିଲ୍ଲୀ,୬।୯: ଓ୍କକଫ ବିଲ୍‌ ୨୦୨୪ ବିରୋଧରେ ବରେଲିରେ ମୌଲାନା ତୌକିର ରଜା ମୁସଲମାନ ସଡ଼କ ଉପରକୁ ଆସି ବିରୋଧ କରିବାର ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଆମର ଦୁର୍ଭାଗ୍ୟ। ସ୍ବାଧୀନତା ସମୟରେ…

ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି। ବିଳମ୍ବିତ…

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ…

ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ

ବିଞ୍ଝାରପୁର,୬ା୯: ଯାଜପୁର ଜିଲା ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ହୋଇଛି। ଏକ ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌ କରିଥିଲେ ବାପା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଅ ପୋଲିସକୁ ଆକ୍ରମଣ କରିଥିଲେ। ଫଳରେ ୨ ପୋଲିସ…

ସୀତାରାମ ୟେଚୁରୀ ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଲୀ,୬।୯: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି ହୋଇଥିବା ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନା ଅନୁଯାୟୀ, ଫୁସଫୁସ ସଂକ୍ରମଣ ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପାର୍ଟି ଏହାର…

ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…

ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ…

ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ…

କୋଲକାତା,୬।୯: କୋଲକାତା ଆରଜି ମେଡିକାଲ କଲେଜ ଘଟଣାରେ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସିବିଆଇ। ତେବେ ସିବିଆଇର ଫାଇନାଲ ତଦନ୍ତରେ ଲୋମଟାଙ୍କୁରା ପରି ଖୁଲାସା ହୋଇଛି। ଯେଉଁଥିରେ ଏହି ଘଟଣାରେ କେତେଜଣ ସାମିଲ୍‌ ରହିଛନ୍ତି ତାହାର ପର୍ଦ୍ଦାଫାଶ ହୋଇଛି। ତେବେ ଏକ…

ଆଜି କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ହରିଆଣାର ଏହି ଆସନରୁ ଲଢିପାରନ୍ତି ନିର୍ବାଚନ

ଚଣ୍ଡିଗଡ,୬।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସହ ଜଡିତ ଏକ ବଡ଼ ଖବର ଅଛି । ପ୍ରସିଦ୍ଧ ମହିଳା ରେସଲର ଭିନେଶ ଫୋଗଟ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରାୟ ନିଶ୍ଚିତ ହୋଇଛି ଯେ ଭିନେଶ ଫୋଗଟ…

ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ମୁମ୍ବାଇ,୬।୯: ମୁମ୍ବାଇର ମିଲ୍ସ ଅଞ୍ଚଳରେ ଥିବା ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିବା କୁହାଯାଉଛି। ନିଆଁ ଲାଗିଥିବା ବିଲଡିଂରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ନିଆଁକୁ…

‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ କରନ୍ତୁ କଲ୍‌’

ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?