Home

ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…

ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ…

ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ…

କୋଲକାତା,୬।୯: କୋଲକାତା ଆରଜି ମେଡିକାଲ କଲେଜ ଘଟଣାରେ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସିବିଆଇ। ତେବେ ସିବିଆଇର ଫାଇନାଲ ତଦନ୍ତରେ ଲୋମଟାଙ୍କୁରା ପରି ଖୁଲାସା ହୋଇଛି। ଯେଉଁଥିରେ ଏହି ଘଟଣାରେ କେତେଜଣ ସାମିଲ୍‌ ରହିଛନ୍ତି ତାହାର ପର୍ଦ୍ଦାଫାଶ ହୋଇଛି। ତେବେ ଏକ…

ଆଜି କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ହରିଆଣାର ଏହି ଆସନରୁ ଲଢିପାରନ୍ତି ନିର୍ବାଚନ

ଚଣ୍ଡିଗଡ,୬।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସହ ଜଡିତ ଏକ ବଡ଼ ଖବର ଅଛି । ପ୍ରସିଦ୍ଧ ମହିଳା ରେସଲର ଭିନେଶ ଫୋଗଟ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରାୟ ନିଶ୍ଚିତ ହୋଇଛି ଯେ ଭିନେଶ ଫୋଗଟ…

ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ମୁମ୍ବାଇ,୬।୯: ମୁମ୍ବାଇର ମିଲ୍ସ ଅଞ୍ଚଳରେ ଥିବା ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିବା କୁହାଯାଉଛି। ନିଆଁ ଲାଗିଥିବା ବିଲଡିଂରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ନିଆଁକୁ…

‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ କରନ୍ତୁ କଲ୍‌’

ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା…

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା…

ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍‌ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…

ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର ଚେହେରା ପ୍ରକାଶ ପାଇଛି। ପାକିସ୍ତାନ ସେନା ନିଜେ ଏହା ପ୍ରକାଶ କରିଛି। ସେନା କହିଛି…

ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୬ା୯:ଦେଶର ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଧାର ଭଳି ଏକ ଡିଜିଟାଲ ଆଇଡି ଆଣିବାକୁ ଯାଉଛନ୍ତି। ଆଗାମୀ ୩ଟି ଆର୍ଥିକବର୍ଷରେ ୧୧ କୋଟି କୃଷକଙ୍କୁ ଏଥିରେ ସାମିଲ କରାଯିବ। ଏହା ହେଉଛି ‘ଆଗ୍ରିଷ୍ଟାକ୍‌’ ଅଭିଯାନର ଏକ ଅଂଶ, ଯାହାକୁ…

ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ

ନୂଆଦିଲ୍ଲୀ,୬ା୯: ଓ୍ବିକିପିଡିଆରେ ଅନେକ ଭୁଲ୍‌ ତଥ୍ୟ ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଭାରତରେ ଏହାର ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏସିଆନ୍‌ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ (ଏଏନ୍‌ଆଇ)ର ଓ୍ବିକିପେଡିଆ ପେଜ୍‌ରେ କେତେଜଣ ସବ୍‌ସ୍କ୍ରାଇବର…

ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଆର.ଜି. କର ପୀଡ଼ିତାଙ୍କ ବାପା: ଝିଅର ମୃତଦେହ ପଡିଥିବାବେଳେ…

କୋଲକାତା,୬ା୯:ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପିଜି ଛାତ୍ରୀଙ୍କ ବାପା କୋଲକାତା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୩୧ ବର୍ଷୀୟା ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକେ…

ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି। ଅନ୍ୟପକ୍ଷେ କାମ ଅନାବଶ୍ୟକ ସ୍ଥାନରେ କରାଯାଇ ସରକାରୀ ଟଙ୍କାକୁ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି।…

ଟ୍ରମ୍ପ ନା କମଲା ହାରିସ: କାହାକୁ ସମର୍ଥନ ଘୋଷଣା କଲେ ପୁଟିନ୍‌: ଜାଣନ୍ତୁ

ମସ୍କୋ,୬ା୯:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଡେମୋକ୍ରାଟିକ୍‌ ପ୍ରାର୍ଥିତ୍ୱକୁ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମର୍ଥନ କରିଛନ୍ତି। ଆମେରିକାର ଆଟର୍ନି ଜେନେରାଲ ମେରିକ୍‌ ଗାର୍‌ଲାଣ୍ଡ ବୁଧବାର କହିଥିଲେ, ‘ଆମ ଦେଶର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?