Home

ଓଡ଼ିଶା ଆସିବେ ମୋଦି-ଶାହା: ଜାଣନ୍ତୁ କାହିଁକି

ଭୁବନେଶ୍ବର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବର ୨୯ରୁ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ…

ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ

ରାଇକିଆ, ୧୯।୧୧-(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ହୋଇଥିବାବେଳେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଇକିଆ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଆଭ୍ୟନ୍ତରୀଣ…

ପାକିସ୍ତାନର ନିଦ ଉଡାଇଲା ଟ୍ରମ୍ପଙ୍କ ନୂଆ କ୍ୟାବିନେଟ

ଓ୍ବାଶିଂଟନ,୧୯।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କୁ ଚୟନ କରିଛନ୍ତି। ଏହି ସମୟରେ ଆଗାମୀ ଟ୍ରମ୍ପ କ୍ୟାବିନେଟର ନାମ ଘୋଷଣାକୁ ନେଇ ପାକିସ୍ତାନ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛି। ଏହାର କାରଣ ହେଉଛି…

ପୁଅ ମାଡ଼ରେ ଚାଲିଗଲା ମା’ଙ୍କ ଜୀବନ: ୨୦ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଦେବଗଡ,୧୯।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ନାଉଲିପଡା ପଞ୍ଚାୟତ କଂକୋରଖୋଲ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହରୁ ମା’ଙ୍କୁ ଆମ୍ବ କାଠ ବଲହାରେ ପିଟି ମାରିଛନ୍ତି ପୁଅ। ସାଇଣ୍ଟିଫିକ ଟିମ ଆସି ନ ଥିବାରୁ ଦୀର୍ଘ…

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ପାଇଁ କାଲି ଭୋଟିଂ, ବାହାରିଲେଣି ପୋଲିଂ ପାର୍ଟି

ନୂଆଦିଲ୍ଲୀ,୧୯।୧୧: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବ୍ୟତୀତ ଆସନ୍ତାକାଲି ଅର୍ଥାତ୍‌ ବୁଧବାର (୨୦ ନଭେମ୍ବର) ଉପ-ନିର୍ବାଚନ ପାଇଁ ଭୋଟ ମଧ୍ୟ ଅନୁଷ୍ଠିତ ହେବ। ପୋଲିଂ ପାର୍ଟି ନିଜ ନିଜ ମତଦାନ କେନ୍ଦ୍ରକୁ ଯିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରର…

ପ୍ରବାସୀଙ୍କ ପାଇଁ ଖୁସିଖବର: କାନାଡାରେ ପଢାହେବ ଓଡ଼ିଆ

ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା):କାନାଡ଼ାରେ ଓଡ଼ିଆ ଭାଷାରେ ପାଠପଢ଼ିବେ ପ୍ରବାସୀଙ୍କ ପିଲା। ଟରୋଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ…

ଆରଆଇ ଅଫିସରେ କଳାକନା ବୁଲାଇଲେ ଚୋର: ସେଲୁନ, ଭେରାଇଟି ଷ୍ଟୋରକୁ ମଧ୍ୟ ଛାଡିଲେନି

ଖଲ୍ଲିକୋଟ,୧୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। କହ୍ନେଇପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସହ ଦୁଇଟି ଦୋକାନରେ ମଧ୍ୟ ତାଲା ଭାଙ୍ଗି ଚୋରି କରିଛନ୍ତି ଚୋର। ରାଜସ୍ବ…

ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ ସହ ୨ଟି ମାଈ ହାତୀ। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ସମ୍ବଲପୁର…

ରିଲିଜ୍‌ ପୂର୍ବରୁ ଇତିହାସ ରଚିଲା ପୁଷ୍ପା-୨

ଆଗକୁ ବକ୍ସ ଅଫିସରେ କେବଳ ‘ପୁଷ୍ପାରାଜ’ ଚାଳିବ। ଆଉ ମାତ୍ର ୧୫ ଦିନ ପରେ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ପ୍ରେକ୍ଷାଳୟକୁ ଆସିବ। ଆଲୁ ଅର୍ଜୁନଙ୍କ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ନିକଟରେ…

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର ନିର୍ଦ୍ଦେଶ ଶୁଣି ଚିନ୍ତାରେ ୩୦୦ କର୍ମଚାରୀ

ତିରୁପତି,୧୯।୧୧: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ଏହାର ବୋର୍ଡରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି । ହଁ, ଟିଟିପି ଯଥା ତିରୁମାଲା ତିରୁପତି ଦେବସ୍ଥାନମ ସୋମବାର ଏକ ନିଦ୍ଦେଶ ଜାରି…

ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା ଦେଇଛନ୍ତି। ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ…

୪୫ ଲୋକଙ୍କୁ ୧୦ ବର୍ଷର ଜେଲଦଣ୍ଡ, ଜାଣନ୍ତୁ କ’ଣ ଏହି ମାମଲା

ଭିକ୍ଟୋରିଆ ସିଟି,୧୯।୧୧: ମଙ୍ଗଳବାର ହଂକଂର ହାଇକୋର୍ଟ ୪୫ ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଜାତୀୟ ସୁରକ୍ଷା ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷା ଟ୍ରଏଲରେ କାର୍ଯ୍ୟକର୍ତ୍ତାମାନେ ଗଣତନ୍ତ୍ର ଆନ୍ଦୋଳନର କ୍ଷତି କରିଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?