Home

୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ…

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ ମଧ୍ୟ ଥଣ୍ଡା ରହିବ ବୋଲି ଆଶା କରାଯାଉଛି। ସଂସଦର ଏହି ଅଧିବେଶନ ଅନେକ କ୍ଷେତ୍ରରେ…

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ ଆଡ଼କୁ ମୁହାଁଇଛି। ଭାରତକୁ ଜିତିବାକୁ ଆଉ ମାତ୍ର ୩ ଉଇକେଟ୍‌ ଆବଶ୍ୟକ। ୧୮୨ ସ୍କୋରରେ…

ଓଲଟି ପଡ଼ିଲା ଗୋ’ ଚାଲାଣ ଗାଡ଼ି, ଗୋରୁଙ୍କୁ ନେଇ ଅନ୍ୟତ୍ର ଲୁଚାଇ ରଖିଲେ ମାଫିଆ

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭାଲିଆଡିହା ନିକଟରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ି ସୋମବାର ସକାଳୁ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଛି। ରାଇ ଡିହା ପାର୍ଶ୍ୱରୁ ଗୋରୁ ବୋଝେଇ ପିକ୍‌ଅପ୍‌ଟି ସାହାରପଡ଼ା ଅଭିମୁଖେ ଯାଉଥିବା ବେଳେ ଭାଲିଆଡିହା…

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ ସ୍ବାମୀଙ୍କୁ ସ୍ତ୍ରୀ ଅନୁରୋଧ କରିଥିଲେ। କିନ୍ତୁ ସେ ଆଣି ନ ଥିଲେ। ମାମଲା ବଢିବା…

ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କଲେ ମଲାଇକା

ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କରିଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ପ୍ରକାଶ କରିଛନ୍ତି। ଆଜିକାଲି ସେ କେଉଁ ପ୍ରକାରର ରିଲେସନ୍‌ସିପ୍‌ରେ ଅଛନ୍ତି, ସେ ଏକ କ୍ରିପ୍ଟିକ ପୋଷ୍ଟ ମାଧ୍ୟମରେ ଏହା ପ୍ରକାଶ…

କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା…

ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଅନେକାଂଶରେ ଦାୟୀ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି।…

ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ବିତୁଛି ଅଧିକାଂଶ ସମୟ। ଏହି ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର…

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛି। ସେ ଏହି ପ୍ରସଙ୍ଗରେ ଶ୍ରେୟସ ଆୟାରଙ୍କୁ ପଛରେ…

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ୨୭ରୁ ବର୍ଷିବ

ଭୁବନେଶ୍ୱର,୨୫ା୧୧: ସୋମବାର ଅବପାତରେ ପରିଣତ ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷିବ। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ…

ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ…

ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଜିମ୍ବାୱେ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଡିଏଲଏ ପଦ୍ଧତି ମାଧ୍ୟମରେ ୮୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?