କମାଲ୍ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ
ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା…
ଭାଜପା କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା! ଖେଳିଲା ଆତଙ୍କ
କୋଲକାତା,୧୬।୬: ପଶ୍ଚିମବଙ୍ଗର କୋଲକାତାଠାରେ ଥିବା ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିକଟରେ ଏକ ବୋମା ଭଳି ଜିନିଷ ଦେଖିବାକୁ ମିଳିଛି। ଏହି ସୂଚନା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏନେଇ ପ୍ରଶ୍ନ ଉଠାଇ ଭାଜପା…
ଆଇଏମଡି ଦେଲା ଖୁସି ଖବର
ନୂଆଦିଲ୍ଲୀ,୧୬।୬: ମୌସୁମୀ ଦେଶରେ ପହଞ୍ଚିଛି ଏବଂ ଦେଶର ଅନେକ ସ୍ଥାନରେ ମୌସୁମୀ ପୂର୍ବରୁ ମଧ୍ୟ ଏହର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ତଥାପି ଉତ୍ତରପ୍ରଦେଶ ଏବଂ ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟ ଅଛି, ଯେଉଁଠାରେ ଉତ୍ତାପ ଏବଂ ହିଟଓ୍ବେଭ ବନ୍ଦ ହେବାର…
ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ
ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ କିଲୋଗ୍ରାମ ପିଛା ଟମାଟୋର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇଛି। ଜିଲ୍ଲା ଅଧିକାରୀ ଏହାକୁ…
୨୦୨୨ ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ହଟାଇବାକୁ ହୋଇଥିଲା ପ୍ରସ୍ତୁତି! ଏଠାରେ କରାଯାଇଛି ଦାବି
ନୂଆଦିଲ୍ଲୀ,୧୬।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ଭାଜପାକୁ ଏକ ବଡ ଝଟକା ଦେଇଛି। ଦେଶକୁ ସର୍ବାଧିକ ଏମପି ପ୍ରଦାନ କରୁଥିବା ଉତ୍ତରପ୍ରଦେଶରେ ଭାଜପାର ପ୍ରଦର୍ଶନ ନିରାଶାଜନକ ଥିଲା ଏବଂ ଏଠାରେ ସମାଜବାଦୀ ପାର୍ଟି ସର୍ବାଧିକ ୩୭ ଟି ଆସନ ଜିତିଛି।…
ଚିରାଗ ପାସଓ୍ବାନଙ୍କୁ ନିଜର କ୍ରସ ବୋଲି କହିଲେ ଏହି ଭୋଜପୁରୀ ଅଭିନେତ୍ରୀ
ନୂଆଦିଲ୍ଲୀ,୧୬।୬: ବଲିଉଡ ଅଭିନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଶପଥ ଗ୍ରହଣ ସମାରୋହ ପର୍ଯ୍ୟନ୍ତ ଚିରାଗ ସୋସିଆଲ…
ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ
ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ…
ତେହରିକ-ଏ-ତାଲିବାନର କମାଣ୍ଡର ନିହତ
ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ଦ୍ୱାରା ଗୁପ୍ତଚର ଅପରେଶନରେ ଟିଟିପିର ବରିଷ୍ଠ କମାଣ୍ଡର…
କିଏ ହେବେ ବାଚସ୍ପତି: ରାଜନାଥଙ୍କ ଘରେ ଚାଲିଲା ମନ୍ଥନ
ନୂଆଦିଲ୍ଲୀ,୧୬।୬:ଜୁନ ୨୬ ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁନ ୨୪ରୁ ଲୋକ ସଭାର ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ନେଇ ରାଜନୀତି ତୀବ୍ର ହୋଇଛି। ସେପଟେ ପ୍ରତିରକ୍ଷା…
‘ଜଷ୍ଟିସ କେଉଁଠି?’ ଆଇଏଏସଙ୍କ ଏମିତି ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ ସିଜେଆଇ, କହିଥିଲେ, ପଛରୁ ଆସୁଛନ୍ତି
ନୂଆଦିଲ୍ଲୀ,୧୬।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସରଳତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ତାଙ୍କ ମୁହଁରେ ଅନେକ ସମୟରେ ହସ ଦେଖଇବାକୁ ମିଳିଥାଏ। ସିଜେଆଇଙ୍କ ସହିତ କାମ କରିଥିବା ଆଡଭୋକେଟ ମାନସୀ ଚୌଧରୀ ତାଙ୍କ ବ୍ଲଗରେ ତାଙ୍କ ସହ ଜଡିତ ଅନେକ…
ଆକ୍ସନ ମୁଡ୍ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ
ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନର୍ଥ ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ…
ନିଟ୍ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଏକୁ…
Archives


