Home

ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍‌ର

ନୂଆଦିଲ୍ଲୀ,୧୧।୭: ଭେଟେରାନ ଫୁଟବଲର୍‌ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଚିହ୍ନିବାକୁ ମନା କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସ୍ବିଡେନର ଷ୍ଟାର ଫୁଟବଲର୍‌ ଜ୍ଲାଟାନ ଇବ୍ରାହିମୋଭିକ୍‌ କହିଛନ୍ତି, ମୁଁ ବିରାଟ କୋହଲି ନାଁରେ କାହାକୁ ଜାଣି ନାହିଁ। କ୍ରିକେଟ…

ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ…

୪ ଗ୍ରାମବାସୀଙ୍କୁ ଅପହରଣ କରି ଜଣଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାର କେସ୍ତାବାରମ ଥାନା ଅନ୍ତର୍ଗତ ସାକ୍ଲେର ଗ୍ରାମର ୪ ଗ୍ରାମବାସୀଙ୍କୁ ମାଓବାଦୀମାନେ ଦୁଇଦିନ ପୂର୍ବେ ଅପହରଣ କରିଥିଲେ। ଅପହରଣ କରିବା ପରେ ସାକ୍ଲେର ନିକଟ ଜଙ୍ଗଲରେ ପ୍ରଜାମେଳି କରି ସେହି ୪ଙ୍କୁ…

ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୧୧।୭: ପଡ଼ିଆକୁ ଆସିବା ମାତ୍ରେ ଯଶସ୍ବୀ ଜୟସ୍ବାଲ ଏକ ଧମାକା ସୃଷ୍ଟି କରିଛନ୍ତି। ଯଶସ୍ବୀ ଜୟସ୍ବାଲ ଜିମ୍ବାଓ୍ବେ ବିପକ୍ଷରେ ଭାରତକୁ ଦ୍ରୁତ ଆରମ୍ଭ କରିଥିଲେ ଏବଂ ଏହି ସମୟରେ ସେ ରୋହିତ ଶର୍ମାଙ୍କ ଏକ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଯଶସ୍ବୀ ମ୍ୟାଚରେ…

ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା

ନୂଆଦିଲ୍ଲୀ,୧୧।୭: ଚାଇନା ନିଜ ପ୍ରତୃତିରୁ ଆଦୌ ସୁଧୁରିବ ନାହିଁ। ପ୍ରଥମେ ମଧୁର କଥା କହୁଛି, କିନ୍ତୁ ହୃଦୟରେ ବିଷ ଛଡା ଆଉ କିଛି ନାହିଁ। ସୀମା ବିବାଦର ସମାଧାନ ପାଇଁ ସେ ଭାରତ ସହ ହାତ ମିଳାଇବା ବିଷୟରେ କହୁଉି, କିନ୍ତୁ…

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳିପଡ଼ିଲେ ଅତିରିକ୍ତ ଜିଲାପାଳ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୭: ଗଜପତି ଜିଲା ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତଃ ଦାସ ଜଣେ ନିଷ୍ଠାପର, ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ…

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲାପାଳ

ଗଜପତି,୧୧।୭(ଗିରିଧାରୀ ପରିଚ୍ଛା): ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ…

ସ୍ବାମୀଙ୍କୁ ଚିକେନ ତରକାରି ଭଲ ଲାଗିଲାନି, ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୭: ରାଗ ମଣିଷର ପରମ ଶତ୍ରୁ। କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ। କିଛି ଲୋକ ଅଛନ୍ତି, ଯେଉଁମାନେ ଛୋଟ କଥାରେ ବି ଭୟଙ୍କର ଭାବେ ରାଗିଯାଇ ଅଜବ କାଣ୍ଡ ଘଟାଇଥାନ୍ତି। ଏବେ ସେମିତି…

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ କ୍ରିକେଟ ବୋର୍ଡ ଅଫ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ…

‘ଗମ୍ଭୀର କ୍ରୋଧି, ଦ୍ରାବିଡଙ୍କ ସ୍ଥାନ ନେଇପାରିବେ ନାହିଁ’

ନୂଆଦିଲ୍ଲୀ,୧୧।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଟି୨୦ ବିଶ୍ୱକପ୍‌ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ଗମ୍ଭୀର କୋଚ୍‌ ନିଯୁକ୍ତ ହେବା ପରେ ଭାରତୀୟ କ୍ରିକେଟର ସହ କ୍ରିକେଟ…

ଏହି ଷ୍ଟାର ଖେଳାଳିଙ୍କ ସହ ଟେନିସ୍‌ ଖେଳିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୭: କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁର୍ବଳତା ଏବେ ସାମ୍ନାକୁ ଆସିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ…

ଆଜି ହେରାପଞ୍ଚମୀ

ପୁରୀ,୧୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଘୋଷଯାତ୍ରାର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri