ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ, ଫସି ରହିଛନ୍ତି ୧୦୦୦ ଯାତ୍ରୀ
ନୂଆଦିଲ୍ଲୀ,୩।୧୨: ମଙ୍ଗଳବାର ରାତି (ଡିସେମ୍ବର ୨, ୨୦୨୫) ଠାରୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ୱାରା ପ୍ରଭାବିତ ହୋଇଛି,…
ଜଏଣ୍ଟ ପେନ୍ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ
ଶୀତଦିନେ ତାପମାତ୍ରା କମ୍ ଥିବାରୁ ଜଏଣ୍ଟ ପେନ୍ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଶୀତଦିନେ ବିଭିନ୍ନ ଉପାୟ କରିପାରିବେ। ଖାଦ୍ୟପେୟରେ ସାବଧାନତା ସହିତ ଏକ୍ସରସାଇଜ୍ ଓ…
ନବଜାତ ଶିଶୁକୁ ରାସ୍ତା ଉପରେ ପକାଇ ଦେଲେ ମାଆବାପା, ରାତି ସାରା ବୁଲା କୁକୁର କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ
କୋଲକାତା,୩।୧୨: ପଶ୍ଚିମବଙ୍ଗର ନାଦିଆ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେହି ଜଣେ କମ୍ବଳରେ ଗୁଡ଼ାଇ ହୋଇଥିବା ଏକ ନବଜାତ ଶିଶୁକୁ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଶିଶୁଟି କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି। ଶିଶୁଟି ସାରା…
ସାମନ୍ଥାଙ୍କୁ ଖାସ୍ ଗିଫ୍ଟ ଦେଲେ ରାଜ୍: ଦେଖିକି ଚମ୍କି ପଡ଼ିଲେ…
ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା। ଏହି ଦମ୍ପତି ଏକ ସରଳ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ସାମନ୍ଥାଙ୍କୁ ଏକ…
‘ତରବରରେ ହୋଇଥିବା ଆଇନ ପିଲାଙ୍କ ପାଇଁ କ୍ଷତିକାରକ’, ଅଷ୍ଟ୍ରେଲିଆରେ ସୋସିଆଲ ମିଡ଼ିଆ ବ୍ୟାନକୁ ବିରୋଧ କଲା ୟୁଟ୍ୟୁବ
ସିଡନୀ,୩।୧୨: ଅଷ୍ଟ୍ରେଲିଆ ଡିସେମ୍ବର ୧୦ ତାରିଖରୁ ୧୬ ବର୍ଷରୁ କମ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିବ। ସୋସିଆଲ ମିଡିଆରେ ଏପରି କଟକଣା ଲାଗୁ କରିବାରେ ଏହା ପ୍ରଥମ ଦେଶ ହେବ। ୟୁଟ୍ୟୁବ ଅଷ୍ଟ୍ରେଲିଆରେ…
ଗମ୍ଭୀରଙ୍କୁ ଅଣଦେଖା କରି ଆଗକୁ ବଢିଲେ କିଙ୍ଗ କୋହଲି, ରୋହିତ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୩।୧୨: ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ। ରାୟପୁରରେ ଦ୍ୱିତୀୟ ଏକଦିବସୀୟ ପୂର୍ବରୁ, ମଙ୍ଗଳବାର ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ ନେଟ ସେସନ ବହୁତ ଆଲୋଚନା ସୃଷ୍ଟି କରୁଛି। ଭାରତୀୟ…
Smriti Mandhana Wedding: ଡିସେମ୍ବର ୭ରେ ହେବ ସ୍ମୃତି-ପଲାଶଙ୍କ ବିବାହ? ସତ ବଖାଣିଲେ କ୍ରିକେଟରଙ୍କ ଭାଇ
ନୂଆଦିଲ୍ଲୀ,୩।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ନଆ ବିବାହ ତାରିଖକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସ୍ମୃତି ମନ୍ଧାନାଙ୍କ ପିତାଙ୍କ ହୃଦଘାତ ଯୋଗୁ ନଭେମ୍ବର ୨୩, ୨୦୨୫ରେ ସେମାନଙ୍କର…
ମୁଁ ୮ ଯୁଦ୍ଧ ବନ୍ଦ କଲେଣି, କିନ୍ତୁ…ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ କଥା କହିଦେଲେ ଟ୍ରମ୍ପ
ଓ୍ବାଶିଂଟନ୍,୩।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ୱାଶିଂଟନରେ ଏକ କ୍ୟାବିନେଟ ବୈଠକ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏହି ସଂଘର୍ଷ ଏକ…
ପୁଣି ବଢିଲା ଶୀତ: ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ବୁଧବାର ସକାଳ ସମୟରେ ତାପମାତ୍ରା ରାଜ୍ୟରେ ସବୁଠାରୁ କମ ରହିଥିବା ଜଣାପଡିଛି। ପୂର୍ବରୁ…
ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା
ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…
ଚାଷ କାମ ପାଇଁ ଯାଇଥିଲେ, ହଠାତ୍ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା ଶିକକା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳୁ ସେ ଡଙ୍ଗର…
ବଢୁଛି HIV ସଂକ୍ରମଣ! ୧୫ ବର୍ଷରେ ୨୦୦ ପ୍ରତିଶତ ବୃଦ୍ଧି, ଚେତାବନୀ ଦେଲାଣି WHO
ଇସଲାମାବାଦ,୩।୧୨: ପାକିସ୍ତାନ ବର୍ତ୍ତମାନ HIV ସଂକ୍ରମଣର ଏକ ଲହରୀ ସହିତ ସଂଘର୍ଷ କରୁଛି ଯାହା ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୁର୍ବଳତାକୁ ପ୍ରକାଶ କରିଛି। ବିଶ୍ୱ ଏଡସ ଦିବସ କାର୍ଯ୍ୟକ୍ରମରେ WHO ଏବଂ UNAIDS ଦ୍ୱାରା ଶେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ…
Archives


