Home

ବର୍ଷାପାଣି ପଚି ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି

ପଟ୍ଟାମୁଣ୍ଡାଇ,୧୨ା୭ (କଳ୍ପତରୁ ନାୟକ): ବର୍ଷାଋତୁ ଚାଲିଥିବା ବେଳେ ଅଧିକାଂଶ ଅଞ୍ଚଳରେ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସ୍ଥାନେ ସ୍ଥାନେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ମଧ୍ୟ ହେଉଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ…

ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ….

କଲମ୍ବୋ,୧୨।୭: ଲଙ୍କା ପ୍ରିମିୟର ଲିଗ ୨୦୨୪(LPL 2024)ର ଏକ ମ୍ୟାଚ୍‌ କଲମ୍ବୋ ଷ୍ଟାର୍ସ ଏବଂ ଦାମ୍ବୁଲ୍ଲା ସିକ୍ସର୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଦାମ୍ବୁଲ୍ଲା ସିକ୍ସର୍ସ ପାଇଁ ସ୍ବତନ୍ତ୍ର ଥିଲା, କାରଣ ଲଗାତାର ତିନିଟି ପରାଜୟ ପରେ, ଦାମ୍ବୁଲ୍ଲା…

ଅମ୍ବାନୀ ପରିବାର ବିବାହ ଉତ୍ସବରେ ଆଜି ଯୋଗ ଦେବେ ବିଶ୍ୱର ନାମୀଦାମୀ ବ୍ୟକ୍ତି, ତାଲିକାରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୨ା୭: ଜୁଲାଇ ୧୨ ଅର୍ଥାତ୍‌ ଆଜି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅମ୍ବାନୀ ପରିବାର ଦେଶ ତଥା…

ଜୀବନର ଶେଷ ଟେଷ୍ଟରେ ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ: ବିଶ୍ୱର ପ୍ରଥମ ଦ୍ରୁତ ବୋଲର୍‌ ଭାବେ କଲେ ଏହି କାରନାମା

ଲର୍ଡସ,୧୨।୭: ଇଂଲଣ୍ଡର ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଲଣ୍ଡନର ଲର୍ଡସରେ ଖେଳାଯାଉଛି। ଏହା ଆଣ୍ଡରସନଙ୍କ କ୍ୟାରିୟରର ଶେଷ ମ୍ୟାଚ।…

ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ନୟାଗଡ଼,୧୨ା୭:  ଦୁଇ ସାଙ୍ଗଙ୍କ ଉପରେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲା ଦଶପଲ୍ଲା ଥାନା ଡମାହାଣ୍ଡି ଛକ ନିକଟରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ…

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ: ମୋଟ ରୋଜଗାର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୭: ଆଜିକାଲି ବିଶ୍ୱର ଅନେକ ଦେଶରେ କ୍ରିକେଟ ଖେଳାଯାଉଛି। ଯଦି ସରକାରୀ ଭାବେ ଦେଖାଯାଏ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ୧୦୮ ଦେଶ ମାନ୍ୟତା ପାଇଛନ୍ତି। ଏଥିରେ ୧୨ଟି ପୂର୍ଣ୍ଣ ଏବଂ ୯୬ ସହଯୋଗୀ ସଦସ୍ୟ ସାମିଲ ଅଛି। ଏହାର…

ବର୍ଷା ନାହିଁ: ଚାଷଜମି ଫାଟି ଆଁ

ରାଜନଗର,୧୨ା୭(ଭାସ୍କର ରାଉତରାୟ): ଜାତୀୟ ପାଣିପାଗ ସୂଚନା ଅନୁସାରେ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ହୋଇଥିଲା। ମୌସୁମୀର ଆଗମନ ଖବର ଚାଷୀଭାଇଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। କିନ୍ତୁ ମୌସୁମୀ ଉଭ୍ଭାନ ହୋଇଯାଇଛି। ମାସେ ବିତି ଯାଇଥିଲେ ମଧ୍ୟ ବର୍ଷାର ନାଁ…

ଅପେକ୍ଷାର ହେବ ଅନ୍ତ, ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ୍‌! ଆଜି ଆସିବ ‘ସୁପ୍ରିମ’ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବେ। ଆବେଦନରେ ସେ ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଗିରଫ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ…

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା,୧୨ା୭: ଖୋର୍ଦ୍ଧା ଜିଲାର ତାପଙ୍ଗ ଖଣି ପାଣିରୁ ୫ ଦିନ ଧରି ନିଖୋଜ ଥିବା ଓମ୍‌ ପ୍ରକାଶ ରଥଙ୍କ ମୃତଦେହ ସୋମବାର ମିଳିଛି। ଆଜି ସକାଳେ ପାଣିରେ ମୃତଦେହ ଭାସିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ରିଲ୍ସ…

NEET-UG ପେପର୍‌ ଲିକ୍‌ରେ ସିବିଆଇକୁ ବଡ଼ ସଫଳତା

ନୂଆଦିଲ୍ଲୀ ,୧୨ା୭:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ର କିଙ୍ଗ୍‌ପିନ୍‌ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ…

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାଟୋ

ଓ୍ବାଶିଂଟନ୍‌,୧୨ା୭:ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ…

ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ

ଯାଜପୁରରୋଡ୍‌,୧୨ା୭(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌରପରିଷଦ ୧ନଂ. ୱାର୍ଡ ଯୋଡ଼ାବର ନିକଟରେ ଏକ କମ୍ପାନୀର ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ କରାଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ ହାଇଓ୍ବାରୁ ୧୭ ଲକ୍ଷ ୫୦ ହଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri