ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ
ପାଟନା,୧୪।୭: ଭାରତୀୟ ଜନତା ମୋର୍ଚ୍ଚାର ନେତା ତଥା ବିଧାୟକ ସରୟୁ ରୟଙ୍କ ଦଳ ଜେଡିୟୁ ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ସରୟୁ ରୟ…
ଆଜି ଅନନ୍ତ-ରାଧିକାଙ୍କ ରିସେପ୍ସନ, ଯୋଗ ଦେବେ ବଲିଉଡ୍ର ନାମୀଦାମୀ କଳାକାର, ତାଲିକାରେ ଅଛନ୍ତି…
ମୁମ୍ବାଇ,୧୪ା୭: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହର ରବିବାର ହେଉଛି ତୃତୀୟ ଦିନ। ଏନେଇ ଅମ୍ବାନୀ ପରିବାର ଆଜି ଏକ ବିଶାଳ ରିସେପ୍ସନର ଆୟୋଜନ କରିଛନ୍ତି। ଜୁଲାଇ ୧୨ରେ ପ୍ରାୟ ୨୦୦୦ ଭିଭିଆଇପି ଅତିଥିଙ୍କ…
BSP ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ନିହତ
ଚେନ୍ନାଇ,୧୪।୭: ତାମିଲନାଡୁରେ ବହୁଜନ ସମାଜ ପାର୍ଟି (ବିଏସପି) ର ପ୍ରଦେଶ ଅଧ୍ୟକ୍ଷ କେ. ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଗତକାଲି ଅର୍ଥାତ୍ ଶନିବାର ସାରେ ଚେନ୍ନାଇରେ ପୋଲିସର ଏନକାଉଣ୍ଟରରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ…
ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା
ପୁରୀ,୧୪।୭: ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଜି ଗଣତି ମଣତି ହେବନି, ଖାଲି ଯାଞ୍ଚ…
ସେବାୟତଙ୍କୁ ଡରୁଛନ୍ତି ସରକାର, ପଛରେ ରହିଛି ଏହି ବଡ଼ କାରଣ…
ଭୁବନେଶ୍ୱର,୧୪ା୭: ରଥଯାତ୍ରାରେ ହୋଇଥିବା ଅଘଟଣକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଶେଷ କରି ପହଣ୍ଡି ସମୟରେ ବଡ଼ଠାକୁର ପଡ଼ିଯିବା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ମୁଖ୍ୟ ପ୍ରଶାସକ ବଦଳିଛନ୍ତି। କମିଟି ମଧ୍ୟ…
ଖୋଲିବ ରତ୍ନଭଣ୍ଡାର: ଭିତରକୁ କିଏ ଯିବେ ଆସିଲା ନାଁ
ପୁରୀ,୧୪।୭: ଖୋଲିବ ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତ ଶେଷ ହୋଇଛି। ଏଥିପାଇଁ ଶୁଭବେଳା ମଧ୍ୟ ବାହାରି ସରିଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮ ଶୁଭ ମୂହୁର୍ତ୍ତ। ଏହି…
ବ୍ୟବସାୟୀଙ୍କ ଘରୁ ୪୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି
ବ୍ରହ୍ମପୁର,୧୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଏବେ ଲୁଟେରା ଗ୍ୟାଙ୍ଗ୍ ପୁଣିଥରେ ସକ୍ରିୟ ହେବାରେ ଲାଗିଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଛନ୍ତି ଏହି ଗ୍ୟାଙ୍ଗ୍। ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସାହି ମୁଖ୍ୟ ରାସ୍ତାରେ ରହୁଥିବା ମନୋଜ ପାଢ଼ୀଙ୍କ ଘରୁ…
ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮
ପୁରୀ,୧୪।୭: ବହୁ ଅପେକ୍ଷାର ଅନ୍ତ ଘଟାଇ ୪୬ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଶୁଭ ମୂହୁର୍ତ୍ତ ନିର୍ଘଣ୍ଟ ହୋଇଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮…
ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ୍ ବିଶ୍ୱନାଥ, କହିଲେ-ମା’ ସାଆନ୍ତାଣୀଙ୍କ ଅନୁମତି ନେଇ…
ପୁରୀ,୧୪।୭: ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଶୁଭ ମୂହୁର୍ତ୍ତରେ ଏହା ଖୋଲାଯିବାକୁ ଥିବା ବେଳେ ତା ପୂର୍ବରୁ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ଗଣମାଧ୍ୟମକୁ…
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…
ପୁରୀ,୧୪।୭: ବହୁ ବର୍ଷ ଅପେକ୍ଷାର ହେବ ଅନ୍ତ। ରବିବାର ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାକୁ ମହାପ୍ରଭୁଙ୍କ…
ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର
ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି କରାଇବାକୁ…
ଆଜି ଖୋଲିବ ରତ୍ନଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନାରୁପା ଅଳଙ୍କାର!
ଭୁବନେଶ୍ୱର,୧୪।୭: ଖୋଲିବ କାଳିଆର ରତ୍ନ ଭଣ୍ଡାର। ୪୬ବର୍ଷ ପ୍ରତୀକ୍ଷାର ଅନ୍ତ। ଆଜି ସବୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସିର ଦିନ। ରବିବାର ଦିନ ୧ଟାରୁ ୧ଟା ୩୦ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ରତ୍ନଭଣ୍ଡାରର ମରାମତି ସହ ଅଳଙ୍କାର ଗଣତି ମଧ୍ୟ…
Archives


