ଆଇଏଏସ୍ ପୂଜା ଖେଡ୍କରଙ୍କ କୌଣସି ଅକ୍ଷମତା ନାହିଁ
ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡ୍କରଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ…
ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଶହୀଦ
ଶ୍ରୀନଗର,୧୬।୭: ଆତଙ୍କବାଦୀମାନେ ଲଗାତାର ଜମ୍ମୁ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ସୋମବାର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ…
ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଯୁବପିଢିଙ୍କ ପାଇଁ ଖୋଲାଯିବ…
ଭୁବନେଶ୍ୱର, ୧୬ା୭(ଅସମାପିକା ସାହୁ):ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଆଗାମୀ ବଜେଟରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱ ଦେଉଛୁ। ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତଗତିରେ ବୃଦ୍ଧି…
ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା
କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ମନ୍ତ୍ରୀ ବଳସାମନ୍ତ ପ୍ରାର୍ଥିପତ୍ର ଦାଖଲବେଳେ ଅନେକ ତଥ୍ୟ…
ବୈଦେଶିକ ରପ୍ତାନିରେ ଅଭିବୃଦ୍ଧି
ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ଜୁନ ୨୦୨୪ ରେ ଭାରତର ବୈଦେଶିକ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ୨୦୨୪ ଜୁନ ମାସରେ ମୋଟ ରପ୍ତାନି ୫.୪୦% ବୃଦ୍ଧି ପାଇବ ଏବଂ ଏପ୍ରିଲ-ଜୁନ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଜାଣନ୍ତୁ କ’ଣ ରହିଛି କାରଣ
ଭୁବନେଶ୍ୱର, ୧୬।୭(ସୁନିତ୍ ମିଶ୍ର): ସାବରମତୀ, କାଶୀ ଓ ବାରାଣସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…
କୋଇଲା ଖଣି ପାଇଁ ଚୁକ୍ତିନାମା
ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ସପ୍ତମ ରାଉଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ନିଲାମ ହୋଇଥିବା ତିନୋଟି କୋଇଲା ଖଣି ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଚୁକ୍ତିନାମା ହୋଇଥିବା ଖଣିଗୁଡ଼ିକ ମଧ୍ୟରେ ମାଖାକାଟା କୋଇଲା ଖଣି, କୁଡନାଲି…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୬।୭ (ଅଭୟ ଦାଶ): କ୍ରମାଗତ ଭାବେ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷ…
କୁଶଳୀ କାରିଗରଙ୍କୁ ଡିଏସ୍ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ
ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ‘ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର’ ସମ୍ମାନ…
ଭାରତ ଫେରୁଛନ୍ତି ଦିବ୍ୟାଙ୍କା
ରୋମ୍: ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ତାଙ୍କ ସ୍ବାମୀ ବିବେକ ଦହିୟା ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଦମ୍ପତି ଭାବେ ଜଣାଶୁଣା। ଦୁହେଁ କିଛି ଦିନ ପୂର୍ବେ ଛୁଟି କଟାଇବାକୁ ଇଟାଲି ଯାଇଥିଲେ। ତେବେ ଗତ ସପ୍ତାହରେ ସେମାନଙ୍କ ପାସପୋର୍ଟ…
ଆଲମିରା ଭିତରେ ଶୌଚାଳୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ମାତ୍ରେ ଅନେକେ କହୁଛନ୍ତି, ଏହା କିପରି ସମ୍ଭବ। ଏହି ଭିଡିଓରେ ପ୍ରଥମେ ଗୋଟିଏ କୋଠରିରେ ଏକ ଆଲମିରା ରଖାଯାଇଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଆଲମିରାରେ ପୋଷାକ,…
ବୁଲା କୁକୁରଙ୍କୁ ଗଣିବ ମାଇକ୍ରୋଚିପ୍
ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଖୁବ୍ଶୀଘ୍ର ସହରର ସମସ୍ତ ବୁଲା କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍ ଲଗାଇବ। ଏହି ମାଇକ୍ରୋଚିପ୍ ସାହାଯ୍ୟରେ କୁକୁରଙ୍କ ଗଣନା କରାଯିବ। ଏହାବ୍ୟତୀତ ଉକ୍ତ ଚିପ୍ ମାଧ୍ୟମରେ କୁକୁରଟିକୁ ବାକରଣ କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବା…
Archives


