Home

ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ

ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।…

ମୋଦି କ୍ୟାବିନେଟରେ ବିହାରର ଦବଦବା, ମାଂଝି-ଚିରାଗଙ୍କ ସମେତ ୧୦ ଜଣଙ୍କୁ ମିଳିବ ମନ୍ତ୍ରୀ ପଦ! ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଏହି ସମୟରେ, ବିହାରର ଗଳି କନ୍ଦିରେ ରାଜନୈତିକ ଚର୍ଚ୍ଚା ଯୋର ଧରିଛି। ଆଲୋଚନା ହେଉଛି କି ମୋଦି କ୍ୟାବିନେଟରେ ବିହାରର…

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ଗିରଫ

କୋପେନହାଗନ,୮।୬: ସେଣ୍ଟ୍ରାଲ କୋପେନହାଗନରେ ଜଣେ ବ୍ୟକ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ଉପରେ ଆକ୍ରମଣ କରିଥିଲେ। ପୋକେନହାଗନର ଜଣେ ବାସିନ୍ଦା ଏହି ସୂଚନା ଦେଇଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ…

ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ

ସିଏଟଲ,୮।୬: ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରକୃତରେ ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା…

ନୀତୀଶ କୁମାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଅଫର…, ଜେଡିୟୁ ନେତାଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୮।୬: ‘ନେତାମାନେ ଯେଉଁମାନେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମିଳିତ ମଞ୍ଚର ଜାତୀୟ ସମ୍ମିଳନୀ କରିବାକୁ ମନା କରିଦେଇଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଉଛନ୍ତି,’ କେନ୍ଦ୍ରରେ ସରକାର ଗଠନ ପୂର୍ବରୁ ଜେଡିୟୁ ନେତା କେସି ତ୍ୟାାଗିଙ୍କ ଏହି ବିବୃତ୍ତି ଏକ ରାଜନୈତିକ…

ନରେଲା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୩ମୃତ, ୬ଆହତ

ନୂଆଦିଲ୍ଲୀ,୮।୬: ଶନିବାର ଭୋର ପ୍ରାୟ ୩ଟା ୩୦ରେ ନରେଲା ଶିଳ୍ପାଞ୍ଚଳର ଏକ ମୁଗ ଡାଲ ଶୁଖାଇବା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁରେ ଫସି ରହିଥିବା ୯ଜଣ…

ମୋଦି କ୍ୟାବିନେଟରେ ଟିଡିପି-ଜେଡିୟୁକୁ କେଉଁ ମନ୍ତ୍ରଣାଳୟ ମିଳିବ, ଆଜି ହୋଇଯିବ ଫାଇନାଲ

ନୂଆଦିଲ୍ଲୀ,୮।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁଯାୟୀ, ଅନେକ ସହଯୋଗୀ ଦଳର ଏମ୍‌ପିମାନେ ମଧ୍ୟ ମୋଦି କ୍ୟାବିନେଟରେ…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଦିଲ୍ଲୀରେ ୨ ଦିନ ନୋ ଫ୍ଲାଇଙ୍ଗ ଜୋନ, ତ୍ରିସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରମାଗତ ତୃତୀୟ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରବିବାରଠାରୁ ଦୁଇ ଦିନ (ଜୁନ ୯ ଏବଂ ୧୦) ପର୍ଯ୍ୟନ୍ତ ଜାତୀୟ ରାଜଧାନୀକୁ ନୋ ଫ୍ଲାଇଙ୍ଗ ଜୋନ ଭାବରେ ଘୋଷଣା କରିଛି। ଏହି ଅବଧି…

ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର!

ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ସେପଟେ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ…

ରାମୋଜି ରାଓଙ୍କ ପରଲୋକ

ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ…

ରୌଫ୍‌ଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ

ଡଲାସ, ୮ା୬(ପି.ଟି.): ପାକିସ୍ତାନ ପେସର ହାରିସ ରୌଫ୍‌ଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ୟୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ବୋଲର ରଷ୍ଟି ଥେରନ। ଚଳିତ ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଗୁରୁବାର ପାକିସ୍ତାନ ଓ ୟୁଏସ୍‌ଏ ମଧ୍ୟରେ ମ୍ୟାଚ ପରେ ସେ ଏହି ଅଭିଯୋଗ…

ପାକିସ୍ତାନ ହାରିବା ପଛରେ ଭାରତୀୟ ବଂଶୋଦ୍ଭବ

ମୋନାକ ପଟେଲ ଅହମଦାବାଦ ଜନ୍ମିତ ମୋନାକ ପଟେଲ ଆମେରିକା କ୍ରିକେଟ ଦଳର ଅଧିନାୟକ। ମ୍ୟାଚ ବିଜୟୀ ଅର୍ଦ୍ଧଶତକ ପାଇଁ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବା ମୋନାକ ଭାରତରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଆମେରିକାର ପେସାଦାର ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri