ମୁଖ୍ୟମନ୍ତ୍ରୀ ରେସ୍ରୁ ବାଦ୍ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…
ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍ ଦେଇ…
ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍ପି ଭାବରେ ନିର୍ବାଚିତ…
ବ୍ରାହ୍ମଣୀରେ ବୁଡ଼ିଗଲେ NITର ଦୁଇ ଛାତ୍ର
ରାଉରକେଲା,୮ା୬: ସୁନ୍ଦରଗଡ଼ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଶନିବାର ବୁଡ଼ି ଯାଇଛନ୍ତି ଦୁଇ ଛାତ୍ର। ଏହି ଦୁଇ ଛାତ୍ର ଏନ୍ଆଇଟିରେ ପଢୁଥିଲେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାର ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ତେବେ ଦୁଇ…
ନିଖୋଜ ଡାକ୍ତରଙ୍କୁ ପରିବାରକୁ ହସ୍ତାନ୍ତର କଲା ପୋଲିସ
ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି…
ଦୀପାବଳି ପୂର୍ବରୁ ମୋଦିଙ୍କ ଅଗ୍ନିପରୀକ୍ଷା
ନୂଆଦିଲ୍ଲୀ,୮।୬: ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ରହିଥିଲା। ଏହି କାରଣରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଥର ଏନଡିଏ ସରକାର ଗଠନ କରାଯାଉଛି। ଏହି ଏନଡିଏ, ଟିଡିପି ଏବଂ ଜେଡିୟୁରେ ଦୁଇଟି ଦଳ ଅଛନ୍ତି, ଯାହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ…
ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ଏମିତି କହିଦେଲେ ନବୀନ
ଭୁବନେଶ୍ୱର,୮।୬: ବିଜେଡି ରାଜ୍ୟରେ ପରାଜୟ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ନବୀନ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର କରୁଛୁ।…
ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର,୮।୬: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଆସନ୍ତା ୨-୩ ଦିନ…
ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବଦଳିଗଲା ପାକିସ୍ତାନର ସ୍ବର
ନୂଆଦିଲ୍ଲୀ/ଇସଲାମାବାଦ,୮।୬: ପାକିସ୍ତାନ ଶୁକ୍ରବାର କହିଛି ଯେ ଭାରତ ସମେତ ଏହାର ସମସ୍ତ ପଡ଼ୋଶୀ ଦେଶ ସହ ‘ସହଯୋଗୀ ସମ୍ପର୍କ ଏବଂ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ’ ଚାହୁଁଛି। ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ନିର୍ବାଚିତ ହେବା…
ରାହୁଲ ହୁଅନ୍ତୁ ବିରୋଧୀ ଦଳ ନେତା: ଏମପିଙ୍କ ଦାବି
ନୂଆଦିଲ୍ଲୀ,୮।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ ଶନିବାର ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଦଳର ସମସ୍ତ ନବ ନିର୍ବାଚିତ ସାଂସଦ ଏହି ବୈଠକରେ ଯୋଗ ଦେଇଛନ୍ତି। ଏହି ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ…
ସରକାର ବଦଳିବା ପରେ ଏହି ସହରରେ ୩ ଦିନରେ ଦୁଇ ଗୁଣା ବଢିଲାଣି ଜମିର ଦାମ, ବିଦେଶରୁ ଆସୁଛି ଡିମାଣ୍ଡ
ଅମରାବତି,୮।୬: ତୃତୀୟ ଥର ପାଇଁ ମୋଦି ସରକାର ଦେଶରେ ଆସିବା ପରେ ଆନ୍ଧ୍ରପ୍ରଦେଶ, ଅମରାବତୀ ତଥା ରାଜ୍ୟର ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ପାଇଁ ଭଲ ଦିନ ଆସିଥିବା ପରି ମନେ ହେଉଛି। ଚନ୍ଦ୍ରାବାବୁ ନାଇଡୁ ଜୁନ ୧୨ରେ ଅମରାବତୀରେ ଆନ୍ଧ୍ରପ୍ରଦେଶର…
ଓଡ଼ିଶା, ଆନ୍ଧ୍ର- ଅରୁଣାଚଳ …ନୂଆ ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ ମୋଦି
ନୂଆଦିଲ୍ଲୀ,୮।୬: ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଜୁନ ୯, ରବିବାର ସା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହକୁ ନେଇ ରାଷ୍ଟ୍ରପତି ଭବନ ମଧ୍ୟ ଏକ ବୟାନି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ…
ଚେଇଁ ରହି ସ୍ବପ୍ନ ଦେଖୁଛନ୍ତି ବଘେଲ: ଭାଜପା
ନୂଆଦିଲ୍ଲୀ,୮।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ ନେତାମାନେ ପରସ୍ପର ବିରୋଧରେ ବିବୃତ୍ତି ଦେବା ଆରମ୍ଭ କରି ଦେଇଛନ୍ତି। ସେପଟେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଦେଶରେ ୬ ମାସ କିମ୍ବା…
Archives


