Home

ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧୭ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ ବାଘୁଣୀଙ୍କୁ ମହାରାଷ୍ଟ୍ରରୁ ଅଣାଯାଇ ମିଶନ କାର୍ଯ୍ୟକାରୀ…

ଚାଇନା ରାଷ୍ଟ୍ରପତିଙ୍କ ନିଦ ହଜିଲା:ଏହି ଛୋଟ ଦେଶ ଆଗରେ ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି

ବେଜିଂ,୧୬।୧୨: ବିଶ୍ୱକୁ ନିଜ ଅଧୀନରେ ନେବାକୁ ସ୍ବପ୍ନ ଦେଖୁଥିବା ଚାଇନା ବର୍ତ୍ତମାନ ମିଆଁମାରରେ ଦୁର୍ବଳ ହେବାରେ ଲାଗିଛି। ମିଆଁମାରର ବିଦ୍ରୋହୀମାନେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିଦ ହଜାଇ ଦେଇଛନ୍ତି। ଋଣ ଜାଲରେ ଅନେକ ଦେଶକୁ ଫାନ୍ଦରେ ପକାଇଥିବା ଚାଇନା ବର୍ତ୍ତମାନ…

ଶ୍ରୀମନ୍ଦିର ଭିତରେ ସେବାୟତ ହାତାହାତି: ଜଣେ ଆହତ

ପୁରୀ,୧୫।୧୨(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ଭିତରେ ସୋମବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ଦେବାୟତ ହାତାହାତି ହେଇଛନ୍ତି । ହାତାହାତି ଘଟଣାରେ ଜଣେ ବରିଷ୍ଟ ସେବାୟତ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା…

୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନିରାକାରପୁର, ୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଞ୍ଚଳ ରଘୁରାୟ ଘେରି ନିକଟରୁ ଅଚାନକ ଚଢ଼ାଉ କରି ଘଟଣାସ୍ଥଳରୁ ୨୯ ମୃତ ବିଦେଶୀ ପକ୍ଷୀ ସହ…

ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ

କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସଦର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ…

ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ)-ବଲିଉଡ଼ର ଫଲି କଳାକାର ବରୁଣ ବିଶୋଇଙ୍କୁ ଦାରିଙ୍ଗବାଡି ବ୍ଲକ ଦନେକବାଡି ବିରାଗଡା଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟଳୟର ପ୍ରଧାନଶିକ୍ଷକ ବ୍ରଜ କିଶୋର ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବଲିଉଡ଼ କଳାକାର ବରୁଣ…

କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ/କୋଶଳ ଭାଷାରେ କରିବାକୁ…

ଶରୀରରେ ଜଳୀୟ ଅଂଶ କମିଲେ ଦେଖାଦିଏ ଏସବୁ…

ବିଭିନ୍ନ କାରଣରୁ ଅନେକ ଲୋକଙ୍କର ପାଟିରେ ଘା’ ହୋଇଥାଏ। ବେଳେବେଳେ ଏହି ଘା’ ବଡ଼ ହୋଇ କ୍ୟାନ୍‌ସରର ରୂପେ ନିଏ। ସେଥିପାଇଁ ପାଟିରେ ଘା’ ହେଲେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା…

କୋହଲି-ପନ୍ତଙ୍କୁ ଫ୍ଲପ୍‌ ହେବା ଦେଖି ବ୍ୟାଟ୍‌ ଉଠାଇଲେ ଗୌତମ ଗମ୍ଭୀର: ଦେଖନ୍ତୁ ଭିଡିଓ

ବ୍ରିସ୍‌ବେନ୍‌,୧୬।୧୨: ଗାବା ଟେଷ୍ଟରେ ଟିମ ଇଣ୍ଡିଆର ଅବସ୍ଥା ଖରାପ ଦେଖାଯାଉଛି। ମ୍ୟାଚ୍‌ର ତିନି ଦିନ ଶେଷ ହୋଇଛି ଏବଂ ଟିମ ଇଣ୍ଡିଆ ପଛରେ ପଡିଥିବା ଜଣାପଡିଛି। ଏହାପୂର୍ବରୁ ଭାରତୀୟ ଦଳର ବୋଲରମାନେ ଫ୍ଲପ ନଜର ଆସିଥିଲେ ଏବଂ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିବା…

ଯୁବବର୍ଗଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୬।୧୨: ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଡ୍ରଗ୍ସ ଗ୍ରହଣ କରିବା ଆଦୌ ଠିକ୍‌ ନୁହେଁ। ଡ୍ରଗ୍ସ ଚୋରା ଚାଲାଣ ଅଭିଯୁକ୍ତ ଅଙ୍କୁଷ…

ଶାହରୁଖ ଖାନ୍‌ଙ୍କୁ ଏମିତି ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ..ସମସ୍ତେ ହସିଲେ

ନୂଆଦିଲ୍ଳୀ,୧୬।୧୨: ବଲିଉଡର କିଙ୍ଗ ଶାହାରୁଖ ଖାନ ସାଧାରଣତଃ ରାଜନୀତିରୁ ଦୂରେଇ ରୁହନ୍ତି କିନ୍ତୁ ଥରେ ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ରାଜନେତାମାନଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ଶାହାରୁଖ ଖାନ ଏକ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲେ। ଶାହାରୁଖ ଏବଂ…

ଜାନୁଆରୀ ୧୪ରୁ ଭିତରକନିକା ବନ୍ଦ, ନିରାଶ ହେବେ ପର୍ଯ୍ୟଟକ

ରାଜନଗର,୧୬ା୧୨(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ପରିଭ୍ରମଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri