ମେଜର-ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ତଦନ୍ତକୁ ନେଇ…
ଭୁବନେଶ୍ୱର,୫ା୨: ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି। ଆସନ୍ତା…
Delhi Exit Poll: ଦିଲ୍ଲୀ ଦଙ୍ଗଲରେ ଇଏ କରିବେ ବାଜିମାତ୍, ମିଳିଲା ବଡ଼ ସଙ୍କେତ
ନୂଆଦିଲ୍ଲୀ,୫।୨: ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ନା ନରେନ୍ଦ୍ର ମୋଦିଙ୍କ ଭାଜପା… କିଏ ଦଖଲ କରିବ ଦିଲ୍ଲୀ ଚୌକି। ଦିଲ୍ଲୀ ବିଧାନସଭାର ୭୦ଟି ଆସନରେ କିଏ ଜିତିବ ସେ ସମ୍ପର୍କରେ ଏକଜିଟ ପୋଲର ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ଭୋଟ…
ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ
ଚନ୍ଦାହାଣ୍ଡି,୫ା୨(ଦିଲ୍ଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ…
ଶକ୍ତିଶାଳୀ ଦେଶ ଆମେରିକାରେ ଚୋରି ହୋଇଗଲା ଲକ୍ଷେ ଅଣ୍ଡା, ଟେନଶନରେ ଟ୍ରମ୍ପ
ଓ୍ବାଶିଂଟନ୍,୫।୨: ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ପରେ ମଧ୍ୟ, ଏଠାକାର ଲୋକମାନେ ଅଣ୍ଡାକୁ ନେଇ ଚିନ୍ତିତ। ଏପରିକି ଅଣ୍ଡା ଚୋରିର ମାମଲା ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଆମେରିକୀୟ ପେନସିଲଭାନିଆ ସହରରେ ଅଣ୍ଡା ଚୋରିର ଏକ ମାମଲା…
ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ
ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ…
ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମେଡିକାଲ ଯିବା ପୂର୍ବରୁ କନ୍ୟା ସନ୍ତାନ ପ୍ରସବ କଲେ ମହିଳା
ରାୟଗଡ଼ା,୫ା୨(ଆଶିଷ ରଞ୍ଜନ ପଣ୍ଡା): ଗାଁକୁ ରାସ୍ତା ନାହିଁ। ଫଳରେ ୧ କିମି ଷ୍ଟ୍ରେଚରରେ ବୁହା ହୋଇଯିବା ପରେ ୨୨ କିମି ଆମ୍ବୁଲାନ୍ସରେ ମେଡିକାଲ ଗଲେ ଗର୍ଭବତୀ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଗର୍ଭବତୀ ପ୍ରସବ କଲେ। ତେବେ ସ୍ଥିତି ଗମ୍ଭୀର ହେବାରୁ…
ଜୋରଦାର ଗାଡ଼ି ଚେକିଂ, ନ ମାନିଲେ…
ଭୁବନେଶ୍ୱର,୫।୨: ଫେବ୍ରୁଆରି ୧୦ରୁ ହେବ ବଡ଼ ଧରଣର ଧରପଗଡ଼। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ସେହିପରି କଟକ ଓ ଭୁବନେଶ୍ବରରେ ବ୍ୟାପକ…
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ସୁଫଳ ପାଇବ ପାଟଣା ନିର୍ବାଚନ ମଣ୍ଡଳୀ: ବିଧାୟକ
ପାଟଣା,୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନି୍ସଂ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।…
ପୁଅ କଥା କହି ଭାବପ୍ରବଣ ହୋଇଗଲେ ଅମିତାଭ ବଚ୍ଚନ: ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ
ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ…
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା,୫।୨(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶାର ନୂଆ ସରକାରଙ୍କ ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଖୋର୍ଦ୍ଧା ଜିଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ…
୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା
ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର…
କଞ୍ଚାକ୍ଷୀରରେ କେମିତି କରିବେ ରୂପଚର୍ଯ୍ୟା: ଆପଣାନ୍ତୁ ଟିପ୍ସ
ମୁହଁରେ ଆମେ କେତେକ ଘରୋଇ ଉପଚାର କରିଥାଉ। ଏସବୁ ମଧ୍ୟରେ ରହିଛି କଞ୍ଚାକ୍ଷୀର। କଞ୍ଚାକ୍ଷୀର ପ୍ରାକୃତିକ ଏବଂ ଶସ୍ତା ବିଉଟି ଟ୍ରିଟ୍ମେଣ୍ଟ। ସେ ସମ୍ପର୍କରେ କିଛି ଟିପ୍ସ… ଏଥିରେ ଭିଟାମିନ୍ ଏ,ଡି ଏବଂ ଲାକ୍ଟିକ୍ ଏସିଡ୍ ଭଳି କେତେକ ପୋଷକ ତତ୍ତ୍ୱ…

