Home

ଜନ୍ମଦିନରେ ଅଭିଷେକଙ୍କୁ ବଡ଼ ସରପ୍ରାଇଜ୍‌ ଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସବୁଠୁ ନିଆରା ଥିଲା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ। ଅଭିଷେକଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା…

‘ନିର୍ବାଚନ କମିଶନଙ୍କ ମୃତ୍ୟୁ ହୋଇଛି, ଧଳା ଲୁଗା ଉପହାର ଦେବାକୁ ପଡ଼ିବ’, ଉପନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେଲେ ଅଖିଳେଶ

ଲକ୍ଷ୍ନୌ,୬।୨: ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଉପନିର୍ବାଚନ ସମ୍ପର୍କରେ ହେଉଥିବା ଅଭିଯୋଗ ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଭାଜପା ଏହିପରି ଭାବେ ନିର୍ବାଚନ ଲଢ଼େ। ନିର୍ବାଚନ କମିଶନ ମରିଗଲାଣି।…

ବରଗଡ଼ରେ ଚାଞ୍ଚଲ୍ୟ: ହାତୁଡିରେ ପିଟିପିଟି ମହିଳାଙ୍କୁ ହତ୍ୟା

ବରଗଡ଼, ୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ମହାରାଜା ଗଳି ନିକଟରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ, ସୁବାଷିନୀ ସେଠ(୫୪)। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ…

ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ

ରାଇକିଆ,୫।୨-(ପ୍ରଦୀପ ବେହେରା): ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ୧୨ଟି ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଘର ଘର ବୁଲି ପୂର୍ବବର୍ଷ ଗୁଡିକରେ ବାଦ…

ନୂଆ ଇନିଂସ ଆରମ୍ଭ କଲେ ରିଷଭ ପନ୍ତ: ଦାନ କରିଦେବେ….

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର ନାମ ଆର୍‌ପିଏଫ୍‌ ଅର୍ଥାତ୍‌ ରିଷଭ ପନ୍ତ ଫାଉଣ୍ଡେସନ ହେବ। ଏହାସହ ସେ ରୋଜଗାରର…

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନାଗପୁର,୬।୨: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତିକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପ୍ରବେଶ କରିବ। ଏହି ସିରିଜ ପରେ, ଭାରତକୁ ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ…

ଧାର୍ମିକ ନେତା ଆଗା ଖାନ୍‌ କିଏ?  ଯିଏ ପଛରେ ଛାଡ଼ି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି

ଲିସ୍‌ବନ୍‌, ୬।୨: ବିଲିୟନେୟାର ସମାଜସେବୀ ତଥା ଶିୟା ଇସ୍ମାଇଲ ମୁସଲମାନଙ୍କ ୪୯ତମ ବଂଶାନୁଗତ ଇମାମ ପ୍ରିନ୍ସ କରୀମ ଅଲ୍‌ ହୁସୈନୀ ଆଗା ଖାନ୍‌ଙ୍କର ବୁଧବାର ପରଲୋକ ହୋଇଯାଇଛି। ପର୍ତ୍ତୁଗାଲର ରାଜଧାନୀ ଲିସ୍‌ବନ୍‌ରେ ୮୮ ବର୍ଷ ବୟସରେ ପରିବାର ସଦସ୍ୟଙ୍କ ଗହଣରେ ସେ…

ସମସ୍ୟା ନେଇ ତାତିଲେ ଚାଷୀ, ୨୧ରେ ଆନ୍ଦୋଳନ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବଜାର ପ୍ରାଙ୍ଗଣରେ ବୁଧବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ ସମସ୍ୟା, ଧାନ ମଣ୍ଡି ବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ଏବଂ ସାର କଳାବଜାର ଉପରେ ଆଲୋଚନା…

ଥିଲାବାଲାଙ୍କୁ ଅନୁକମ୍ପା, ଗରିବଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡିଛି। ଏଠାରେ ଉଚ୍ଚ ନ୍ୟାୟାଳୟର ବାରମ୍ବାର ଆଦେଶ ସତ୍ତ୍ୱେ ରାସ୍ତାପାର୍ଶ୍ୱ ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ, ଅନ୍ୟପଟେ ଗରିବ ଠେଲା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ଆଗଭର ହୋଇ…

ପଞ୍ଚାୟତରୁ ନଳକୂପ ମରାମତି କ୍ଷମତା କାଢି ନେବାରୁ ଆପତ୍ତି ଉଠାଇଲେ ସରପଞ୍ଚ

ପାଟଣା,୬।୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ପିଆରଆଇ ମେମ୍ବରମାନଙ୍କୁ ନେଇ ବର୍ଷ ୨୦୨୫ ନିମନ୍ତେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ତେବେ ୨୦ଟି ପଞ୍ଚାୟତର ପାନୀୟ ଜଳ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ…

Delhi Election: ଲିକ୍‌ ହେଲା ଭିତିରି ରେଜଲ୍ଟ, ଦିଲ୍ଲୀରେ ଏଥର…

ନୂଆଦିଲ୍ଲୀ,୬।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ସମାପ୍ତ ହୋଇଛି। ରାଜଧାନୀରେ ମୋଟ ୬୦.୪୨ ପ୍ରତିଶତ ମତଦାନ ହୋଇଛି। ର୍ନିବାଚନ ଫଳାଫଳ ଫେବୃଆରୀ ୮ରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ ପୋଲ ଆକଳନ ଆସିଛି, ଯାହା ଭାଜପା…

ନୂଆ ଜର୍ସିରେ ପିନ୍ଧି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ ଏଥିରେ କ’ଣ ରହିଛି ସ୍ବତନ୍ତ୍ରତା

ନାଗପୁର,୬।୨: ଇଂଲଣ୍ଡ ବିପକ୍ଷ ନାଗପୁର ଦିନିକିଆରେ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ନୂତନ ଜର୍ସିରେ ଦେଖିବାକୁ ପାଇବେ। ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଦଳର ଖେଳାଳିମାନଙ୍କ ପାଇଁ ସ୍ବତନ୍ତ୍ର ଜର୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?