Home

ଏଇ ଭାରତରେ

ଏହା ନିଶ୍ଚିତ ଯେ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନର ଗତିପଥ ବଦଳିଯାଏ। ଏଭଳି ଏକ ପରିବର୍ତ୍ତନ ଆସିଛି ରାଜେଶ କୁମାରଙ୍କ ଜୀବନରେ। ରାଜେଶ ସୁକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଗୋଲାପ ଫୁଲ ଚାଷକରି ମାସକୁ ୫୦…

ମହାକାଶ କୃଷିରେ ଭାରତ

୧୬ା୧ା୨୦୨୫ରେ ସ୍ପେଡାକ୍ସ ମିଶନ ମାଧ୍ୟମରେ ପୃଥିବୀର ବୃତ୍ତାକାର କକ୍ଷରେ ଦୁଇଟି କୃତ୍ରିମ ଉପଗ୍ରହଙ୍କୁ ସଫଳ ଭାବେ ପରସ୍ପର ସହ ସଂଯୋଗକରିବା(ଡବିଂ)କୁ ଭବିଷ୍ୟତ ପାଇଁ ଭାରତର ପରିକଳ୍ପିତ ମହାକାଶ ବିଜ୍ଞାନର ସୁଦୂରପ୍ରସାରୀ ଲକ୍ଷ୍ୟ ସାଧନ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଗଣନା କରାଯାଏ।…

ମାନବଧର୍ମର ମହୋତ୍ସବ: ମହିମା ମେଳା

ମହିମା ଦର୍ଶନ ଜୀବନକୁ ସେବା ଓ ତ୍ୟାଗପୂତ ସୋପାନରେ ଉପନୀତ କରିବା ନିମନ୍ତେ ଏକ ଆଧ୍ୟାମତ୍ିକ ବିଚାରଧାରା। ‘ଜୀବେଦୟା’ ତଥା ଜଗତ କଲ୍ୟାଣ ହେଉଛି ମହିମା ଦର୍ଶନର ମହାମନ୍ତ୍ର। ନିଜକୁ ନରକ ନିକ୍ଷିପ୍ତକରି ନିଖିଳ ବିଶ୍ୱକୁ ବେଦନାମୁକ୍ତ କରିବା ନିମନ୍ତେ ତା’ର…

ବାଇକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ: ଜଣେ ଗୁରୁତର

ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-କାଶିପୁର ମୁଖ୍ୟ ରାସ୍ତା କୁମ୍ଭାରକାନି ଗ୍ରାମର ଗୌଡ଼ ପଡ଼ା ନିକଟରେ ମଟରସାଇକେଲ ଧକ୍କାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l…

ରକ୍ତ ବୋହିଛି

ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବାର ୨୧ ମାସ ପରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂ ଇସ୍ତଫା ଦେଇଛନ୍ତି। ରବିବାର ଅର୍ଥାତ୍‌ ୯ ଫେବୃଆରୀରେ ସେ ତାଙ୍କ ଇସ୍ତଫା ପତ୍ର ମଣିପୁର ରାଜ୍ୟପାଳ ଅଜୟ ଭାଲ୍ଲାଙ୍କୁ ପ୍ରଦାନ କରିଛନ୍ତି। ସରକାର ବିରୋଧରେ…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ଜଳିବ ଝାଡ଼ଦୀପ

ଢେଙ୍କାନାଳ,୧୧ା୨(ରତନ ନାୟାର):ମହିମାଧର୍ମର ବିଶ୍ୱ ପ୍ରସିଦ୍ଧ ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ମଙ୍ଗଳବାର ଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିପାଇଁ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ୍‌ଙ୍କ ସମାଗମରେ ମହିମାଗାଦି ଯୋରନ୍ଦା ଚଳଚଞ୍ଚଳ ହୋଇଉଠିଛି। ସନ୍ଧ୍ୟା ୫ଟା ୨୦ରେ…

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୧।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ…

କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ

ମୁମ୍ବାଇ,୧୧।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ନୂତନ ଉତ୍ପାଦ ତଥା ଉନ୍ନତମାନର କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସ୍ପୋର୍ଟସ୍‌ ଡ୍ରିଙ୍କ୍‌ସ/କ୍ରୀଡ଼ା ପାନୀୟ ବର୍ତ୍ତମାନ ବଜାରରେ ଉପଲବ୍ଧ। ସ୍ପିନ୍‌ ଯାଦୁଗର ତଥା ପୂର୍ବତନ ଶ୍ରୀଲଙ୍କା କ୍ରିକେଟିୟର ମୁଥୟା…

ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର

ନୂଆଦିଲ୍ଲୀ/ପ୍ୟାରିସ୍‌,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍‌’ରେ ସହ-ଅଧ୍ୟକ୍ଷତା କରିବେ ଏବଂ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ‘ଏକ୍ସ’ ରେ…

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୧୧।୨: ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ ବା ଏଲଆଇସିର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଲଆଇସିର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ…

ଅମ୍ବଲାରେ ରାଜଶ୍ରୀର ଏକ୍ସକ୍ଲୁସିଭ ଆଉଟଲେଟ୍‌

ନୂଆଦିଲ୍ଲୀ,୧୧।୨: ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ସହାୟକ ସଂସ୍ଥା ତଥା ଗାର୍ମେଣ୍ଟସ ବ୍ରାଣ୍ଡ୍‌ ‘ରାଜଶ୍ରୀ’ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ପଞ୍ଜାବର ଅମ୍ବଲା ସହରସ୍ଥିତ ପୂଜା କମ୍ପ୍ଲେକ୍ସରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଜୁନେଜାଙ୍କ ସମେତ ଗୀତିକାର ଯଶବୀର…

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୧।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?