Home

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ କରିଥାଏ। ଭାରତୀୟ ସେନା ମଧ୍ୟ ‘ମୁଲ’ ନାମକ ଏକ ରୋବୋଟିକ୍‌ ଡଗ୍‌କୁ…

ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ୍‌ ପ୍ରଶାସନ ତାଙ୍କର ଏହି…

ସ୍ବର୍ଣ୍ଣମନ୍ଦିରରେ ଭିକି, ରଶ୍ମିକା

ଅମୃତସର: ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଫେବୃଆରୀ ୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨ କଳାକାର ସୋମବାର ଫିଲ୍ମର ପ୍ରମୋଶନ ପାଇଁ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ଦର୍ଶନ କରି ଆଶୀର୍ବାଦ…

‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରି କହିଛନ୍ତି, ଏହି ନାମକରଣ ଦ୍ୱାରା ଇତିହାସରେ…

ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ…

ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ

ନୂଆଦିଲ୍ଲୀ,୧୧ା୨: ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏଏସ୍‌ ଓକା ଏବଂ…

ନିଶା କାରବାରରୁ ବଢ଼ି ଚାଲିଛି ଅପରାଧ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଯାଏ ଗଳିକନ୍ଦିରେ ଅବାଧରେ ଏହି କାରବାର ଚାଲିଛି। କଫ୍‌ ସିରପ୍‌, ଦେଶୀ ଓ ବିଦେଶୀ ମଦ, ରନ୍ଧାମଦ ଭଳି ନିଶା କାରବାର ଯୋଗୁ…

ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି। ନୂଆଦିଲ୍ଲୀ ଆସନରୁ ଏଏପିର ଜାତୀୟ ସଂଯୋଜକ ଏବଂ ପୂର୍ବତନ…

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ ଭ୍ୟାଲେଣ୍ଟାଇନ୍‌…

ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…

ନୂଆଦିଲ୍ଲୀ,୧୦।୨: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ…

କେଜ୍‌ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ,୧୦।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚିଠି ଲେଖିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସେ ଆମ ଆଦମୀ ପାର୍ଟି (ଆପ୍‌) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…

ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି

ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି କବ୍ଜା କରି ଦଖଲକୁ ନେବାରେ ଲାଗିଛନ୍ତି। କିଏ ବେଆଇନ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?