Home

‘ଅଗ୍ନିର ଜ୍ୱଳନ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ…’, ନାଳନ୍ଦା ବିନାଶକୁ ମନେପକାଇଲେ ମୋଦି

ରାଜଗିର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ରାଜଗିରର ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନାଲନ୍ଦାଙ୍କ ବିନାଶକୁ ମଧ୍ୟ ମନେ ପକାଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଅଗ୍ନିର ଜ୍ୱଳନ ଜ୍ଞାନକୁ ନଷ୍ଟ…

ଭାଜପାରେ ସାମିଲ ହେଲେ କିରଣ ଚୌଧୁରୀ

ନୂଆଦିଲ୍ଲୀ,୧୯।୬: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ରାଜନୈତିକ ଗତିବିଧି ଧୀରେ ଧୀରେ ଉଷ୍ମ ହୋଇଛି। ଲୋକ ସଭା ନିର୍ବାଚନରେ ପରାଜୟ ପରେ ଭାଜପା ବର୍ତ୍ତମାନ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି କ୍ରମରେ ବର୍ତ୍ତମାନ କଂଗ୍ରେସର…

କର୍ଫ୍ୟୁ ପ୍ରଭାବରେ ପରିବା ବଜାରରେ ନିଆଁ, ୧୦୦ ଛୁଇଁଲା ଟମାଟୋ-ପିଆଜ

ବାଲେଶ୍ୱର,୧୯।୬: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି। ଏହା ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି । ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା ଛୁଇଁଛି। ଟମାଟୋ, ପିଆଜ ଦର ୧୦୦…

ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ?

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି । ସାରା ଦେଶରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିଛି ।…

‘ସବୁବେଳେ ମୋର ବନ୍ଧୁ ହୋଇ ରୁହ’, ଜନ୍ମଦିନରେ ଭାଇ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର (ଜୁନ ୧୯) ତାଙ୍କ ଭାଇ ତଥା ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରିୟଙ୍କା କହିଥିଲେ ଯେ ତୁମେ ସବୁବେଳେ ମୋର ବନ୍ଧୁ ଏବଂ…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ୱର,୧୯।୬: ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।…

ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ୱର ଅଫିସ,୧୯/୬(ମାନସ ବିଶ୍ବାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ ମଙ୍ଗଳବାର ଅପରାହ୍ନରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ…

ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୧୯।୬: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଚୋପ୍ରା ଜବରଦସ୍ତ ଫର୍ମ ଦେଖାଇଛନ୍ତି। ଷ୍ଟାର ଜାଭେଲିନ ଥ୍ରୋ ପାଭୋ ନୁରମି ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ଫିନଲାଣ୍ଡର ତୁର୍କୁଠାରେ ଅନୁଷ୍ଠିତ ପାଭୋ ନୁରମି ଗେମ୍ସରେ ନୀରଜ ତୃତୀୟ ପ୍ରୟାସରେ ଜାଭେଲିନ ୮୫.୯୭ ମିଟର ଫିଙ୍ଗି…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି, ବ୍ୟକ୍ତିଗତ ସଚିବ ହେଲେ…

ଭୁବନେଶ୍ୱର,୧୯।୬: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ବିନୋଦ ବିହାରୀ ସିଂହଙ୍କୁ ଯୋଜନା ଓ ସଂଯୋଜନା ବିଭଗର ଅନୁସଚିବ ଭାବେ ନିଯୁକ୍ତି…

‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’

ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ। ସୂଚନାଯୋଗ୍ୟ,…

ରାସ୍ତାରେ ଶୋଇଥିବା ଯୁବକଙ୍କ ଉପରେ ବିଏମଡବ୍ଲୁ ଚଢାଇଦେଲେ ଏମପିଙ୍କ ଝିଅ, ଥାନାରେ ମିଳିଗଲା ଜାମିନ

ଚେନ୍ନାଇ,୧୯।୬: ପୁଣି ଏକ ଅଭାବନୀୟ ହିଟ ଆଣ୍ଡ ରନ ମାମଲା ଚେନ୍ନାଇରେ ଘଟିଛି। ଜଣେ ରାଜ୍ୟ ସଭା ଏମପିଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ନିଜ BMW ଚଢାଇ ଦେଇଛନ୍ତି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା…

ଏମିତି ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ: ନିଜେ କହିଥିଲେ ମନର କଥା

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ରାଏବରେଲିର ଏମ୍‌ପି ରାହୁଲ ହେଉଛନ୍ତି ଦେଶର ‘ମୋଷ୍ଟ ଏଲିଜିବ୍‌ଲ୍‌ ବ୍ୟାଚ୍‌ଲର୍‌’। ତାଙ୍କ ସମର୍ଥକମାନେ ଉତ୍ସାହର ସହିତ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ପ୍ରଶ୍ନ ହେଉଛି ରାହୁଲ ଗାନ୍ଧୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri