Home

ବାଂଲାଦେଶରେ ୧,୪୦୦ ଲୋକଙ୍କୁ କରାଯାଇଛି ହତ୍ୟା, ଚମକାଇ ଦେଉଛି ରିପୋର୍ଟ

ଢାକା,୧୩।୨: ବାଂଲାଦେଶରେ ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ଏବଂ ତା’ପରେ ହୋଇଥିବା ହିଂସା ସମ୍ପର୍କରେ ଜାତିସଂଘ ମାନବାଧିକାର କମିଶନଙ୍କ ରିପୋର୍ଟରେ ଏକ ବଡ଼ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଶେଖ ହାସିନାଙ୍କ ସରକାର ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ…

ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠିକା ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା, ସେବା ଠପ୍‌

ପାଟଣା,୧୩।୨:(ବୀରକିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦୁଝର ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ର ଖଇରେଇଟାଙ୍ଗିରି ଟୋଲ ଗେଟ ଅଫିସ ନିକଟରେ ଦୁର୍ଘଟଣା ଜନିତ ଜରୁରୀ କାଳୀନ ସେବା ଯୋଗାଉ ଥିବା ଏନ…

ଭାରତ ମାତା କି ଜୟ, ବନ୍ଦେ ମାତରମ, ମୋଦି ମୋଦିରେ ଗୁଞ୍ଜରିତ ହେଲା ବ୍ଲେୟାର ହାଉସ

ଓ୍ବାଶିଂଟନ,୧୩।୨: ଆମେରିକାର ନୂତନ ‘ଆମେରିକା ଫାଷ୍ଟ’ ବାଣିଜ୍ୟ ଏଜେଣ୍ଡା ଏବଂ ପ୍ରବାସ ନୀତିକୁ ନେଇ ଭାରତରେ ଚିନ୍ତା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ…

Video: ଦୁନିଆର ସବୁଠାରୁ ଲମ୍ବା ମଇଁଷି ‘କିଙ୍ଗ୍‌ କଙ୍ଗ୍‌’, ୬ଫୁଟ୍‌ ଲମ୍ବ ଚେହେରା ଦେଖିଲେ ଭୟ କରିବେ

ଥାଇଲ୍ୟାଣ୍ଡର ଏକ ଫାର୍ମରେ ଥିବା ଏକ ମଇଁଷି ଗିନିଜ ୱାଲର୍‌ଡ ରେକର୍ଡରେ ନିଜ ନାମ ପଞ୍ଜିକୃତ କରିଛି। ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ମଇଁଷିକୁ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଘୋଷଣା କରାଯାଇଛି। ଗିନିଜ ୱାଲର୍‌ଡ…

EPFO ସଦସ୍ୟଙ୍କ ପାଇଁ ଖୁସିଖବର: ଶୀଘ୍ର ବଢ଼ିପାରେ PF ସୁଧହାର,ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୩।୨: ୨୦୨୫ରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ନିଷ୍ପତ୍ତି ନେଉଛନ୍ତି। ବଜେଟରେ ଟିକସ ହ୍ରାସଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ ନେଇ ଘୋଷଣା କରିବା ପରେ ମଧ୍ୟବିତ୍ତ ବର୍ଗଙ୍କୁ ଏକ…

ନରେନ୍ଦ୍ର ମୋଦି, ମମତା ବାନାର୍ଜୀ, ଅମିତ ଶାହା, ରାହୁଲ ଗାନ୍ଧୀ ନା ଆଉ କିଏ…? ପ୍ରଧାନମନ୍ତ୍ରୀ ଭାବେ କାହାକୁ ପସନ୍ଦ କରୁଛନ୍ତି ଜନତା

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ଭାବରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ପସନ୍ଦ କରିଛନ୍ତି, କିନ୍ତୁ ଯଦି ଆଜି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ ଜନସାଧାରଣ କାହାକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହିଁବେ? ଅନେକ ନେତାଙ୍କ ଛବି ସାମ୍ନାକୁ ଆସୁଛି।…

ଋଷଭ ପନ୍ତଙ୍କୁ ବାହାର କରିଦେଲେ ଗୌତମ ଗମ୍ଭୀର, Champions Trophy ପୂର୍ବରୁ ଚମକାଇଲା ନିଷ୍ପତ୍ତିି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତିବା ପରେ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ବଡ଼ ବୟାନ ଦେଇଛନ୍ତି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଉଇକେଟକିପରଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗମ୍ଭୀର କହିଛନ୍ତି ଯେ…

ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ

କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର…

New Income Tax Bill 2025 Updates: ଆଜି ଲୋକ ସଭାରେ ଆଗତ ହେବ ଆଇଟି ବିଲ୍‌, ITR ଫାଇଲିଂ ପଦ୍ଧତିରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୩।୨: ନୂତନ ଇନ୍‌କମ୍‌ ଟାକ୍ସ(ଆଇଟି) ବିଲ୍‌ ଲୋକ ସଭାରେ ଗୁରୁବାର ଆଗତ ହେବ। ଏହା ପୂର୍ବରୁ ବୁଧବାର ଏହି ବିଲ୍‌ର ଡ୍ରାଫ୍ଟ ଜାରି କରାଯାଇଛି। ୬୨୨ ପୃଷ୍ଠା ବ୍ୟତୀତ ଏହି ବିଲ୍‌ରେ ୫୩୬ ସେକ୍ସନ ଏବଂ ୧୬ ସେଡ୍ୟୁଲ ଏବଂ…

ଓ୍ବାଶିଂଟନରେ ପହଞ୍ଚି ପ୍ରଥମେ ଆମେରିକାର ଇଣ୍ଟଲିଜେନ୍ସ ଡାଇରେକ୍ଟରଙ୍କୁ ଭେଟିଲେ ମୋଦି, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ପରେ ଆମେରିକାରେ ପହଞ୍ଚିଛନ୍ତି। ସେ ତାଙ୍କର ଦୁଇ ଦିନିଆ ଗସ୍ତରେ ବୁଧବାର ସାରେ (ଭାରତୀୟ ସମୟ ଅନୁସାରେ ଗୁରୁବାର ଭୋରୁ) ୱାଶିଂଟନ ଡିସିରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା।…

ବିଧାୟକଙ୍କ ଗାଡ଼ିକୁ ଢେଲା, ଅଣ୍ଡାମାଡ଼

ତିଗିରିଆ, ୧୩ା୨( ଜାଫର ଖଁା ): କଟକ ଜିଲା ତିଗିରିଆ ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ଶେଷ କରି ଫେରିଲା ବେଳେ ଶତାଧିକ ଭାଜପା କର୍ମୀ ପୋଲିସ ଉପସ୍ଥିତିରେ ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡାମାଡ଼ କରିଛନ୍ତି। ସେହିପରି…

ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୁବକଙ୍କ ଗୋଇଠା ମାଡ଼

କାଏମା,୧୩ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହଁା ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଗୋଇଠା ମାରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲେ ଶଙ୍କର ମହାନ୍ତି। ବୁଧବାର ସ୍କୁଲରେ ପିଲାମାନେ ପାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?