Home

ଆସିଲା ବଡ଼ ଅପ୍‌ଡେଟ୍‌: ଏହିଦିନରୁ ସ୍ବାଭାବିକ ହେବ ସମସ୍ତ ବିଦ୍ୟାଳୟ

ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍‌ ୨୧ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ।…

NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୬: ଦୁଇଟି ପରୀକ୍ଷାକୁ ନେଇ ଦେଶରେ ଏବେ ଉତ୍ତେଜନା ଦେଖାଦେଇଛି। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କରାଯାଇଥିବା ନିଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏହି ପରୀକ୍ଷା ବାତିଲ ପାଇଁ ଦାବି ହେଉଛି। ଏହି ସମୟରେ ନିଟ୍‌ ପରୀକ୍ଷା କରୁଥିବା ଏଜେନ୍ସି…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି। ବର୍ଷାଙ୍କୁ ନିର୍ଯାତନା ନେଇ…

କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌

କାନପୁର,୨୦।୬: କୁହାଯାଏ ବୃଦ୍ଧ ତଥା ରୋଗୀମାନଙ୍କ ପାଇଁ ଶୀତଦିନଟି କାଳ ସାଜି ଆସିଥାଏ, ହେଲେ ଚଳିତ ବର୍ଷର ଗରମ ତା’ଠାରୁ ବଳି ଯାଇଛି। ଉତ୍ତରପ୍ରଦେଶରେ ଭୀଷଣ ଗରମ ପଡ଼ୁଥିବା ବେଳେ କାନପୁରରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି କରୋନା ସମୟର…

ଖୁବ୍‌ଶୀଘ୍ର ପ୍ରକାଶ ପାଇବ UGC-NET ନୂଆ ପରୀକ୍ଷା ସୂଚୀ: ସଚିବ

ନୂଆଦିଲ୍ଲୀ,୨୦ା୬: ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ହାତରେ ନ୍ୟସ୍ତ ରହିଛି। କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏହି…

ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇବାକୁ ସରିଥିଲା ପ୍ରସ୍ତୁତି! ପୁସ୍ତକରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୬: ଲୋକ ସଭା ନିର୍ବାଚନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ପ୍ରଚାର ଅଭିଯାନରେ ବାରମ୍ବାର ଗୋଟିଏ କଥା ଦୋହରାଇଥିଲେ। ସେଇଟି ଥିଲା ଭାଜପା କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଦିଆଯିବ। ଯଦିଓ…

ସ୍ମୃତି ଇରାନୀଙ୍କ ଠାରୁ ଅଜୟ ମିଶ୍ର ଟେନିଙ୍କ ପରି ଏହିସବୁ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୬:ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି। ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ବହୁନେତା ସ୍ଥାନ ପାଇଛନ୍ତି। ତେବେ ୧୮ତମ ଲୋକ ସଭା ଅଧିବେଶନରେ ବିଜୟୀ ଏମପିମାନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜୁନ ୨୪ରୁ ଆରମ୍ଭ…

ଘରୁ ରାଗି ଚାଲି ଯାଇଥିଲେ ବୃଦ୍ଧା, ଆଜି ଡ୍ୟାମ୍‌ରେ ଭାସୁଛି ମୃତଦେହ

ଗଞ୍ଜାମ,୨୦ା୬(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନସ୍ଥ କସିପଡ଼ା ଫାଣ୍ଡିସ୍ଥିତ ଧନେଇ ଜଳଭଣ୍ତାରରେ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଦେଖିବା ପରେ କସିପଡ଼ା ଗ୍ରାମରେ ଥିବା ଫାଣ୍ତି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ…

ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍‌; ଭିଡିଓ ଭାଇରାଲ ପରେ…

ଆଜିକାଲି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆଶାରେ ଚକିତ କଲା ଭଳି କାମ କରୁଛନ୍ତି କିଛି ବ୍ୟବହାରକାରୀ। ଏଭଳି ଏକ ଘଟଣାକ୍ରମରେ ଆସାମରେ ଜଣେ ମା’ ନିଜର ୨୦ ମାସର ଛୁଆକୁ ସିଗାରେଟ୍‌ ଏବଂ ମଦ ପିଇବାକୁ ବାଧ୍ୟ କରିଥିଲେ।…

ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ଅତିଥି ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗମ୍‌ର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ…

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା: ଦୋଷ ଲଦିଦେଲା ବିଏମସି

ଭୁବନେଶ୍ୱର,୨୦।୬: ଭୁବନେଶ୍ବରରେ ମୁକୁଳା ଡ୍ରେନକୁ ନେଇ ବାରାମ୍ବାର ଅଭିଯୋଗ ଉଠୁଥିଲେ ମଧ୍ୟ ଚେତୁନି ବିଏମସି। ଶୁକ୍ରବାର ଡ୍ରେନରେ ପଡି ନାବାଳକର ମୃତ୍ୟୁ ହେବା ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗତକାଲି BMCକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri