Home

୩ ପତ୍ନୀ, ୧୧ ସନ୍ତାନ, ବିଶ୍ୱର ଏକ ନମ୍ବର ଅରବପତି, କାହିଁକି ପୁଅକୁ କାନ୍ଧରେ ବସାଇ ପ୍ରେସ କନଫରେନ୍ସ କରୁଛନ୍ତି ମସ୍କ

ଓ୍ବାଶିଂଟନ,୧୪।୨: ମଙ୍ଗଳ ଗ୍ରହକୁ ମଣିଷ ପଠାଇବାରେ ପ୍ରଥମ ହେବାର ପ୍ରତିଶ୍ରୁତି ଦେଇଥିବା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଯେତେବେଳେ ସେ କିଛି କରନ୍ତି, ତାହା ଶିରୋନାମାରେ ପରିଣତ ହୁଏ। ଗୋଟିଏ ଦିନ ପୂର୍ବରୁ, ଆମେରିକାର ନବନିର୍ବାଚିତ…

ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ

ଥୂଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ତି ଜିଲାରେ ସରକାରଙ୍କ ଦ୍ବାରା ଅନୁମୋଦନକାରୀ ବିଭିନ୍ନ ତାଲିମ ସଂସ୍ଥା ପକ୍ଷରୁ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ପ୍ରାର୍ଥିନୀପ୍ରାର୍ଥୀମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶୀଳ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୧୧ ମୃତ, ୬ ଗୁରୁତର

ଇସଲାମାବାଦ,୧୪।୨: ଶୁକ୍ରବାର ପାକିସ୍ତାନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ବିସ୍ଫୋରଣଟି ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଘଟିଥିଲା। କୋଇଲା ଖଣି ଶ୍ରମିକମାନଙ୍କୁ…

ଓଜନ ବୃଦ୍ଧି ପାଉଥିଲେ ଆପଣାନ୍ତୁ ଲେମ୍ବୁ-ମହୁ, ଦୁଇମାସ ପରେ ଜାଣିବେ…

ଓଜନ ହ୍ରାସ କରିବାରେ ଲେମ୍ବୁ ଏବଂ ମହୁର ଉପକାରିତା ସମ୍ପର୍କରେ ମେଡିକାଲ ଜର୍ଣ୍ଣାଲରେ ଅନେକ ଗବେଷଣା ପ୍ରକାଶିତ ହୋଇଛି। ପ୍ରଥମେ ମହୁ ବିଷୟରେ ଆଲୋଚନା କରିବା, ଏଥିରେ ଅନେକ ପ୍ରକାରର ଜୈବ ସକ୍ରିୟ ପଦାର୍ଥ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆମିନୋ…

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି, ହେବ ବଡ଼ ଘୋଷଣା, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୧୪।୨: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ସହ ଏକ ବଡ଼ ବୈଠକ ବସିବାକୁ ଯାଉଛି। ଯାହାକୁ ନେଇ ଏବେ ସବୁଠି…

୧୨ ଲକ୍ଷ ଆୟକୁ ନେଇ ମଧ୍ୟବିତ୍ତଙ୍କୁ ଭୁଆଁ ବୁଲାଯାଉଛି, ଅର୍ଥମନ୍ତ୍ରୀଙ୍କୁ ଜବାବ ଦେଲେ ରାଘବ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ଏମପି ରାଘବ ଚଢା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସାମ୍ପ୍ରତିକ ବୟାନର କଡ଼ା ଜବାବ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଅର୍ଥମନ୍ତ୍ରୀ ସାଧାରଣ ଲୋକଙ୍କୁ ବୈଷୟିକ ମାମଲାରେ ଫସାଇ ଭ୍ରମିତ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବକେୟା ଦରମା ପାଇବେ CRP, ବ୍ୟାଙ୍କମିତ୍ର, MBK, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା

ଭୁବନେଶ୍ୱର,୧୪।୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ।…

ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲିଗୁଡ଼ା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଆଜି…

କୋଲକାତା ହାଇକୋର୍ଟରୁ ମମତା ସରକାରଙ୍କୁ ଲାଗିଲା ଝଟକା

କୋଲକାତା,୧୪।୨: କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ରାଲି କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ ଅନୁମତି ଦେଇଛନ୍ତି। ୧୬ ଫେବୃଆରୀ, ୨୦୨୫ରେ ଏଠାରେ ଆରଏସଏସର ଏକ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯାହା ପାଇଁ ପଶ୍ଚିମବଙ୍ଗ ପୋଲିସ ଅନୁମତି…

ଅବୈଧ ପ୍ରବାସୀଙ୍କୁ ନେଇ ଆମେରିକାରୁ ଶନିବାର ଅମୃତସରରେ ପହଞ୍ଚିବ ଆଉ ଏକ ବିମାନ

ନୂଆଦିଲ୍ଲୀ,୧୪।୨: ଆମେରିକାରେ ଅବୈଧ ପ୍ରବାସୀଙ୍କ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମେରିକା ସାରା ବିଶ୍ୱରୁ ଅବୈଧ ପ୍ରବାସୀଙ୍କୁ ନିରନ୍ତର ଦେଶାନ୍ତର କରୁଛି। ଏବେ ଖବର ଆସିଛି ଯେ ଆଉ ଏକ ଆମେରିକୀୟ ସାମରିକ ବିମାନ ଆମେରିକାରେ ଅବୈଧ…

Champions Trophy: ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କଲା ICC

ନୂଆଦିଲ୍ଲୀ,୧୪।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ବିଶ୍ୱ କ୍ରିକେଟ ସଂସ୍ଥା ଗତ ଥର ତୁଳନାରେ ଟୁର୍ନାମେଣ୍ଟର ପୁରସ୍କାର ରାଶି ୫୩ ପ୍ରତିଶତ ବୃଦ୍ଧି କରିଛି। ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ଚାମ୍ପିଅନ୍ସ…

ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୧୪ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଥିବା ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି। ସହରାଞ୍ଚଳ ହେଉବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?