୪ ସୁଟକେସ, ୨ଟି ବ୍ୟାଗ… ବାସ୍ ଏତିକି ନେଇ ଦେଶ ଛାଡି ପଳାଇଛନ୍ତି ଶେଖ ହସିନା!
ଢାକା/ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ବିରୋଧରେ ସାରା ଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ଯୋଗୁଁ ସେ ପଦରୁ ଇସ୍ତଫା ଦେବା ପରେ ଭାରତରେ ପହଞ୍ଚିଛନ୍ତି। ଶେଖ ହସିନା ଦେଶ ଛାଡି ଚାଲିଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…
ମାତା-ପିତା, ୩ ଭାଇଙ୍କର ହୋଇଛି ହତ୍ୟା, ମୃତ୍ୟୁକୁ ୨ ଥର ଦେଇଛନ୍ତି ଚକମା, ଜାଣନ୍ତୁ ଶେଖ ହସିନାଙ୍କ…
ଢାକା,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଟେଲିଭିଜନ ରିପୋର୍ଟ ଅନୁଯାୟୀ, ହିଂସାତ୍ମକ ବିରୋଧ ମଧ୍ୟରେ ଶେଖ ହସିନା ରାଜଧାନୀ ଢାକା ଛାଡି ଫିନଲ୍ୟାଣ୍ଡ ଯାଉଛନ୍ତି ବୋଲି କୁହାଯାଉଛି। ତାଙ୍କ ଦଳର ଆହୁରି ଅନେକ ବରିଷ୍ଠ ନେତା…
ମମତା ସରକାରଙ୍କୁ ଡାଟା ମାଗିଲେ ସିଜେଆଇ
ନୂଆଦିଲ୍ଲୀ,୫।୮: ସୋମବାର (ଅଗଷ୍ଟ ୫, ୨୦୨୪) ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ସମ୍ପର୍କରେ ତଥ୍ୟ ମାଗିଥିଲେ ଏବଂ ଆୟୋଗ ଏହି ଜାତିଗୁଡ଼ିକୁ ଓବିସି ଶ୍ରେଣୀଭୁକ୍ତ କରିଛନ୍ତି କି ନାହିଁ ବୋଲି…
କେଜରିଓ୍ବାଲଙ୍କୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୫।୮: ସୋମବାର ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ ନୀନା ବନସଲ କୃଷ୍ଣଙ୍କ ବେଞ୍ଚ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ ହେବା ପାଇଁ…
ଇସ୍ତଫା ଦେଲେ ଶେଖ ହସିନା, ଛାଡିଲେ ଦେଶ
ଢାକା,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ଏହା ପରେ ସେ ସାମରିକ ହେଲିକପ୍ଟରରେ ଭାରତ ଯାଇଛନ୍ତି। ଏହି ସୂଚନା ପ୍ରୋଟମ ଆଲୋ ଡେଲି ଦ୍ୱାରା…
ଓଭରଟେକ ହେଲା କାଳ: ବସ-ଡିଭାଇଡରକୁ ପିଟିହୋଇ କାର ଚାଳକଙ୍କ ମୃତ୍ୟୁ
ପୁରୁଷୋତ୍ତମପୁର,୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ପେଟ୍ରୋଲ ପମ୍ପ ନିକଟରେ ସୋମବାର ଏକ ବସକୁ କାରଟି ଓଭରଟେକ କରିବାବେଳେ ଭାରସାମ୍ୟ ହରାଇ ରାସ୍ତାପାର୍ଶ ଡିଭାଉଡରକୁ ପିଡିହେବା ସହ ବସକୁ ମମଧ୍ୟ ପିଟି ହୋଇ…
ମହମ୍ମଦ ଶାମିଙ୍କୁ ଜୋତା ମାରିବାକୁ ଧମକ ଦେଲେ ପୂର୍ବତନ ସ୍ତ୍ରୀ
ନୂଆଦିଲ୍ଲୀ,୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ରହିଥା’ନ୍ତି। ଶାମି ହସିନ ଜାହାଁଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ଉଭୟ ଦମ୍ପତିଙ୍କର ଗୋଟିଏ ଝିଅ ଅଛି, ଯାହାର ନାମ…
ଦୁଇ ବାଇକ୍ ମୁହାଁମୁହିଁ: ଜଣେ ମୃତ, ୩ ଆହତ
ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ମୁଖ୍ୟ ସଡ଼କରେ। ମୃତ ଯୁବକ ଜଣକ ହେଲେ ଉମରକୋଟ…
ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମଠାରେ ଏକ ପାଣି ଟ୍ୟାଙ୍କର ସହ ବାଇକ୍ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସିନ୍ଧିଗୁଡ଼ା ଗ୍ରାମର ବୈଶିଷ୍ଟ ମାଝି(୨୦) ଏବଂ…
ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍ରେ
ପୁଣେ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇର ଶିବଡି ବିଧାନସଭାରୁ ବାଲା ନନ୍ଦଗାଓଁକର ଏବଂ ପନ୍ଦରପୁରରୁ ଦିଲୀପ ଧୋଟରେଙ୍କୁ…
ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…
ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି।…
ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ: କ୍ରିକେଟ୍ ଜଗତରେ ଶୋକର ଛାୟା
ଲଣ୍ଡନ,୫।୮: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ଗ୍ରାହାମ ଥୋର୍ପେଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୫୫ ବର୍ଷ ବୟସରେ ଥୋର୍ପେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଚାରି ଦିନ ପୂର୍ବରୁ ଥୋର୍ପେ ତାଙ୍କ ଜନ୍ମଦିନ ପାଳନ କରିଥିଲେ।…
Archives


