Home

୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୩ଦିନ ଭିତରେ…

ଶିଶୁଙ୍କୁ କାମରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ,୨୩ା୬: ଅନୁଗୋଳ ଜିଲା କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ଆଇନ ୧୯୯୮ ଅଧୀନରେ ଏକ ସମନ୍ବୟ ବୈଠକ ହୋଇଥିଲା। ଶିଶୁ୍‌ମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗାଇଥିବା ମାଲିକମାନଙ୍କ ବିରୋଧରେ କିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ସ୍ଥାପନ ଦାବି

ବଇଣ୍ଡା,୨୩।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ସହ ବଇଣ୍ଡା ଫାଣ୍ଡିକୁ ଥାନା କରିବା ପାଇଁ ଶୁକ୍ରବାର ବଇଣ୍ଡା ଗ୍ରାମ ଉପ ସଭାପତି ଅରବିନ୍ଦ ସାହୁ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ମୋହନ…

ଏକମାତ୍ର ପୁଅର ୨ କିଡ୍‌ନୀ ଖରାପ

ପାଟଣା,୨୩ା୬(ବୀର କିଶୋର ଦାଶ): ସାଙ୍ଗସାଥୀଙ୍କ ମେଳରେ ଖେଳିବା, ବୁଲିବା କଥା; କଅଁଳ ବୟସରେ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ଚୀନାମାଳିପଶି କେତାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି।…

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୨୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଓ ଗୋହାଲଡିହି ରେଲୱେ ଷ୍ଟେଶନକୁ ପ୍ରବେଶ କରୁଥିବା ମୁଖ୍ୟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି ପାଇଁ ଅଭିଯୋଗ କରିଆସୁଥିଲେ ହେଁ କୌଣସି ପଦକ୍ଷେପ…

ଘସିପୁରାରେ ବଢୁଛିି ବାଲି ଚୋରାଚାଲାଣ

ରାମଚନ୍ଦ୍ରପୁର,୨୩।୬(ଗଣେଶ୍ୱର ସା): କେନ୍ଦୁଝର ଜିଲା ଘସିପୁରା ତହସିଲ ଅଞ୍ଚଳରେ ବାଲି ଚୋରାଚାଲାଣ ବଢ଼ୁଛି। ବିଶେଷ କରି ତହସିଲ ଅନ୍ତର୍ଗତ ସାଇଁକୁଳ ସର୍କଲ ଅଧୀନରେ ଥିବା ବୈତରଣୀ ନଦୀର ବାତୋ ଘାଟରୁ ବେଧଡ଼କ ବାଲି ଉଠାଯାଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏ…

ଲୋକଙ୍କ ଅଭିଯୋଗ ଶୁଣିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଛେଣ୍ଡିପଦା,୨୩।୬, (ଅଜିତ ଧଳ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଶନିବାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୁର୍ଗାପୁର ଓ ଛେଣ୍ଡିପଦାଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏହି ଅବସରରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା…

ୟୁପିକୁ ହାଲୁକା ଭାବେ ନେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୨୩ା୬(ପି.ଟି.): ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଭୁଲ୍‌ ହେବା ଘଟଣାରେ ଆକ୍ସିସ୍‌ ମାଇଁ ଇଣ୍ଡିଆକୁ ଦୋଷ ଦିଆଯାଉଥିବାବେଳେ ଏହାର ମୁଖ୍ୟ ଶେଷରେ ଭୁଲ୍‌ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ଶେଷ ତିନି ପର୍ଯ୍ୟାୟ ନିର୍ବାଚନକୁ ହାଲୁକା ଭାବେ ନେବା…

ବନ୍ଦ କାରଖାନା ଖୋଲାଯାଉ

ଭୁବନେଶ୍ୱର,୨୩ା୬, (ଅନିଲ ଦାସ): ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ ହୋଇଛି । ହେଲେ ସରକାର ଶ୍ରମିକମାନଙ୍କ ପ୍ରତି କୌଣସି ସକାରାତ୍ମକ ମନୋଭାବ ପୋଷଣ କରିନାହାନ୍ତି। ରାଜ୍ୟରେ ଅନେକ ଶହ ଛୋଟ ବଡ କାରଖାନା ବନ୍ଦହୋଇ ରହିଛି।…

ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ, ପ୍ରଭାବିତ ହେଉଛି ଗାଁର ବିକାଶ

ରସୁଲପୁର,୨୩ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକର ୨୮ ପଞ୍ଚାୟତ ଯାଜପୁର ଜିଲାର ୩ ପ୍ରମୁଖ ନିର୍ବାଚନମଣ୍ଡଳୀ ବରୀ, କୋରେଇ ଓ ଧର୍ମଶାଳାରେ ବାଣ୍ଟି ହୋଇରହିଛି। ଏବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ୨୦୨୪ ନିର୍ବାଚନ ପରେ ବିଧାୟକ ଓ…

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଖୁବ୍‌ଶୀଘ୍ର: ଆଇନମନ୍ତ୍ରୀ ହରିଚନ୍ଦନ

ପୁରୀ, ୨୩।୬(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଖୁବ୍‌ଶୀଘ୍ର ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଗଣତିମଣତି କାର୍ଯ୍ୟ ଦିନେ କିମ୍ବା ୨ଦିନର ନୁହେଁ।…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକାରୀ ନିଯୁକ୍ତ, ଅତିରିକ୍ତ ସଚିବ ହେଲେ…

ଭୁବନେଶ୍ୱର,୨୨ା୬: ଓଏଫ୍‌ଏସ୍‌ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri