Home

ଓଲଟିଲା ବସ୍‌: ୧୯ ଆହତ

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା। ଆହତମାନଙ୍କୁ ବରଗଡ଼ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ସ୍ଥିତି ସମୀକ୍ଷାକଲା ବିଜେଡି ପ୍ରତିନିଧି ଦଳ

ମାଲକାନଗିର/ଏମ୍‌ଭି ୭୯, ୯ା୮(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ):ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ ଗୁରୁବାର ପହଞ୍ଚତ୍ କ୍ଷୟକ୍ଷତି ହେବାକୁ ଥିବା ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିବା ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ…

କୁମ୍ଭୀରକାନ୍ଦଣା କାନ୍ଦୁଛି ବିଜୁ ଜନତା ଦଳ

ମାଲକାନଗିରି,୯ା୮(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରିର ଭାଜପା ବିଧାୟକ ନରସିଂହ ମାଡକାମୀ ଗୁରୁବାର ବିଜେଡି ରାଜ୍ୟ କମିଟି ମୋଟୁ ଅଞ୍ଚଳ ଗସ୍ତକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପ ପାଇଁ ବିଜୁ ଜନତା ଦଳ କୁମ୍ଭୀରକାନ୍ଦଣା କାନ୍ଦୁଛି। କେମିତି ଜାଣିଲେ କେତେ କ୍ଷୟକ୍ଷତି ହେବ। ୨୫…

ସପ୍ତାହେ ହେଲା ବୁଡ଼ିଛି ଧାନ ଜମି

ଡେରାବିଶ,୯ା୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ଚାଷୀଙ୍କ ଦୁଃଖ ପାଲଟିଛି କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ। କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପାଇଁ ବ୍ଲକ ଅଞ୍ଚଳରେ ଥିବା ଡ୍ରେଜେନରେ ଜଳ ନିଷ୍କାସନ ସମସ୍ୟା ବର୍ଷ ବର୍ଷ…

ନୀରଜ ରୌପ୍ୟ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇଟି ଅଲିମ୍ପିକ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ୨୦୨୦…

ଫସଲ ବୀମା ୱେବ୍‌ ପୋର୍ଟାଲରେ ନାହିଁ ମଧୁବନ ଗାଁ

ରସୁଲପୁର,୯ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନରେ ୨୮ ପଞ୍ଚାୟତ ଓ ୧୭୪ ରାଜସ୍ବ ଗ୍ରାମ ରହିଛି। ସେଥିମଧ୍ୟରୁ ମଧୁବନ ଗାଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ୱେବ ପୋର୍ଟାଲରେ ସ୍ଥାନିତ ହୋଇନାହିଁ। ଫସଲ ବୀମା ଯୋଜନାରେ…

ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ

ଭୁବନେଶ୍ୱର,୯।୮(ଅନିଲ ଦାସ):୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ସଙ୍ଗଠନକୁ ମଜଭୁତ କରିବା ସହ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବରରୁ ସାରା ରାଜ୍ୟ ଗସ୍ତ କରିବେ। ଏହି ସମୟରେ ସେ ଦଳୀୟ କର୍ମୀ…

ପାକିସ୍ତାନ ପୁଅ ପାଇଁ ଏମିତି କଥା କହିଦେଲେ ନୀରଜଙ୍କ ମା’: ସମସ୍ତେ କରୁଛନ୍ତି ବାଃ ବାଃ

ପାନିପତ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି କ୍ରମାଗତ ଦୁଇ ଅଲିମ୍ପିକ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ…

କେରଳର ପ୍ରଳୟ ଏକ ଅନୁଶୀଳନ

ଶ୍ୱ ମାନଚିତ୍ରରେ ତା’ର ଭୌଗୋଳିକ ସ୍ଥିତି ଓ ପାଣିପାଗ ଜଳବାୟୁ ସବୁ ସ୍ଥାନରେ ସମାନ ନୁହଁ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ପ୍ରାକୃତିକ ବିପର୍ଯ୍ୟୟ ଘଟି ଧନଜୀବନ ହାନି ଘଟୁଛି। କିଛି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷର ଭୌଗୋଳିକ ସ୍ଥିତିର…

ପ୍ରାଣୀ ଅସ୍ତିତ୍ୱ ପ୍ରତି ବିପଦ

ଚଳିତ ବର୍ଷ ମେ’ରେ ଅନେକ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ମଣ୍ଟେନେଗ୍ରୋରେ ଏକତ୍ର ହୋଇଥିଲେ। ଏମାନେ ଏକ୍‌ଜିଷ୍ଟେନ୍‌ସିଆଲ ଥ୍ରେଟ୍‌ସ ବା ପ୍ରାଣୀ ଅସ୍ତିତ୍ୱ ପ୍ରତି ସୃଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନଜନିତ ବିପଦ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟଗୁଡ଼ିକର କିପରି ସମାଧାନ କରାଯିବ ସେ ବିଷୟରେ…

ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ଅଭିନନ୍ଦନ ଜଣାଇ କହିଲେ…

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଦଳର ଖେଳାଳିଙ୍କ ସହ ଫୋନରେ କଥା ହୋଇ ବ୍ରୋଞ୍ଜ ପଦକ ଜିତିଥିବାରୁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ୨-୧ରେ ପରାସ୍ତ କରି ଭାରତ…

ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri