କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା
କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି। ଏହି…
ମଧ୍ୟାହ୍ନ ଭୋଜନବେଳେ ମାରିଲା ଘଡଘଡ଼ି: ୩୦ ଛାତ୍ରୀଛାତ୍ର ଆହତ
ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଏା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇ ସ୍କୁଲର ୩୦ରୁ ଉଦ୍ଧର୍ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…
ଉନ୍ନାଓ,କଠୁଆରେ ବଳାତ୍କାରୀଙ୍କ ସହ ଥିଲା ଭାଜପା: ପଓ୍ବନ ଖେଡା
ନୂଆଦିଲ୍ଲୀ,୧୩।୮: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଏହି ପ୍ରସଙ୍ଗରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଆଇଏଏନଏସ…
ଫିଟିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର: ଆଇନ ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର,୧୩।୮: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିନ୍ତି, ଖୁବ୍ଶୀଘ୍ର ଏହି ମାମଲା…
ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବନ୍ଦେ ମାତରମ, ଜୟ ହିନ୍ଦ୍ରେ ପ୍ରକମ୍ପିତ ଦାରିଙ୍ଗବାଡି
ଦାରିଙ୍ଗବାଡି,୧୩ ।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ତଥା ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ ଗଦାଧର ପାତ୍ରଙ୍କ…
ଲମ୍ବା ଛୁଟିରେ ଗଲେ ମନୁ ଭାକର: ଖେଳିବେ ନାହିଁ ବିଶ୍ୱକପ୍!
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ମଙ୍ଗଳବାର ଭାରତ ଫେରିପାରନ୍ତି। ଏହା ପରେ ସେ ତିନି ମାସର ବ୍ରେକ ନେଇପାରନ୍ତି। ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ମଧ୍ୟ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି।…
ଭିନେଶଙ୍କୁ ମିଳିବ ରୌପ୍ୟ ପଦକ! ଆଜି ଏହି ସମୟରେ ଆସିବ ଫାଇନାଲ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୮: ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ (ସିଏଏସ୍)ରୁ ପୂରା ଦେଶ ନ୍ୟାୟ ଆଶା କରୁଛି। ଆଜି ସିଏଏସ୍ ଭିନେଶଙ୍କ ମାମଲାରେ ନିଷ୍ପତ୍ତି ଦେବ। କୁହାଯାଉଛି ଯେ ଏହି ନିଷ୍ପତ୍ତି ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦…
ରୁଷିଆ ସହ ମିଶି ଚାଇନା-ପାକିସ୍ତାନର ନିଦ ହଜାଇଲା ଭାରତ
ନୂଆଦିଲ୍ଲୀ/ମସ୍କୋ,୧୩।୮: ଭାରତ ପୁଣି ଥରେ ଏପରି କିଛି କରିଛି ଯାହା ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନର ନିଦ ହଜାଇଦେଇଛି। ଗତ ବର୍ଷ ଆଣବିକ ଶକ୍ତି ସମ୍ବନ୍ଧରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସମାନ ଚୁକ୍ତି…
କେଜରିଓ୍ବାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରି ପାରିବେନି ଅତିଶୀ
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ (୧୫ଅଗଷ୍ଟ)ରେ ଜାତୀୟ ପତାକା ଉଡାଇବା ପ୍ରସଙ୍ଗ ଆମ ଆଦମୀ ପାର୍ଟି ସରକାର ଏବଂ ରାଜ ନିୱାସଙ୍କ ମଧ୍ୟରେ ଏକ ନୂଆ ବିବାଦର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଥାନରେ ଛତ୍ରସାଲ ଷ୍ଟାଡିୟମରେ…
ବିନା ପଦକରେ ଭାରତ ଫେରିଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଭାରତ ପାଇଁ ଏକ ବଡ ଝଟକା। ଭିନେଶଙ୍କ ଉପରେ CAS ର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିନେଶ ଫୋଗଟ ପ୍ୟାରିସରୁ ବିଦାୟ…
ସିସୋଡିଆ ଚାହିଁଲେ ବି ହୋଇ ପାରିବେନି ମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ, ଅସଲ କାରଣ କେଜରିଓ୍ବାଲ
ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଜେଲରେ ଥିବା ସହକର୍ମୀ ମନୀଷ ସିସୋଡିଆଙ୍କୁ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ହଁ, ଯଦି ସେ ଚାହାଁନ୍ତି, ସେ ମନୀଷଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେ। ଆମ ଆଦମୀ ପାର୍ଟିରେ ଅରବିନ୍ଦଙ୍କ ପରେ ମନୀଷଙ୍କ…
ଘଟୁଛି କିଛି ଅଦ୍ଭୁତ ଘଟଣା, ଆଣ୍ଟାର୍କଟିକାକୁ ନେଇ କାହିଁକି ଚିନ୍ତାରେ ବୈଜ୍ଞାନିକ? ଜାରି କଲେ ଚେତାବନୀ
ଲଣ୍ଡନ,୧୩।୮: ସାତ ମାଳଦ୍ୱୀପ ମଧ୍ୟରୁ ଗୋଟିଏ ଆଣ୍ଟାର୍କଟିକା ଉପରେ ଏକ ଘୂର୍ଣ୍ଣନକାରୀ ଶୀତଳ ବାୟୁକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ଏହାକୁ ଆଣ୍ଟାର୍କଟିକ ପୋଲାର୍ ଭର୍ଟେକ୍ସ ଭାବରେ ଚିହ୍ନିତ କରାଯାଉଛି। ପୃଥିବୀର ଷ୍ଟ୍ରାଟୋସ୍ପିୟର ବା ସମତାପ ମଣ୍ଡଳରେ ତାପମାତ୍ରାର ନାଟକୀୟ…
Archives


