ରାଜାଙ୍କ ମଞ୍ଜୁରୀ ପରେ ଶିନାଓ୍ବାତ୍ରା ହେଲେ ପ୍ରଧାନମନ୍ତ୍ରୀ
ବ୍ୟାଙ୍କକ,୧୮।୮: ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ପାଟୋଙ୍ଗଟର୍ନ ଶିନାୱାତ୍ରା ନିଯୁକ୍ତ ହୋଇଛନ୍ତି। ପ୍ରତିନିଧି ସଭାର ସେକ୍ରେଟେରୀ ଜେନେରାଲ ବା ମହାସଚିବ ଅର୍ଫାତ୍ ସୁକାନନ ରବିବାର ଏହି ଘୋଷଣା କରିଛନ୍ତି। ଜିନ୍ହୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ରବିବାର ସକାଳେ ମୁଖ୍ୟାଳୟରେ ଏକ…
୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ
ରାଞ୍ଚି,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇପାରନ୍ତି। ଏୟାର ଇଣ୍ଡିଆର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ତେବେ ଚମ୍ପାଇ ସୋରେନ ଦିଲ୍ଲୀ ଯିବା…
୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା
ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳ ବର୍ତ୍ତମାନ ଏଥିରୁ ବାହାରିବାକୁ ଆରମ୍ଭ କରିଛି। ଏଥିପାଇଁ ଭାଜପା ଏକ ବଡ ଲକ୍ଷ୍ୟ ସ୍ଥିର କରିଛି। ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୧ରୁ ସାରା ଦେଶରେ ସଦସ୍ୟତା…
ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ
ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ ରାନ୍ଧିବାକୁ ହେଲେ କେଉଁ ପ୍ରକାରର କୌଶଳ ଅବଳମ୍ବନ କରାଯାଉଛି ତାହା ଜାଣିବା ମଧ୍ୟ…
ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ
ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍ଫେର୍ ଅଭିଯୋଗରେ ଶନିବାର ରେଡ୍ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ…
ଟ୍ରେନି ଡାକ୍ତର ହତ୍ୟା ମାମଲାକୁ ନେଇ ଟିଏମସି ମଧ୍ୟରେ କନ୍ଦଳ! ମମତାଙ୍କ ଏମପି ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ
କୋଲକାତା,୧୮।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ (କୋଲକାତା ଡାକ୍ତର ହତ୍ୟା ମାମଲା)ାର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା କେବଳ ବଙ୍ଗଳାରେ ନୁହେଁ ସମଗ୍ର ଦେଶରେ କ୍ରୋଧା ବହ୍ନି ଜାଳିଛି। ଏହି ପ୍ରସଙ୍ଗରେ ମମତା ସରକାରଙ୍କ ଉପରେ…
ଆଜିର ଦିନରେ କ୍ରିକେଟ୍ରେ ଡେବ୍ୟୁ କରିଥିଲେ କିଙ୍ଗ୍ କୋହଲି, ଜାଣନ୍ତୁ ତାଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ…
ନୂଆଦିଲ୍ଲୀ,୧୮ା୮: ଭାରତୀୟ କ୍ରିକେଟ ଦଳର ହାର୍ଟ ଏବଂ ଆତ୍ମା କିଙ୍ଗ୍ କୋହଲି ଆଜି ଅର୍ଥାତ୍ ଅଗଷ୍ଟ ୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୧୬ ବର୍ଷ ପୂରଣ କରିଛନ୍ତି। ତାଙ୍କର ଏହି ଯାତ୍ରା ଗର୍ବ, ଗୌରବ ଏବଂ ମହାନତାର ପ୍ରତିଫଳନ। ଯେତେବେଳେ ବିରାଟ…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍…
ବାଇକ୍ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ
ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)।…
ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ
ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍ ଫିଲ୍ମ ସମେତ ଓଡ଼ିଆ…
ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ
କୋଲକାତା,୧୮ା୮: କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍ ମାଗିଛି ଏମ୍ଏଚ୍ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ରାଜ୍ୟରେ ଅପରାଧ ବଢ଼ୁଥିବାରୁ ଗୃହ ମନ୍ତ୍ରଣାଳୟ ଏପରି ପଦକ୍ଷେପ…
କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଶେଷ ବିଦାୟ ଜଣାଇଲେ ଜୁଏଲ, କହିଲେ ମୋ’ ରାଜନୈତିକ ଜୀବନରେ ବହୁତ…
ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ…
Archives


