Home

ଜୁଲାଇ ୧ରୁ ଆଇପିସି, ସିଆର୍‌ପିସି, ଏଭିଡେନ୍ସ ଆକ୍ଟ ଯୁଗ ହେବ ଶେଷ: କାର୍ଯ୍ୟକାରୀ ହେବ ଏହି ୩ ନୂଆ ଆଇନ୍‌

ନୂଆଦିଲ୍ଲୀ,୩୦ା୬:ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି),…

ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ

ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଅବସର ନେଇଥିବା ଅଧିକାରୀ, ଅଧିକାରିଣୀ ହେଲେ ବିଇଓ ସଙ୍ଗୀତା…

ମୁଖ୍ୟ ସଚିବ ହେଲେ ଆଇଏଏସ ମନୋଜ କୁମାର ସିଂ, ଯୋଗୀ ହୋଇଗଲେ ଖୁସି

ନୂଆଦିଲ୍ଲୀ,୩୦।୬: ୧୯୮୮ବ୍ୟାଚ ଆଇଏଏସ ଅଧିକାରୀ ମନୋଜ କୁମାର ସିଂଙ୍କୁ ଉତ୍ତର ପ୍ରଦେଶର ନୂତନ ମୁଖ୍ୟ ଶାସନ ସଚିବ କରାଯାଇଛି। ସେ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ କମିଶନର (ଆଇଆଇଡିସି) ଏବଂ ସିଇଓ ୟୁପିଏଡା ପଦବୀରେ ମଧ୍ୟ ରହିବେ। ତାଙ୍କୁ ମୁଖ୍ୟ ଶାସନ…

ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ

ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ…

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍‌ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ ନିର୍ବାଚନମଣ୍ଡଳୀର…

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପ୍ରିୟ ଖେଳାଳି କିଏ? ଯିଏ ଜିତାଇଲେ ଟି-୨୦ ଓ୍ବାଲର୍‌ଡକପ୍‌

ନୂଆଦିଲ୍ଲୀ,୩୦।୬:ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ବିଜୟରେ କୋଚ ରାହୁଲ ଦ୍ରାବିଡଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଯେତେବେଳେ ଦ୍ରାବିଡ ଟ୍ରଫି ଉଠାଇଥିଲେ, ସେତେବେଳେ ସେ ଭାବ ବିହ୍ବଳ ହୋଇ ଯାଇଥିଲେ। ଜଣେ ପ୍ରଶିକ୍ଷକ ଭାବରେ…

ସଂରକ୍ଷଣ ବଢ଼ାଇବା ପାଇଁ ଆଇନ ଅଣାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୩୦ା୬:ଶିକ୍ଷାନୁଷ୍ଠାନ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ନିମନ୍ତେ ରହିଥିବା ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ଅଣାଯିବାକୁ କଂଗ୍ରେସ ରବିବାର ଦାବି କରିଛି। ସୂଚନାଯୋଗ୍ୟ, ବିହାର ସରକାର ସଂରକ୍ଷଣ…

କିଛି ନ ଖେଳି ହେଲେ ବିଶ୍ୱ ଚାମ୍ପିୟନ, ପକେଟ ହେବ ଗରମ, ଜାଣନ୍ତୁ କିଏ ଅଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ,୩୦।୬: ଦୀର୍ଘ ୧୧ ବର୍ଷ ଅପେକ୍ଷା ଶେଷ କରି ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ଜିତିଛି। ପ୍ରଥମ ଥର…

ବିଶ୍ୱବିଜେତା ହେବାପରେ କାହିଁକି ଏମିତି କାମ କରିଦେଲେ ରୋହିତ ଶର୍ମା

ବାର୍ବାଡୋସ୍‌,୩୦।୬: ପ୍ରାୟ ୧୭ ବର୍ଷ ପରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଛି। ଏହି ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ଘୋଷଣା କରିଛନ୍ତି। ତେବେ କ୍ରିକେଟ ପ୍ରଶଂସକଙ୍କ ମନରେ କ୍ରମାଗତ ଭାବେ…

ଉପ ବାଚସ୍ପତି ପଦକୁ ନେଇ ଏମିତି ଖେଳ ଖେଳିଲେ ମମତା, ଖୁସି ହୋଇଗଲେ ଅଖିଳେଶ

ନୂଆଦିଲ୍ଲୀ,୩୦।୬: ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରେ ନୂଆ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଏହା ସହିତ ୧୮ତମ ଲୋକସଭା ପାଇଁ ଲୋକସଭା ବାଚସ୍ପତି ହୋଇଥିଲେ କୋଟାରୁ ଭାରତୀୟ ଜନତା ପାଟର୍ଇ(ଭାଜପା), ଏମପି ଓମ ବିର୍ଲା। କିନ୍ତୁ ଉପ…

ରୋହିତ ଆଣ୍ଡ କମ୍ପାନୀ ଉପରେ ନୋଟ ବର୍ଷା, ୧୦-୨୦ ନୁହେଁ ବିସିସିଆଇ ଦେଲା ୧୨୫ କୋଟି

ନୂଆଦିଲ୍ଲୀ,୩୦।୬: ଟି -୨୦ ବିଶ୍ୱକପ ଜିତିବା ପରେ ବିସିସିଆଇ ଭାରତୀୟ ଦଳ ଉପରେ ନୋଟ ବର୍ଷା କରିଛି। ଭାରତୀୟ ବୋର୍ଡ ଟିମ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଶନିବାର ରାତିରେ ଟି -୨୦ ବିଶ୍ୱକପ ୨୦୨୪ର…

ନିକୁଞ୍ଜ ଧଳଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩୦।୬(ଅସମାପିକା ସାହୁ): ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri