ନକଲି ଏନ୍ସିସି କ୍ୟାମ୍ପ୍ରେ ୧୩ ଛାତ୍ରୀଙ୍କୁ ଯୌନ ନିର୍ଯାତନା
ଚେନ୍ନାଇ , ୨୦।୮: ତାମିଲନାଡ଼ୁର କୃଷ୍ଣାଗିରିସ୍ଥିତ ଏକ ଘରୋଇ ବିଦ୍ୟାଳୟର ୧୩ ଛାତ୍ରୀଙ୍କୁ ଗୋଟିଏ ନକଲି ଏନ୍ସିସି କ୍ୟାମ୍ପ୍ରେ ଯୌନ ନିର୍ଯାତନା କରାଯାଇଥିବାର ଏକ ମାମଲା ସାମନାକୁ ଆସିଛି। ତେବେ ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୋମବାର ପୋଲିସ…
ମଙ୍ଗଳବାର ୭ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୯।୮: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ଆଇନଶୃଙ୍ଖଳା ସ୍ଥିତି ଉପରେ ଉଠିଲା ପ୍ରଶ୍ନ: ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ
କୋଲକାତା,୧୯।୮: କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଛି। କୋଲକାତାର ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ…
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଡାକ୍ତରଙ୍କ ବାପା
କୋଲକାତା,୧୯ା୮:କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରୁଥିବା ମୃତା ଡାକ୍ତରଙ୍କ…
ଡାକ୍ତରଙ୍କୁ ଟିଏମ୍ସି ଏମ୍ପିଙ୍କ ଧମକ: ରୋଗୀଙ୍କ ମୃତ୍ୟୁ ହେଲେ ସୁରକ୍ଷା ଦେବୁନୁ
କୋଲକାତା,୧୯ା୮:କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ସେମାନେ ବହୁସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇ ମାନବ ଶୃଙ୍ଖଳ ସୃଷ୍ଟି କରିଥିଲେ। ସେମାନେ କୋଲକାତାର ବହୁ…
ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା:କ୍ଷତିପୂରଣ ଦାବି କଲେ ପରିବାର
ଦାରିଙ୍ଗବାଡି, ୧୯ା୮(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସୋମବାର ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପର୍ତ୍ତମାହା ପଞ୍ଚାୟତ ପେତାରବାଡି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ଆବେଦନ ପ୍ରଧାନ।…
ସିଆର୍ପିଏଫ୍ କ୍ୟାମ୍ପ୍ରେ ଯବାନଙ୍କ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭବାନୀପାଟଣା,୧୯ା୮ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ସିଆର୍ପିଏଫ୍ ୬୪ ବାଟାଲିଅନ କ୍ୟାମ୍ପ୍ରେ ରବିବାର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ମୃତ ଯବାନ ହେଲେ ଜଗତସିଂହପୁର ଜିଲା ନୂଆଗାଁ ଥାନା ଓସୋକଣାର ଅର୍ଜୁନ…
ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ
କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ନେଇ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର…
ଭୂମିହୀନ ପରିବାରଙ୍କ ଦାବି: ଉଚ୍ଛେଦ ପୂର୍ବରୁ ଥଇଥାନ କର
ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଅତାବିରା ବ୍ଲକର ଗୋଡ଼ଭଗା ଅଞ୍ଚଳରୁ ରାଜପଥ ପାର୍ଶ୍ୱସ୍ଥ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଉକ୍ତ ଉଚ୍ଛେଦ ପ୍ରକ୍ରିୟାରେ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପରାମର୍ଶ ଦେଲା ଜେଏମଏମ, କହିଲା ଏବେ ବି ସମୟ ଅଛି…
ରାଞ୍ଚି,୧୯।୮: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନାରକରାଯାଉଛି। ଗତ କିଛି ଦିନ ହେବ ନେତାମାନେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସଂପର୍କରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖପାତ୍ର…
ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍ସି, ଏସ୍ଟି ମିଳିତ ମଞ୍ଚ
ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍ସି, ଏସ୍ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍ସି, ଏସ୍ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି କ୍ରମରେ…
ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ
କୋଲକତା,୧୯।୮:କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ବିରୋଧ କରି ଦେଶବ୍ୟାପୀ ଡାକ୍ତର ଓ ସ୍ବାସ୍ଥ୍ୟା କର୍ମୀଙ୍କ ଆନ୍ଦୋଳନ ଚାଲିଛି। ଏହି ସମୟରେ…
Archives


