ଇସ୍ରାଏର ଚାର୍ଟରିଂ ସେରିମନି
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍ନିଂ ଇଞ୍ଜିନିୟର୍ସ (ଆଇଏସ୍ଏଚ୍ଏଆର୍ଏଇ ବା ଇସ୍ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଚାର୍ଟରିଂ ସେରିମନି’ର ଆୟୋଜନ ଭୁବନେଶ୍ୱରର ଏକ ୫ ତାରକା…
ଲାଲ୍ଚାନ୍ଦ୍ ଜୁଏଲର୍ସର ମନ୍ସୁନ୍ ସେଲ୍
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍ ଲାଲ୍ଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍ସୁନ୍ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି…
ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ)ର ଆୟୋଜନ କରାଯାଇଥିଲା। ଏହି ଏକତ୍ରୀକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍ନା ଏକ୍ସକ୍ଲୁସିଭ…
ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ଯାଇ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଇଛନ୍ତି। ଆଜି…
ମାଲାବାରରେ ମାଇନ ଡାଇମଣ୍ଡ ଶୋ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଭୁବନେଶ୍ୱରସ୍ଥିତ ଶହୀଦନଗର ଶୋ’ରୁମ୍ରେ ମାଇନ ଡାଇମଣ୍ଡ ଶୋ’ ଶୁକ୍ରବାରଠାରୁ ଆରମ୍ଭ…
ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ
ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍ ଶେଷ ସପ୍ତାହରେ ୧.୭୧୩ ବିଲିୟନ ଡଲାର ହ୍ରାସ ସହିତ ବୈଦେଶିକ ବିନିମୟ ସଂରକ୍ଷଣ ୬୫୧.୯୯୭ ବିଲିୟନ ଡଲାର ଥିଲା। ଗତ…
ଏ.ଟି.କେଆର୍ନେୟ ସହ ଏଲ୍ଆଇସିର ସହଭାଗିତା
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଗ୍ଲୋବାଲ କନ୍ସଲ୍ଟିଂ ଫର୍ମା ମେସର୍ସ ଏ. ଟି. କେଆର୍ନେୟ ଏବଂ ଭାରତୀୟ ଜୀବନ ବିମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି) ମଧ୍ୟରେ ଏକ…
ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ
ଭୁବନେଶ୍ୱର,୬।୭ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ତଥା ଇ-ଲର୍ନିଂ କାର୍ଯ୍ୟକ୍ରମ ‘ବିଦ୍ୟାଗ୍ରହ’ର ୩ୟ ପର୍ଯ୍ୟାୟ ବା ଫେଜ୍-୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ଇ-ଲର୍ନିଂ ପଦକ୍ଷେପ ‘ବିଦ୍ୟାଗ୍ରହ’କୁ ନିକଟରେ ଅନେକ…
ବାବା ବଳିଆଙ୍କ ସତର୍କବାଣୀ: ଏମିତି କାମ ନ କଲେ ପରିସ୍ଥିତି ହୋଇଯିବ ଅସମ୍ଭାଳ
ବଲାଙ୍ଗୀର,୬ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀରର ଏକ ହୋଟେଲ ରେ ଶୁକ୍ରବାର ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ବଳିଆ ଖବରଦାତା ସମ୍ମିଳନୀ ଡାକି ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ଯାତ୍ରା ବିଷୟରେ ସୂଚନା ଦେଇଥିଲେ। ବାବା ବଳିଆ କହିଥିଲେ ଯେ, ପୂର୍ବରୁ…
କର୍ମଚାରୀଙ୍କୁ ତାଗିଦ କଲେ ବିଧାୟକ, ଭତ୍ତା ପ୍ରଦାନରେ….
ଘଣ୍ଟାପଡ଼ା, ୬ା୭(ପ୍ରଭାତ କୁମାର ସାହୁ):ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବୁଧବାର ପ୍ରଥମ କରି କଣ୍ଟାମାଳ ବ୍ଲକକୁ ପରିଦର୍ଶନରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା…
ଥାନା ବାରଣ୍ଡାରେ ବସିଲେ ବିଧାୟକ: ଅଭିଯୋଗ ଲେଖିବାକୁ କାଗଜ, କଲମ ଦେଲେ
ଜଗତ୍ସିଂହପୁର, ୬ା୭ (ପ୍ରମୋଦ କୁମାର ନାୟକ):ଜଣେ ମହିଳା କୌଣସି ଅଭିଯୋଗ କରିବାକୁ ବିନା ଅଭିଯୋଗପତ୍ର (ଏଫ୍ଆଇଆର୍ ପେପର)ରେ ବୁଧବାର ଜଗତ୍ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ଥାନାରେ କାଗଜ ଖଣ୍ଡେ ମାଗିବାରୁ ଜନୈକା ମହିଳା ପୋଲିସ କର୍ମଚାରୀ କହିଥିଲେ,ଏଫ୍ଆଇଆର୍ ଲେଖିବାକୁ ଆମ ପାଖରେ କାଗଜ,…
ବିଡିଓ ଅନୁପସ୍ଥିତ, ସମୀକ୍ଷା ବୈଠକ ବାତିଲ କଲେ ବିଜେଡି ବିଧାୟକ:ବଢିଲା ସନ୍ଦେହ
ରସୁଲପୁର,୫ା୭(ରଂଜିତ ରାଉତ):ଦୀର୍ଘଦିନର ଅପେକ୍ଷା ପରେ ଶୁକ୍ରବାର ପୂର୍ବାହ୍ନରେ ବରୀ ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ରସୁଲପୁର ବ୍ଲକକୁ ସମୀକ୍ଷା କରିବାକୁ ଆସି ଫେରିଯାଇଛନ୍ତି। ବିଡିଓ ଅବନିକାନ୍ତ ସାହୁ ରାତିଅଧିଆ ଛୁଟିରେ ରହିବାରୁ ବିଧାୟକ ସମୀକ୍ଷା ବୈଠକୁ ବାତିଲ କରିଦେଇଛନ୍ତି। ସମୀକ୍ଷା ବୈଠକ…
Archives


