Home

ବ୍ଲଡ୍‌ କ୍ୟାନସରର ପ୍ରାଥମିକ ଲକ୍ଷଣ: ଏମିତି ସମସ୍ୟା ଦେଖାଦେଲେ କରନ୍ତୁ ନାହିଁ ଅଣଦେଖା

ବ୍ଲଡ୍‌ କ୍ୟାନସର ଏମିତି ଏକ ମାରାତ୍ମକ ରୋଗ ଯାହା ଆପଣଙ୍କ ରକ୍ତ କୋଷଗୁଡ଼ିକୁ ବହୁ ମାତ୍ରାରେ ପ୍ରଭାବିତ କରେ। ବ୍ଲଡ୍‌ କ୍ୟାନସର ରୋଗର ସବୁଠାରୁ ସାଧାରଣ ପ୍ରକାର ମଧ୍ୟରେ ଲ୍ୟୁକେମିଆ, ଲିମ୍ଫୋମା ଏବଂ ମାଏଲୋମା ଅନ୍ତର୍ଭୁକ୍ତ। ଏହି ପ୍ରକାରଗୁଡ଼ିକୁ MPN ଏବଂ…

ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୬ା୩: ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ୨ ଲକ୍ଷ ୩୦ ହଜାରରୁ ଊଦ୍ଧର୍‌ବ ମହିଳାଙ୍କୁ ଉକ୍ତ ଟଙ୍କା ଆସିଛି।…

ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍‌ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ…

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ…

ଶ୍ରମିକଙ୍କ ପାରିଶ୍ରମିକ ଆତ୍ମସାତ୍‌: ଦେଢ଼ବର୍ଷ ହେଲାଣି ମିଳୁନି, ବିଡିଓଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୬ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚର ଗ୍ରାମର ମୁଖ୍ୟ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ତତ୍‌କାଳୀନ ସରକାର ଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରୁ ଏକ ବସ୍‌ ଷ୍ଟପେଜ୍‌ ଗତ ୮.୧୧.୨୩ରେ ନିର୍ମାଣ କାର୍ଯ୍ୟଆରମ୍ଭ ହୋଇ ସମ୍ପୂର୍ଣ୍ଣ…

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଲାଗିପାରେ ବଡ଼ ଝଟ୍‌କା, ତାହେଲେ ଭାରତ ବିଜେତା ହେବା…

ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍‌ରୁ ବାଦ…

Matric Result: ୧୯ରୁ ମାଟ୍ରିକ ଖାତାଦେଖା, ମେ’ରେ ରେଜଲ୍ଟ

କଟକ,୬ା୩: ରାଜ୍ୟରେ ଚାଲିଥିବା ୨୦୨୫ ମାଟ୍ରିକ ପରୀକ୍ଷା ଗୁରୁବାର ଶେଷ ହୋଇଛି। ଛାତ୍ରୀଛାତ୍ର ଆଜି ଶେଷଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ସମୟରେ ଶେଷ ହୋଇଥିଲା।…

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ, ନିଆଁ ପୁଇଁଲେ ଲୋକେ, ଆଜିର ତାପମାତ୍ରା ରହିଛି…

ଦାରିଙ୍ଗବାଡ଼ି,୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଶୀତ ଫେରିଛି। ଗୁରୁବାର ଭୋର୍‌ରୁ ଅସହ୍ୟ ଅନୁଭୂତ ହେବା ସହ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଯାହାକି ବୁଧବାର ସର୍ବନିମ୍ନ ୧୭ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି ଆଉ…

ଏହି ନିୟମକୁ ବଦଳାଇଲା EPFO, ଏବେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ରହିବ ନାହିଁ…

ନୂଆଦିଲ୍ଲୀ,୬।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ ଅପଡେଟ୍‌ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ସହିତ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନକରି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ଆଧାର ଲିଙ୍କ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ପାଟଣାଗଡ଼,୬ା୩ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଉ କିଛି ଦିନ ପରେ ରାୟ ପ୍ରକାଶ ପାଇବ। ଗୁରୁବାର ଆଉ କିଛି ସମୟ ପରେ ବୟାନ ରେକର୍ଡ ପାଇଁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ…

Champions Trophyରେ ହାରିଗଲେ ବି ମାଲାମାଲ୍‌ ହେବେ ଟିମ୍‌, ଜାଣନ୍ତୁ କିଏ ପାଇବେ କେତେ କୋଟି? 

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଟିମ୍‌ କୋଟିପତି ହେବେ। ସେହିଭଳି ପରାଜିତ ଟିମ୍‌ ମଧ୍ୟ ମାଲାମାଲ ହେବେ। କାରଣ ଆଇସିସି ୨୦୧୭ ଟୁର୍ନାମେଣ୍ଟ ତୁଳନାରେ ଚଳିତ ଥର ପୁରସ୍କାର ରାଶିକୁ ୫୩% ବୃଦ୍ଧି କରିଛି। ୨୦୧୭ରେ ବିଜେତା ଟିମ୍‌କୁ ୧୪.୧୧…

ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ, ୨୬ବର୍ଷ ପରେ ସିଏମ କ୍ୱାର୍ଟରରେ ରହିବେ

ଭୁବନେଶ୍ୱର,୬।୩: ବଦଳିଲା ମୋହନଙ୍କ ଠିକଣା। ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୁରୁବାର ନୂଆ ବାସଭବନକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ରହିବେ ମୁଖ୍ୟମନ୍ତ୍ରୀ। ପୂଜା ଅର୍ଚ୍ଚନା ପରେ ଗୃହ…

Pakistan hits Gold mine: ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ! ମିଳିଲା ୮୦ହଜାର କୋଟି ଟଙ୍କାର ସୁନା ଖଣି, ଭାରତ ସହ ଅଛି ବଡ଼ ଲିଙ୍କ୍‌

ଇସଲାମବାଦ,୬।୩: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?