Home

ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ

ଖୋର୍ଦ୍ଧା,୬ା୩ (ପ୍ରଭାତ ପାଣିଗ୍ରାହୀ): ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଏବଂ ଛୁଟି ବାତିଲ କରିବା ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ତରଫରୁ ଆନ୍ଦୋଳନ ଚାଲିଛି। ଖୋର୍ଦ୍ଧା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର…

ଭାରତ ଗଲେ ମୁଁ ମରିଯିବି: ଆମେରିକା ସୁପ୍ରିମକୋର୍ଟରେ ଗୁହାରି କଲେ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ

ୱାଶିଂଟନ,୬।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ ଆତଙ୍କବାଦୀ ଏବଂ କାନାଡିୟ ନାଗରିକ ତହୱୁର ହୁସେନ ରାଣା ଭାରତକୁ ପ୍ରତ୍ୟର୍ପଣ ହେବାର ଭୟ କରୁଛନ୍ତି। ସେ ତାଙ୍କ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଆମେରିକୀୟ କୋର୍ଟରେ ଏକ ଆବେଦନ…

ସୂଚନାଦାତାଙ୍କ ତଥ୍ୟ ରହିବ ଗୁପ୍ତ, ସତର୍କ ରହିଲେ ଅନ୍‌ଲାଇନ୍‌ ଠକେଇରୁ ମିଳିବ ମୁକ୍ତି

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଭଞ୍ଜନଗର ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଇବର ଠକେଇରୁ କିଭଳି ମୁକୁଳିବା, ଭାରତର ଯେ କୌଣସି ସ୍ଥାନରେ କିଭଳି ଏତଲା ଦେଇପାରିବା, ଅନ୍‌ଲାଇନ ଏତଲା କିଭଳି ଦିଆଯିବ ଏବଂ ନୂଆ ଆଇନ…

କୋହଲିଙ୍କ ଉପରେ ରାଗିଛନ୍ତି କି କୋଚ ଗୌତମ ଗମ୍ଭୀର: ନିଜେ କଲେ ଖୁଲାସା

ଦୁବାଇ,୬।୩: ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳର ବିଜୟର ନାୟକ ଥିଲେ ବିରାଟ କୋହଲି। ଭାରତର ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ଶୀଘ୍ର ପାଭିଲିୟନ ଫେରିଯାଇଥିଲେ। କିନ୍ତୁ ବିରାଟ କୋହଲି ଟିମ ଇଣ୍ଡିଆକୁ…

ଦାମୀ ଫ୍ଲାଟ୍‌ ବିକି ପୂରା ଗାଁ କିଣିଦେଲେ ଦମ୍ପତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ଶାନ୍ତିରେ ରହିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ଛାଡ଼ି ଗ୍ରାମାଞ୍ଚଳ ଆଡ଼କୁ ମୁହାଁଉଛନ୍ତି। ସେମିତି ଏକ ଦମ୍ପତିଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଯାହା ଆଶ୍ଚର୍ଯ୍ୟଜନକ ମଧ୍ୟ। ଏକ ରିପୋର୍ଟ ଅନୁଯାୟୀ, ୪୭ ବର୍ଷୀୟା ଲିଜ ମର୍ଫି ଏବଂ ତାଙ୍କ…

ଦୁଃସ୍ବପ୍ନ ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ ବି ଡର ଡର ଲାଗେ। ଏମିତି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବପ୍ନଶାସ୍ତ୍ରରେ କିଛିଟା…

କହୁକହୁ ଏମିତି କହିଦେଲେ ଅମର, ସରକାର କିଛି ତ୍ରୁଟି କରିନାହାନ୍ତି, ନବୀନ ବାବୁଙ୍କୁ ନିମନ୍ତ୍ରଣ…

ଭୁବନେଶ୍ୱର,୬ା୩ : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅମର କହିଛନ୍ତି, ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ।…

ବଡ଼ ପାପ କରିଛନ୍ତି ମହମ୍ମଦ ଶାମି: ଆହ୍ଲାଙ୍କ ନିକଟରେ ଜବାବ ଦେବାକୁ ପଡିବ

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ସମୟରେ ଶାମି ଖେଳୁଥିବା ସମୟରେ ପାଣି ପିଉଥିବାର ନଜର ଆସିଥିଲେ। ସେବେଠାରୁ ସେ କିଛି ଧର୍ମଗୁରୁଙ୍କ ଟାର୍ଗେଟରେ ଅଛନ୍ତି। ମୌଲାନା…

ଜେଲ ଯିବେ ରାମ ଗୋପାଳ ବର୍ମା!

ମୁମ୍ବାଇ,୬।୩: ଚେକ୍‌ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କର ଜେଲ୍‌ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା…

ଥାନା ଘେରାଉ କଲେ ଉତ୍ତ୍ୟେକ୍ତ ଲୋକେ

ନିଶ୍ଚିନ୍ତକୋଇଲି,୬ା୩(ଅଶୋକ ମହାପାତ୍ର): ଦାଦନ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରତିବାଦରେ ଗୁରୁବାର ବହୁ ମହିଳା ଓ ପୁରୁଷ ନିଶ୍ଚିନ୍ତକୋଇଲି ଥାନା ଘେରାଉ କରିଥିବାର ଜଣାଯାଇଛି। ନିଶ୍ଚିନ୍ତକୋଇଲି ଗ୍ରାମର ରବୀନ୍ଦ୍ର ଦାସଙ୍କ ସାନ ପୁଅ ସନ୍ତୋଷ କୁମାର…

ଭାରତ ଯୋଗୁ ସେମିଫାଇନାଲରେ ହାରିଗଲା ଦକ୍ଷିଣ ଆଫ୍ରିକା? ICCକୁ ଦାୟୀ କଲେ ଡେଭିଡ୍‌ ମିଲର୍‌ 

ନୂଆଦିଲ୍ଲୀ,୬।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଏହାପରେ ଦଳର ଭେଟେରାନ ଖେଳାଳି ଡେଭିଡ୍‌ ମିଲର ବଡ଼ ବୟାନ ଦେଇ ଭାରତ ଯୋଗୁ ଦଳ ପରାଜିତ ହୋଇଛି ବୋଲି କହିଛନ୍ତି। ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା…

ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…

ସିଓଲ,୬।୩: କିମ୍‌ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୮ଟି ବୋମା ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?