ପୁଅ ବାହାଘରରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ନାଁ ଘୋଷଣା କଲେ ନୀତା ଅମ୍ବାନୀ! ଏହି ଷ୍ଟାର ଖେଳାଳି ନେବେ ଦାୟିତ୍ୱ
ନୂଆଦିଲ୍ଲୀ,୧୩।୭: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲ ଇତିହାସରେ ନୀତା ଅମ୍ବାନୀଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟତମ ସଫଳ ଦଳ। ରୋହିତ…
ଫେଲ୍ ମାରିଲା ରଣନୀତି, ଏନ୍ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?
ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। କାରଣ ଏଥିରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂହ ଏନ୍ଡିଏ ଏବଂ ଇଣ୍ଡିଆ ପ୍ରାର୍ଥୀଙ୍କୁ ବଡ଼…
ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍, ଏବେ ଏହି ସିନ୍ରେ କରିବେନି ଅଭିନୟ
ମୁମ୍ବାଇ,୧୩।୭: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ କିଛିଦିନ ଧରି ଲାମ ଲାଇଟରେ ଥିଲେ। ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀ ଏବେ ନିଜ କାମକୁ ଫେରିଛନ୍ତି। ଆଜି ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘କାକୁଦା’ ରିଲିଜ ହୋଇଛି। ବିବାହର କିଛି…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା, ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ବିଧାୟକ
କେସିଙ୍ଗା,୧୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାଶ ଶନିବାର ପରିଦର୍ଶନ କରିଥିଲେ। ଉକ୍ତ ଗୋଷ୍ଠୀ କେନ୍ଦ୍ରର ଆନ୍ତଃ ବିଭାଗ, ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗକୁ ପରିଦର୍ଶନ କରିଥିଲେ।…
ମା’ ହେବାକୁ ଯାଉଛନ୍ତି କଟ୍ରିନା !
ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍। ଖୁବ୍ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ…
ନର୍ସିଂହୋମ୍ରେ ନିଆଁ, ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ
କଟକ,୧୩ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଛି। ନର୍ସିଂହୋମ୍ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି…
ସ୍ତ୍ରୀ ନା ବାପାମାଆ…. ଶହୀଦ ପରେ କାହାକୁ ମିଳେ କ୍ଷତିପୂରଣ ଟଙ୍କା?
ନୂଆଦିଲ୍ଲୀ,୧୩।୭: ଜୁଲାଇ ୧୯ ୨୦୨୩, ସିଆଚେନର ଏକ ସେନା ବଙ୍କରରେ ନିଆଁ ଲାଗିଯାଇଥିଲା। କିଛି ଯବାନ ସେହି ନିଆଁରେ ଫସି ଯାଇଥିଲେ। ନିଜ ସାଥୀମାନଙ୍କୁ ବିପଦରେ ପଡ଼ିଥିବାର ଦେଖି କ୍ୟାପଟେନ ଅଂଶୁମାନ ଜଳୁଥିବା ବଙ୍କରକୁ ଡେଇଁ ପଡିଥିଲେ। ଆଉ ନିଜ ଜୀବନ…
ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ…
ସମୁଦ୍ର ମଧ୍ୟରେ ମୂଲ୍ୟବାନ ମୋତି, ରତ୍ନ ପଥର, ପ୍ରାଣୀ ଆଦି ରହିଥିବା ସମସ୍ତେ ଜାଣିଛନ୍ତି। ମାତ୍ର ଏବେ ଏମିତି ଏକ ଜୀବ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମୁଦ୍ରକୁ ହ୍ବିଲ୍ ଦେଖିବାକୁ ଆସିଥିବା ପର୍ଯ୍ୟଟକ ଏକ ଅଦ୍ଭୁତ ଜୀବ…
ପୁଅ ବିବାହକୁ ନ ଆସିବାରୁ ରାଗିଗଲେ ନୀତା ଅମ୍ବାନୀ, ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା କରିବା ନେଇ କଲେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୧୩।୭: ନିକଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଯାହା ପରେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଛନ୍ତି। ନିକଟରେ ଅମ୍ବାନୀଙ୍କର ସାନପୁଅ ଅନନ୍ତଙ୍କର ବିବାହ…
ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ ! ଅଲଗା ହେବା ଚର୍ଚ୍ଚା ବଢ଼ିଲା…
ବମ୍ବେ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଯାହା ଆଖିକୁ ନଜର ଆସିଥାଏ ତାହା ସତ ହୋଇ ନ ଥାଏ। ବରଂ ଯାହା ଆଖି ଆଢ଼ୁଆଳରେ ରହିଯାଏ ତାହା ଚର୍ଚ୍ଚାର ବିଷୟ ପାଲଟେ। ଆମେ କହୁଛୁ ବଲିଉଡ୍ ଅଭିନେତ୍ରୀ…
ଅଡୁଆରେ ୟୁଟ୍ୟୁବର୍ ଧ୍ରୁବ ରାଠୀ, ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ
ନୂଆଦିଲ୍ଲୀ,୧୩।୭: ପୁଣି ଥରେ ଚର୍ଚ୍ଚାରେ ୟୁଟ୍ୟୁବର ଧ୍ରୁବ୍ ରାଠୀ। ମହାରାଷ୍ଟ୍ର ପୋଲିସ ନିକଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳିଙ୍କ ୟୁପିଏସ୍ସି ପରୀକ୍ଷାରେ ଉନ୍ନିତ ହେବାକୁ ନେଇ ଏକ ପୋଷ୍ଟ…
କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!
ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ…
Archives


