ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଦେଢ଼ ମାସ ବିତିଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ
ମୋରଡ଼ା,୧୧ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଥିବା ବେଳେ ଘଟଣା ଘଟିବାର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗରେ ନାବାଳିକାଙ୍କ ମାତାପିତାଙ୍କ…
ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ…
ଭୁବନେଶ୍ୱର,୧୧ା୯: ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ…
ପିତାଙ୍କ ଶେଷ ଦର୍ଶନ ପାଇଁ ପୁଣେରୁ ମୁମ୍ବାଇରେ ପହଞ୍ଚିଲେ ମଲାଇକା, ନଜର ଆସିଲେ ଏକ୍ସ-ହଜ୍ବ୍ୟାଣ୍ଡ, ଭାଇରାଲ ଭିଡିଓରେ…
ମୁମ୍ବାଇ,୧୧ା୯: ଅଭିନେତ୍ରୀ ମଲାଇକା ଆରୋରାଙ୍କ ପାଇଁ ଆଜି ଅର୍ଥାତ୍ ବୁଧବାର ହେଉଛି ସବୁଠୁ ଦୁଃଖର ଦିନ। ଆଜି ତାଙ୍କ ପିତା ଅନିଲ ଆରୋରା ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରର ତୃତୀୟ ମହଲାରୁ ଅନିଲ ଡେଇଁ ଆତ୍ମହତ୍ୟା କରିଥିବା…
ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ
ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ।…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା
ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ…
ମୋଦିଙ୍କ ଏହି କାର୍ଯ୍ୟକୁ ବହୁତ ପସନ୍ଦ କରନ୍ତି ରାହୁଲ, ଆମେରିକାରୁ କରିଦେଲେ ମୋଦିଙ୍କ ଏତେ ପ୍ରଶଂସା, ଭାଜପା ତାଜୁବ!
ନୂଆଦିଲ୍ଲୀ,୧୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାଜପାକୁ ସବୁ ନିର୍ଣ୍ଣୟ କିମ୍ବା ପ୍ରସଙ୍ଗରେ ବିରୋଧ କରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି କଥାକୁ ନେଇ ସେ ପ୍ରଶଂସା କରିଛନ୍ତି। ଆମେରିକା ଗସ୍ତରେ ଥିବା କଂଗ୍ରେସ ଏମପି…
ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ଏତିକି ଟଙ୍କା
ଭୁବନେଶ୍ୱର,୧୧।୯: ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ…
ପୂର୍ବ ସରକାରର ବଡ଼ ଯୋଜନାକୁ ମନା କରିଦେଲେ ମୋହନ ସରକାର
ଭୁବନେଶ୍ୱର,୧୦।୯ (ଅନିଲଦାସ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରାଜ୍ୟ ସରକାର ସାଇକେଲ ଗୋଟିକୁ ୨୫,୦୦୦ ଟଙ୍କା ଦରରେ କିଣିଥିଲେ। ସେଥିରୁ କିଛି ଭାଙ୍ଗିରୁଜି ଯିବା ଫଳରେ ସେଗୁଡିକୁ ମରାମତି ପାଇଁ ଦିଆଯାଇଛି । ତେବେ ଏହି ସାଇକେଲଗୁଡିକୁ…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ
ଭୁବନେଶ୍ୱର,୧୦।୯: ପ୍ରଥମେ ନିଟ୍-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ…
ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସୁଭଦ୍ରା ପାଇଁ ଟଙ୍କା ନେଉଥିଲେ…
ଭୁବନେଶ୍ୱର,୧୦।୯: ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମଙ୍ଗଳବାର…
ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ
ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍ ଅଧିକାରୀ ସିନିୟର୍ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ…
ଅଜଣା ଗାଡି ଧକ୍କାରେ ତିନି ଗୁରୁତର
ଛତ୍ରପୁର,୧୦।୯(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଜ୍ୱାଇଁ ମନୋଜ ସାହୁ, ଝିଅ ପ୍ରିୟଙ୍କା ସାହୁ…
Archives


