Home

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ଆମ ନିଦ ଫେରାଇଦିଅ

ଶ୍ରୀନଗର, ୨୮ା୮(ପି.ଟି.) :ପ୍ରବେଶପଥକୁ ତିନୋଟି କାଠଗଣ୍ଡି, କେତେ ଖଣ୍ଡ ଟିଣ ଓ ଭଙ୍ଗାଇଟା ସହ ଏଭଳି ଅନେକ ପ୍ରତିବନ୍ଧକରେ ଅବରୋଧ କରାଯାଇଛି, ଯାହାକି ପୋଲିସ ଗାଡ଼ିଗୁଡ଼ିକୁ ଅଟକାଇଦେବ। ଉପତ୍ୟକାରେ କଡ଼ା ସାମରିକ କର୍ଫ୍ୟୁ ଓ ଯୋଗାଯୋଗର ମାଧ୍ୟମ ଉପରେ କଟକଣା ହେଉଛି…

ଆମାଜନ ଜଳୁଥିବ ସ୍ତ୍ରୀଙ୍କୁ ନେଇ :ଜି-୭ର ୨୦ ନିୟୁତ ଡଲାର ସହାୟତାକୁ ବ୍ରାଜିଲର ପ୍ରତ୍ୟାଖ୍ୟାନ

ପୋର୍ଟ ଭେଲ୍‌ହୋ,୨୮ା୮: ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଏହାକୁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ବ୍ରାଜିଲକୁ ୨୦ ନିୟୁତ ଡଲାର ସହାୟତା ଦେବା ଲାଗି ଜି-୭ ସମ୍ମିଳନୀରେ ଘୋଷଣା କରିଛନ୍ତି।…

ଚାଇନା-ପାକିସ୍ତାନ ସେନା ମନ୍ତ୍ରଣା

ଇସ୍‌ଲାମାବାଦ,୨୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ନୂଆଦିଲ୍ଲୀ ଓ ଇସ୍‌ଲାବାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ମଙ୍ଗଳବାର ଏନେଇ ପାକିସ୍ତାନ ଓ ଚାଇନା ସେନା ମଧ୍ୟରେ ମନ୍ତ୍ରଣା ହୋଇଛି। ଚାଇନା ସେନାର ସେଣ୍ଟ୍ରାଲ୍‌ ମିଲିଟାରି କମିଶନ ଉପାଧ୍ୟକ୍ଷ ଜୁ କିଲିଆଙ୍ଗ୍‌ ରାଓ୍ବଲପିଣ୍ଡିସ୍ଥିତ ପାକିସ୍ତାନୀ ସେନା ମୁଖ୍ୟାଳୟକୁ…

ଇମ୍ରାନ୍‌ଙ୍କୁ ପାକ୍‌ ବିରୋଧୀ ଦଳର ପରାମର୍ଶ: କଶ୍ମୀର ଭୁଲିଯାଇ ପିଓକେ କଥା ଚିନ୍ତାକର

ଇସ୍‌ଲାମାବାଦ, ୨୮ା୮: ୩୭୦ ଧାରା ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେଉଥିବାବେଳେ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି। କଶ୍ମୀର କଥା ଭୁଲିଯାଇ…

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି ନିଜକୁ କଶ୍ମୀରୀମାନଙ୍କର ସ୍ବର ଭାବେ ଅଭିହିତ କରିଛନ୍ତି। ଇମ୍ରାନ୍‌ କହିଛନ୍ତି, କଶ୍ମୀରୀଙ୍କ ଅଧିକାର ପାଇଁ…

ଏଲ୍‌ଓସିରେ ପାକ୍‌ର ସୈନ୍ୟ ଠୁଳ

ନୂଆଦିଲ୍ଲୀ, ୨୮ା୮(ପି.ଟି.): ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଶତାଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବା ଲାଗି ପାକିସ୍ତାନ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ଭାରତୀୟ ସେନା ଏଥିପ୍ରତି ସତର୍କ ରହିଥିବାବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର…

ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ନ ଆସିବା ଘଟଣା: ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ମାଗିଲେ ବିଇଓ; ଧରିତ୍ରୀ ପ୍ରଭାବ

ଭବାନୀପାଟଣା,୨୮।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିନ୍ଦିପଦର ପଞ୍ଚାୟତ ବାର୍ଷିକୋଣା ନୂତନ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରୋହିତ ମାଝି ନିୟମିତ ସ୍କୁଲ ଆସୁ ନ ଥିବା ନେଇ ସ୍କୁଲ ସହକାରୀ ଶିକ୍ଷୟିତ୍ରୀ, ପାଚିକା ତଥା ପରିଚାଳନା କମିଟି ସଭାପତି ଅଭିଯୋଗ…

ସଙ୍କୁଚିତ ହେଉଛି ପୁରୁଣାକଟକ-ସମ୍ବଲପୁର ରାସ୍ତା: ବଢୁଛି ଦୁର୍ଘଟଣା

ଭାପୁର, ୨୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର ଅନ୍ୟତମ ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦିନକୁ ଦିନ ସଙ୍କୁଚିତ ହୋଇପଡୁଛି। ରାସ୍ତାର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସଦର ବ୍ଲକ ଏବଂ ଓଡ଼ାପଡ଼ା ବ୍ଲକ…

ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା ଯୁବ ସ୍ବେଚ୍ଛାସେବୀ ପୂଜା ମିଶ୍ର। ଗତ ୨୩ ଓ ୨୪ ତାରିଖ ଦୁଇଦିନ ଧରି…

ଛାତ୍ରୀନିବାସରେ ପାଣି, ବିଦ୍ୟୁତ୍‌ ସେବା ଠପ୍‌: ଧାରଣାକୁ ଓହ୍ଲାଇଲେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୨୮।୮-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉପାସନା ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀ ପାଣି, ବିଦ୍ୟୁତ୍‌ ସମସ୍ୟାରେ ଧନ୍ଦି ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ଦିଗରେ କଲେଜ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନାହାନ୍ତି। ମଙ୍ଗଳବାର ସମସ୍ୟା ସୀମା ଟପିବା ପରେ…

ଦରଦି ଚେହେରା ଜଗନ୍ନାଥ ବେହେରା: ଅନ୍ୟ ପାଇଁ ଲେଖୁଛନ୍ତି ଅଭିଯୋଗପତ୍ର

ବଅଁରପାଳ, ୨୮।୮-ପେଶାରେ ବ୍ୟବସାୟୀ ହେଲେ ବି ଗରିବ, ଅସହାୟ ମଣିଷଙ୍କ ପ୍ରତି ତାଙ୍କ ମଧ୍ୟରେ ଅଛି ଦରଦି ଭାବ। ଥାନା, କୋର୍ଟ, ବ୍ଲକ, ତହସିଲ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସୁଥିବା ଏପରି ମଣିଷଙ୍କ ପାଇଁ ସେ ଲେଖିଦେଉଛନ୍ତି…

ସରକାରୀ ଚକ୍ରବୂ୍ୟହରେ ଫସିଛି ୧୪୦ ଗ୍ରାମାଞ୍ଚଳ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ନିଜର ଘର ଖଣ୍ଡେ ହେବ। ଜୀବନର ଶେଷ ଯାଏ ସେହି ଘରେ ଆନନ୍ଦରେ କଟିବ। ଏମିତି ଆଶା ରଖି ଲୋକମାନେ ଜୀବନର ସମସ୍ତ ରୋଜଗାର ଘର କିମ୍ବା ଜାଗା କିଣାରେ ଲଗାଇଥାନ୍ତି। ଅନେକ ସମୟରେ ନିଜର ଅଜ୍ଞତା କିମ୍ବା ସରକାରୀ କଟକଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri