Home

ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ…

କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ…

କୋଲକାତା,୧୪।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ଏକ ବଡ ପଦକ୍ଷେପ ନେଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ…

ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ

କୋଲକାତା,୧୪।୯: ପଶ୍ଚିମବଙ୍ଗର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଥିବା ବୈଠକ ବିଫଳ ହୋଇଛି। ଏହାପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ବୈଠକ…

ଡୋଭାଲଙ୍କ କମାଲ! ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ଶୁଭ ସଙ୍କେତ

କ୍ୱିଭ,୧୪।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ବର୍ତ୍ତମାନ ଫଳବତି ହେଉଥିବା ଜଣାପଡିଛି। ଗତ ଅଢେଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର…

ପିଲାମାନଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନା ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର,୧୪।୯: ପିଲାମାନଙ୍କ ପାଇଁ ଖୁସି ଖବର। ୧୭ ତାରିଖ ଅର୍ଥାତ୍‌ ମଙ୍ଗଳବାର ଛୁଟି ରହିବ ସ୍କୁଲ ଓ କଲେଜ। ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଞ୍ଚଳରେ…

ବଳାତ୍କାର ସମୟରେ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ପୀଡ଼ିତାଙ୍କୁ…

ବେଙ୍ଗାଲୁରୁ,୧୪।୯: ପୂର୍ବତନ ଜେଡିଏସ ଏମପି ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଏସଆଇଟିର ତୃତୀୟ ଚାର୍ଜସିଟରେ ପ୍ରକାଶ ପାଇଛି ଯେ ସେ ପୀଡ଼ିତାଙ୍କୁ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ଘୃଣ୍ୟ କାର୍ଯ୍ୟ କରିବା ସମୟରେ ହସିବାକୁ…

ବିମାନ ବନ୍ଦରରେ ଗୋଟିଏ କପ ଚା’ ଅର୍ଡର କରି କାହିଁକି ଚମକି ପଡିଲେ ପୂର୍ବତନ ଅର୍ଥମନ୍ତ୍ରୀ

କୋଲକାତା,୧୪।୯: ବିମାନବନ୍ଦରରେ ଖାଦ୍ୟ ସାମଗ୍ରୀ କାହିଁକି ମହଙ୍ଗା ହେଉଛି ସେନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କୋଲକାତା ବିମାନବନ୍ଦରରେ ଚା’ର ମୂଲ୍ୟ ସମ୍ପର୍କରେ ଟୁଇଟ କରିଛନ୍ତି।…

ଶେଷ ହେବ କି ଡାକ୍ତରଙ୍କ ଆନ୍ଦୋଳନ? ମମତାଙ୍କ ନିକଟରେ କ’ଣ ସର୍ତ୍ତ ରଖି ରାଜି ହେଲେ…

କୋଲକାତା,୧୪।୯: ପଶ୍ଚିମବଙ୍ଗରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତର ଫ୍ରଣ୍ଟ ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ଦିନର ବିରୋଧ ପରେ ବର୍ତ୍ତମାନ ଫ୍ରଣ୍ଟର ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ…

ଭୁଶୁଡିଲା ୩ ମହାଲା କୋଠା, ପୋତି ହୋଇ ପଡିଛି ୧୦ରୁ ଅଧିକ ଜୀବନ

ମେରଠ,୧୪।୯: ଉତ୍ତରପ୍ରଦେଶର ମେରଠରୁ ଏକ ବଡ ଖବର ଆସୁଛି। ଏଠାରେ ଏକ ତିନି ମହଲା ଘର ଭୁଶୁଡି ପଡବାରୁ ଏହାତଳେ ୧୦ରୁ ଅଧିକ ଲୋକ ଏବଂ ପଶୁ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣା ପରେ ରିଲିଫ ଏବଂ…

ପଶ୍ଚିମବଙ୍ଗ ଉତ୍ତର ପ୍ରଦେଶ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୧୪।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ସ୍ଥାନୀୟ ଡାକ୍ତରମାନେ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ପୀଡ଼ିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବାକୁ ଦାବି କରିଛନ୍ତି। ଇତି ମଧ୍ୟରେ, ଏହି ଘଟଣାକୁ ନେଇ…

କୋଲକାତାରେ ବଡ଼ ଧରଣର ବିସ୍ଫୋରଣ

କୋଲକାତା,୧୪।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା…

ବୈଜ୍ଞାନିକ ହେବେ ବର୍ଷାର ଭଗବାନ, ଦେଶର ଯେ କୌଣସ ସ୍ଥାନରେ କରିପାରିବେ ବର୍ଷା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୪।୯: ଜଳବାୟୁ ପରିବର୍ତ୍ତନ ଯୋଗୁଁ, ବେଳେବେଳେ ପ୍ରବଳ ବର୍ଷା ହେଉଛି ଫଳରେ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ଏବଂ ବେଳେବେଳେ ବର୍ଷା ଅଭାବରୁ କେତେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଏଭଳି ପାଣିପାଗର ମୁକାବିଲା ପାଇଁ କେନ୍ଦ୍ର ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri