Posted inଜାତୀୟ

ବଳାତ୍କାର ସମୟରେ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ପୀଡ଼ିତାଙ୍କୁ…

ବେଙ୍ଗାଲୁରୁ,୧୪।୯: ପୂର୍ବତନ ଜେଡିଏସ ଏମପି ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଏସଆଇଟିର ତୃତୀୟ ଚାର୍ଜସିଟରେ ପ୍ରକାଶ ପାଇଛି ଯେ ସେ ପୀଡ଼ିତାଙ୍କୁ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ଘୃଣ୍ୟ କାର୍ଯ୍ୟ କରିବା ସମୟରେ ହସିବାକୁ ବାଧ୍ୟ କରୁଥିଲେ।
ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ଶୁକ୍ରବାର ଜନ ପ୍ରତିନିଧୀଙ୍କ ସ୍ବତନ୍ତ୍ର କୋର୍ଟରେ ୧,୬୯୧ପୃଷ୍ଠାର ଚାର୍ଜସିଟ ଉପସ୍ଥାପନ କରିଛି ଏବଂ ପୀଡିତାଙ୍କ ବିବୃତ୍ତିକୁ ଏଥିରେ ସଂଲଗ୍ନ କରିଛି। ଏହି ମାମଲାରେ ଏସଆଇଟି ୧୨୦ ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରିଛି।

ପୀଡିତା ଜଣାଇଛନ୍ତି ଯେ ପ୍ରଜ୍ୱଳ ତାଙ୍କୁ ବନ୍ଧୁକ ଦେଖାଇ ବାରମ୍ବାର ବଳାତ୍କାର କରିଥିଲେ, ଏକ ଭିଡିଓ କରିଥିଲେ ଏବଂ ଭିଡିଓର ସ୍କ୍ରିନସଟ ନେଇଥିଲେ। ସେ କହିଥିଲେ ଯେ ଯୌନ ନିର୍ଯ୍ୟାତନା ସମୟରେ ପୀଡିତା କାନ୍ଦିବା ଉଚିତ୍‌ ନୁହେଁ ଏବଂ ସେ ପୁରା ସମୟ ହସିବା ଉଚିତ୍‌। ପୋଲିସ ସୂତ୍ର ଅନୁଯାୟୀ, ୨୦୨୦ରୁ ୨୦୨୩ପର୍ଯ୍ୟନ୍ତ ପ୍ରଜ୍ୱଳ ବାରମ୍ବାର ପୀଡିତାଙ୍କୁ ବଳାତ୍କାର କରିଥିଲେ। ପ୍ରତ୍ୟେକ ଥର ଯେତେବେଳେ ସେ ଏକ ଅପରାଧ କରୁଥିଲେ, ସେ ଏହାର ଭିଡିଓ ରେକର୍ଡ କରିଥିଲେ।
ଏହା ପରେ ସେ ପୀଡିତାଙ୍କୁ ଧମକ ଦେଉଥିଲେ ଯେ ଯଦି ସେ ଏହା ବିଷୟରେ କାହାକୁ କୁହନ୍ତି ତେବେ ସେ ଏହାକୁ ସାର୍ବଜନୀନ କରିବେ। ଏହି ମାମଲାର ସାକ୍ଷୀ ଥିବା ଜଣେ ବିଧାୟକ ଏସଆଇଟିଙ୍କୁ କହିଛନ୍ତି ଯେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଥିରେ ଉଭୟ ପ୍ରଜ୍ୱଳ ଏବଂ ପୀଡିତା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରେ ପ୍ରଜ୍ୱଳ ତାଙ୍କୁ ବାରମ୍ବାର ଫୋନ କରି ଗେଷ୍ଟ ହାଉସକୁ ଆସିବାକୁ ବାଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri