Home

ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ, କହିଲେ ସମସ୍ତଙ୍କ ଚାକିରି…

ନୂଆଦିଲ୍ଲୀ/କୋଲକାତା,୩ା୪: ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ/ସ୍କୁଲ କର୍ମଚାରୀଙ୍କ ଚାକିରି ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଗତ ବର୍ଷର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟର ନିର୍ଦ୍ଦେଶ…

କେତେ ପଢ଼ିଛନ୍ତି ଧାଓ୍ବନଙ୍କ କଥିତ ପ୍ରେମିକା? ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ,୩।୪: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧାଓ୍ବନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କଥିତ ପ୍ରେମିକାଙ୍କ ସହ ସମ୍ପର୍କରେ ଥିବା ନେଇ ମୋହର ମାରିଥିବାରୁ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। ତେବେ କୁହାଯାଉଛି ଯେ ଧାଓ୍ବନଙ୍କ ପ୍ରେମିକାଙ୍କ ନାମ ସୋଫି ସାଇନ। ଚାମ୍ପିଅନ୍ସ…

ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ’ ପ୍ରେମିକା…କାହାକୁ ଏମିତି କହି ସମ୍ପର୍କରେ ମୋହର ମାରିଲେ ଧାଓ୍ବନ?

ନୂଆଦିଲ୍ଲୀ,୩।୪: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଓପନର୍‌ ଶିଖର ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ଖେଳର ମଜା ନେଉଥିଲେ। ଏହାପରଠାରୁ ସେ କିଏ ତାହା ଜାଣିବାକୁ ପ୍ରଶଂସକଙ୍କ…

ସମ୍ବଲପୁରରେ DGP, କର୍ମଚାରୀଙ୍କୁ ବଣ୍ଟନ କଲେ ଡିଜି ପଦକ

ସମ୍ବଲପୁର,୩ା(ପ୍ରମୋଦ ବହିଦାର): ସମ୍ବଲପୁର ଗସ୍ତରେ ଆସି ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ସମ୍ବଲପୁରରେ ଗତ ରାତିରେ ରହଣି ପରେ ଗୁରୁବାର ସକାଳେ ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ପୀଠରେ ମା’ଙ୍କ ଦର୍ଶନ…

ପୁଣି କୃଷ୍ଣା ଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଜବାବ ଦେଲା ସେନା

ଇସଲାମାବାଦ,୩।୪: ସୁଧୁରୁନି ପାକିସ୍ତାନ। ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି। ବୁଧବାର ବିଳମ୍ବିତ ରାତିରେ ପୁଞ୍ଚର କୃଷ୍ଣା ଘାଟି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପୁଣି ଥରେ ଗୁଳି ଚାଳନା କରିଛି।…

ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା

ଖଇରା,୩ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କାର ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ…

ରାସ୍ତାରେ ପନିପରିବା ରଖି ଚାଷୀଙ୍କ ଆନ୍ଦୋଳନ

ହିଞ୍ଜିଳିକାଟୁ,୩ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷୀଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଉଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଶତାଧିକ…

ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତୀଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ…

ସଚିନ ପାଇଲଟଙ୍କୁ ନିଜର କ୍ରଶ୍‌ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା

ନୂଆଦିଲ୍ଲୀ,୩।୪: କଂଗ୍ରେସ ଦଳର ନେତା ଏବଂ ଟୋଙ୍କ ବିଧାୟକ ସଚିନ ପାଇଲଟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସମାଜର ଅନ୍ୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦେଖାଯାଏ, କିନ୍ତୁ ସମ୍ପ୍ରତି ଜଣେ ହରିୟାଣାର ସରପଞ୍ଚ ତାଙ୍କର ପ୍ରଶଂସକ ଭାବେ ଚର୍ଚ୍ଚାକୁ…

କୋହଲିଙ୍କ ଆଗରେ ଲୁହ ଛଳଛଳ ହୋଇଗଲେ ସିରାଜ, କରିପାରିଲେ ନାହିଁ ବୋଲିଂ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି Video

ବେଙ୍ଗାଲୁରୁ,୩।୪: IPL ୨୦୨୫ରେ ଏପ୍ରିଲ ୨ରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସଠାରୁ ପରାଜିତ ହୋଇଛି ଆରସିବି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁଜରାଟ ୮ ଉଇକେଟରେ ଆରସିବିକୁ ପରାସ୍ତ କରିଥିଲା। ଗୁଜୁରାଟର ବିଜୟର ନାୟକ ସାଜିଥିଲେ ମହମ୍ମଦ ସିରାଜ,…

ଔଷଧ ଠାରୁ ଆରମ୍ଭ କରି ଷ୍ଟିଲ ଓ ଅଳଙ୍କାର ଯାଏ…ଆମେରିକାର ୨୬% ଟାରିଫ୍‌ରେ ଭାରତ ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ଦେଶ ପାଇଁ ଟାରିଫ୍‌ ଘୋଷଣା କରିଛନ୍ତି । ଏହି ଟାରିଫ୍‌ ଅନୂଯାୟୀ ଭାରତ ସମେତ ବିଭିନ୍ନ ଦେଶ ଉପରେ ଏକ ନୂଆ ରିସିପ୍ରୋକାଲ ଟାରିଫ (ପାରସ୍ପରିକ ଶୁଳ୍କ) ଲାଗୁ କରାଯିବ। ଏହି…

ପୁରୁଷ ବନ୍ଧୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ… ଯୁବତୀଙ୍କୁ ପୀଡ଼ିତା ମନେକରିବା ଭୁଲ୍‌

ନୂଆଦିଲ୍ଲୀ,୩ା୪: ଶାରୀରିକ ସମ୍ପର୍କ ସ୍ଥାପନ ପରେ ଯୋଡ଼ିଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣୁଥିବା ଧାରାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜ ବିରୋଧରେ ବଳାତ୍କାର ମାମଲା ଖାରଜ ସକାଶେ ଜଣେ ପୁରୁଷଙ୍କ ପକ୍ଷରୁ ଦାଖଲ ଆବେଦନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?