Home

ଡାକ୍ତର ନା ରାକ୍ଷସ! ୨୯୯ ରୋଗୀଙ୍କ ଯୌନ ଶୋଷଣ କରିଛନ୍ତି ଏହି ସର୍ଜନ, ମାନିଲେ ସତ

ପ୍ୟାରିସ,୨୫।୨: ମାନବଜାତିକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି ଯାହା ଫ୍ରାନ୍ସରେ ଘଟିଛି। ଏଠାରେ ଜଣେ ପୂର୍ବତନ ସର୍ଜନଙ୍କ ବିରୁଦ୍ଧରେ ୨୯୯ ଜଣ ରୋଗୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ପୀଡିତମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ଅଭିଯୁକ୍ତଙ୍କ…

ବ୍ୟାଗ୍‌ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍‌ ଭିତରୁ ନବଜାତ ଶିଶୁକୁ ପୋଲିସ ଉଦ୍ଧାର କରିଛି। ରାଜପଥ ପାଶର୍‌ବରେ ବ୍ୟାଗ ଭିତରୁ ପିଲାଟିର…

ପୃଥକ୍‌ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ପାଟଣା,୨୫ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା କେନ୍ଦୁଝର ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ହାତୀବାରି ମଣ୍ଟୁ ଢାବା ନିକଟରେ ମଙ୍ଗଳବାର ଭୋର୍‌ ସକାଳୁ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ପାକିସ୍ତାନ ସହ ବଡ଼ ଗେମ୍‌ ଖେଳିଦେଲେ ଟ୍ରମ୍ପ: ଗୋଟିଏ ଝଟ୍‌କାରେ ରୋକିଦେଲେ…

ଇସଲାମାବାଦ୍‌,୨୫।୨: ନ୍ୟୁୟର୍କ ସିଟି ପାକିସ୍ତାନ ସରକାରଙ୍କ ମାଲିକାନାରେ ଥିବା ରୁଜଭେଲ୍ଟ ହୋଟେଲ ସହିତ ୨୨୦ ନିୟୁତ ଡଲାରର ଚୁକ୍ତି ସମାପ୍ତ କରିଛି। ଶରଣାର୍ଥୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସୃଷ୍ଟି କରିବା ପାଇଁ ଏହି ଚୁକ୍ତିନାମା କରାଯାଇଥିଲା। ଆମେରିକୀୟ କରଦାତାଙ୍କ ଟଙ୍କାରେ ଅବୈଧ…

ପାକିସ୍ତାନର ଗଳି କନ୍ଦିରୁ ୧୧ ପିଲାଙ୍କୁ ଧରି ପଠାଇ ଦେଲେ ଖେଳିବାକୁ, ଜାଣନ୍ତୁ କିଏ କହିଲେ ଏମିତି

ଇସଲାମାବାଦ,୨୫।୨: ପାକିସ୍ତାନ କ୍ରିକେଟ ଦଳର ଯାତ୍ରା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ସହିତ ଶେଷ ହୋଇଛି। ଆୟୋଜକ ଦେଶ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ପାକିସ୍ତାନ ବ୍ୟତୀତ ବାଂଲାଦେଶ ଦଳ ମଧ୍ୟ ସେମିଫାଇନାଲ ଦୌଡ଼ରୁ…

ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି

ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ…

IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ…

‘ଲ୍ୟାଣ୍ଡ ଫର ଜବ’ମାମଲାରେ ଲାଲୁଙ୍କ ଫ୍ୟାମିଲିକୁ ଲାଗିଲା ଝଟକା, ଜାରି ହେଲା ସମନ

ପାଟନା,୨୫।୨: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଏହି ମାମଲାରେ ଦାଖଲ ହୋଇଥିବା ଚୂଡ଼ାନ୍ତ ଚାର୍ଜସିଟ ଉପରେ ନଜର ରଖି, ରାଉଜ ଆଭେନ୍ୟୁ କୋର୍ଟ ଲାଲୁ ଯାଦବ ଏବଂ ତାଙ୍କ…

Champions Trophyରେ ଆତଙ୍କବାଦୀ ଭୟ, ପାକିସ୍ତାନରେ ୧୨ ହଜାର ପୋଲିସକର୍ମୀଙ୍କ ସୁରକ୍ଷା ଭାଙ୍ଗି ପଡ଼ିଆରେ ପଶିଗଲେ ଆତଙ୍କବାଦୀ!

ଇସଲାମାବାଦ,୨୫।୨: ପାକିସ୍ତାନ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲ ଅନୁଯାୟୀ ଆୟୋଜିତ ହେଉଛି। ସୁରକ୍ଷା କାରଣରୁ ଭାରତୀୟ ଦଳ ଦୁବାଇରେ ଏହାର ମ୍ୟାଚ ଖେଳୁଛି। ୨୪ ଫେବୃଆରୀରେ, ନ୍ୟୁଜିଲାଣ୍ଡ ଦଳ ବାଂଲାଦେଶକୁ ୫ ୱିକେଟରେ…

ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ

ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା…

ଚୋରା କୋଇଲା ବୋଝେଇ ପିକଅପ୍‌ ଜବତ

ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍‌କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ…

କେଉଁ ଦେଶରେ ସବୁଠୁ ଅଧିକ ଗାଈ ଅଛନ୍ତି; ପ୍ରଥମ ୩ ସ୍ଥାନରେ ଅଛନ୍ତି ଏହି ଦେଶ

ବିଶ୍ୱର ସବୁଠାରୁ ଅଧିକ ଗାଈ ଭାରତରେ ଦେଖାଯାଆନ୍ତି। କେବଳ ଏତିକି ନୁହେଁ, ଭାରତରେ ସର୍ବାଧିକ କ୍ଷୀର ଉତ୍ପାଦନ ହୁଏ। ଭାରତରୁ ଅନ୍ୟ ଦେଶକୁ ମଧ୍ୟ କ୍ଷୀର ରପ୍ତାନି କରାଯାଏ। ସୂଚନା ଅନୁଯାୟୀ, ଭାରତରେ ପ୍ରାୟ ୩୦୭.୫ ନିୟୁତ ଗାଈ ଅଛନ୍ତି। ବିଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri