ଦାରିଙ୍ଗବାଡିରେ ପ୍ରବଳ ତୁଷାରପାତ: ମଜାନେଲେ ପର୍ଯ୍ୟଟକ
ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶନିବାର ପ୍ରବଳ ଜାଡ଼ ଅନୁଭୂତ ହେବା ସହ ଠାଏ ଠାଏ ତୁଷାରପାତ ହୋଇଛି। ପ୍ରତିବର୍ଷ ୯ରୁ ୧୫ ପର୍ଯ୍ୟନ୍ତ ଏହି ସମୟରେ ଅଞ୍ଚଳରେ ତୁଷାରପାତ ହେବା ନଜିର ରହିଥିବା ବେଳେ ସେହି ସମାନ ପ୍ରକ୍ରିୟା…
ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି…
ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ
ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ):ଦାରିଙ୍ଗବାଡ଼ିରେ ଶନିବାର ଶୀତ ମହୋତ୍ସବର ଉଦ୍ଘାଟନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଶୀତ ମହୋତ୍ସବ ଚଳିତ ଥର ପାଳନ କରାଯାଉଛି। ଏଥିପାଇଁ ଜିଲା…
ମୁଁ ମଣିଷ, ଭୁଲ୍ କରିପାରେ; କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍ଙ୍କ ପୋଡ୍କାଷ୍ଟ ସିରିଜ୍ ‘ପିପୁଲ୍ ବାଏ ଡବ୍ଲ୍ୟୁଟିଏଫ୍’ରେ ଜଣେ ଅତିଥି ଭାବେ ଉପସ୍ଥିତ…
ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା
ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ…
ହଲିଉଡ୍ରେ ହାହାକାର: ଲସ୍ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ
ଲସ୍ଏଞ୍ଜେଲ୍ସ/ଓ୍ବାଶିଂଟନ୍,୧୧ା୧:ଆମେରିକା କାଲିଫର୍ନିଆସ୍ଥିତ ଲସ୍ଏଞ୍ଜେଲ୍ସ ବନାଗ୍ନି ଅନୂ୍ୟନ ୧୦ ଜଣଙ୍କ ଜୀବନ ନେବା ସହ ଅନେକ ଲକ୍ଷ ଲୋକଙ୍କ ଘରଦ୍ୱାରକୁ ଭସ୍ମୀଭୂତ କରିଦେଇଛି। ପାସିଫିକ୍ ପାଲିସାଡେସ୍ ଓ ପାସାଡେନା ଉପକୂଳ ଜଙ୍ଗଲରେ ମଙ୍ଗଳବାରଠାରୁ ଲାଗିଥିବା ନିଅଁା ଭୟଙ୍କର ରୂପ ଧାରଣ କରିଥିବାବେଳେ ଏହାକୁ…
ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍ ଅଶ୍ୱିନ୍: ଦେଶରେ ହଲ୍ଚଲ୍
ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ହିନ୍ଦୀ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ…
ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପରେ ଗର୍ଜିବ ବିରାଟଙ୍କ ବ୍ୟାଟ୍! ଇଂଲଣ୍ଡ-ପାକିସ୍ତାନ ବିପକ୍ଷରେ ହେବ ରନ୍ ବର୍ଷା, ରହିଛି ଏଭଳି ସଂଯୋଗ
ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍ର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଏହାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ସହ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କିଛି ଲୋକ ତାଙ୍କୁ ଟିମ୍ରୁ ବାଦ୍ ଦେବାକୁ ଦାବି କରୁଛନ୍ତି।…
ଓ୍ବାର୍ନରଙ୍କ ବ୍ୟାଟ୍କୁ ଦୁଇଫାଳ କରିଦେଲେ ଏହି ବୋଲର୍, Live ମ୍ୟାଚ୍ରେ ମୁଣ୍ଡରେ ବାଜିଲା…
ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନରଙ୍କ ବ୍ୟାଟ୍। ବିଗ୍ ବ୍ୟାଶ୍ ଲିଗ୍ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ ଥଣ୍ଡରର ବ୍ୟାଟିଂ ସମୟରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ରାଇଲି ମେରିଡିଥ୍ଙ୍କ ବଲ୍ରେ ଶଟ୍ ଖେଳିବାକୁ…
ଟ୍ରମ୍ପଙ୍କୁ ନେଇ କୋର୍ଟଙ୍କ ବଡ଼ ରାୟ, ସମସ୍ତ ୩୪ ଅଭିଯୋଗରୁ…
ଓ୍ବାଶିଂଟନ,୧୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ ମୁକ୍ତ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି। ରାୟ…
ସ୍ତ୍ରୀଙ୍କ ନାମରେ FD କଲେ ଖାଲି ଟିକସ ବଞ୍ଚିବ, ହେଲେ ମା’ଙ୍କ ନାମରେ କଲେ ହେବେ ମାଲାମାଲ…
ନୂଆଦିଲ୍ଲୀ,୧୦।୧: ଯେତେବେଳେ ସୁରକ୍ଷିତ ଉପାୟରେ ଭଲ ଟଙ୍କା ରୋଜଗାର କରିବାର ଚିନ୍ତା ମନକୁ ଆସେ, ପ୍ରଥମେ ମନକୁ ଆସେ ସ୍ଥିର ଜମା (FD) ଯୋଜନା। ବର୍ତ୍ତମାନ ଦେଶରେ ବିଭିନ୍ନ FD ଯୋଜନାରେ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହା ହେତୁ ଲୋକମାନେ…
SBIର ‘ହର ଘର ଲକ୍ଷପତି’ ଯୋଜନା କ’ଣ? ମିଳୁଛି ମୋଟା ଅଙ୍କର ସୁଧ, କିଏ କରିପାରିବେ ନିବେଶ, ଜାଣନ୍ତୁ ସବୁକିଛି…
ନୂଆଦିଲ୍ଲୀ,୧୦।୧: କିଛିଦିନ ପୂର୍ବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ‘ହର ଘର ଲକ୍ଷପତି’ ଯୋଜନା ଆରମ୍ଭ କରିଛି। ଏହା ଏକ RD ଯୋଜନା, ଯେଉଁଥିରେ ଛୋଟ ରାଶି ଜମା କରି ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ। ଏଥିରେ ସାଧାରଣ ନାଗରିକଙ୍କୁ…
Archives


