ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍
ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍ ଖେଳାଳିଙ୍କ ଉପରେ ଚାପ ବଢିବାରେ ଲାଗିଛି। ପୂର୍ବତନ ଖେଳାଳିମାନେ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ…
ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା: ପ୍ରବଳ ଜନସମାଗମ
ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାର ପଡ଼ା ବ୍ଲକ ରେ ସୋମବାର ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ପଦ ଯାତ୍ରା ବାଇକଳା ପଞ୍ଚାୟତ…
ବଦଳିଲା ଉପ ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୪।୧୧: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ହେବ। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବିଭିନ୍ନ ପର୍ବ ଯୋଗୁଁ…
ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର
ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ତେବେ ଏହି ସ୍ଥିତିରେ ଏବେ ସୁଧାର ଆସିଛି। କନ୍ଧମାଳ…
ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ପ୍ରାଥମିକ ଆକଳନ ଅନୁସାରେ ହୋଇଛି…
ଭୁବନେଶ୍ୱର,୪ା୧୧: ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ ସୂଚନା ନେଇଛନ୍ତି।…
ଏନକାଉଣ୍ଟର ସ୍ପେଶାଲିଷ୍ଟ ପତ୍ନୀଙ୍କ ସମେତ ୩ ବଡ଼ ନେତା ପ୍ରତ୍ୟାହାର କଲେ ନାମାଙ୍କନ ପତ୍ର
ମୁମ୍ବାଇ,୪।୧୧: ମହାରାଷ୍ଟ୍ର ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି ଏବଂ ସମସ୍ତ ଦଳ ଜିତିବାକୁ ଚେଷ୍ଟା କରୁଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପରେ, ବର୍ତ୍ତମାନ ଏମଭିଏ ଏବଂ ମହାୟୁତି ନିଜ ବିଦ୍ରୋହୀଙ୍କୁ ଭୟ କରୁଛନ୍ତି। ଏହି ସମୟରେ ନାମାଙ୍କନ ପ୍ରତ୍ୟାହାରର ଶେଷ…
ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର
ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।…
କମଲା ଜିତିଲେ ଅପରାଧୀଙ୍କ ପାଇଁ ଖୋଲିଦେବେ ବର୍ଡର: ଟ୍ରମ୍ପ
ଓ୍ବାଶିଂଟନ,୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କମଲା ହାରିସ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ପ୍ରବାସୀ ଏବଂ ଅପରାଧୀଙ୍କ ପାଇଁ ବର୍ଡର ଖୋଲିଦେବେ। ଉତ୍ତର କାରୋଲିନାର କିଂଷ୍ଟନଠାରେ…
ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ
ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖାଯାଇଛି। ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା…
ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ…
ଭୁବନେଶ୍ୱର,୪ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍…
ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି…
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା
ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ…
Archives


