Home

ଭାରତରେ ଲୁଚିଥିବା ଶେଖ ହାସିନାଙ୍କ ପାଇଁ ନୂଆ ସମସ୍ୟା! ୫ ମାମଲାକୁ ନେଇ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ/ଢାକା,୧୭।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସାମ୍ନାରେ ନୂଆ ସମସ୍ୟା ଉଭା ହୋଇଛି। ଭାରତରେ ଲୁଚି ରହିଥିବା ଶେଖ ହାସିନାଙ୍କ ବିରୋଧରେ ପାଞ୍ଚଟି ହତ୍ୟା ମାମଲା ଉତ୍ତେଜନାକୁ ବଢାଇ ଦେଇଛି। ବାଂଲାଦେଶର ଆନ୍ତର୍ଜାତୀୟ କ୍ରାଇମବ୍ରାଞ୍ଚ ଟ୍ରିବ୍ୟୁନାଲ (ଆଇସିଟି) ରେ ଶେଖ…

ଦିନ ୧୨ଟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ଏମିତି କହି ଚମକାଇଦେଲେ ସୌରଭ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। କେଜରିୱାଲ ଅପରାହ୍ନ ୪ଟା ୩୦ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନାଙ୍କୁ ଭେଟିବାକୁ ଯିବେ। ଏହି ସମୟରେ ସେ ତାଙ୍କ ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ…

ସନ୍ଦୀପ ଘୋଷଙ୍କ ଉପରେ ଆଉ ଏକ ବିପଦ

କୋଲକାତା,୧୭।୯: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ଅଡୁଆ ବଢିବାରେ ଲାଗିଛି। ମଙ୍ଗଳବାର ଡାକ୍ତରଖାନାରେ ଥିବା ସମୟରେ ଆର୍ଥିକ ଅନିୟମିତତା ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ସନ୍ଦୀପ ଘୋଷ) ଙ୍କ ଫାର୍ମ ହାଉସରେ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ କାହିଁକି ଚିନ୍ତିତ କାନାଡା ସାଂସଦ

ନୂଆଦିଲ୍ଲୀ/ଓଟାଓ୍ବା,୧୭।୯: କାନାଡାର ସାଂସଦ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ହିଂସା ପ୍ରସଙ୍ଗ ଉଠାଇଥିଲେ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ସେ ବହୁତ ଚିନ୍ତିତ। କର୍ନାଟକର ଚନ୍ଦ୍ର ଆର୍ଯ୍ୟ ୨୩ସେପ୍ଟେମ୍ବରରେ ପାର୍ଲାମେଣ୍ଟ…

ବଡ଼ ଘୋଷଣା କଲେ ଗଡକରୀ, ମାତ୍ର ୨୬ଟଙ୍କା ଲିଟରରେ ଚାଲିବ କାର!

ନୂଆଦିଲ୍ଲୀ,୧୭।୯: ନୂଆ ସରକାର ଗଠନ ପରେ ଜନସାଧାରଣ ଆଶା କରିଥିଲେ ଯେ ବୋଧହୁଏ ସାଧାରଣ ବଜେଟ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନରେ ଆଣି ସେମାନଙ୍କ ହାର ହ୍ରାସ କରିବେ। କିନ୍ତୁ ଏହା ଘଟିଲା ନାହିଁ। ଯେଉଁଥିପାଇଁ ଜନସାଧାରଣ…

କିଏ ସେହି ପାକିସ୍ତାନୀ ମହିଳା, ଯାହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରାଇଥିଲେ ୨ଥର…

ଚଣ୍ଡିଗଡ଼,୧୭।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଜଣେ ପାକିସ୍ତାନୀ ମହିଳାଙ୍କ କଥା ଉଲ୍ଲେଖ କରିଛନ୍ତି। ସେହି ପାକିସ୍ତାନୀ ମହିଳାଙ୍କ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଏକ ବିଶେଷ ସମ୍ପର୍କ ଥିଲା।…

ମହଙ୍ଗା ପଡିଲା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେବା

ନୂଆଦିଲ୍ଲୀ,୧୭।୯: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଭାରତୀୟ ଜୁଡିସିଆଲ କୋଡର ଧାରା ୩୫୧(୨), ୩୫୧(୪), ୧୯୨…

ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ସୁଭଦ୍ରା: ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ…

ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ…

୭୪ ତମ ଜନ୍ମଦିନ ପାଳନ କରିବେ ମୋଦି

ନୂଆଦିଲ୍ଲୀ,୧୭।୯: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୪ ତମ ଜନ୍ମଦିନ ପାଳନ କରିବେ। ଏହାକୁ ନେଇ ଭାଜପା ନେତା, କର୍ମୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଲୋକ ସଭା ନିର୍ବାଚନରେ ତୃତୀୟ ଥର ପାଇଁ ବିଜୟୀ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌…

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍‌ (ଏମ୍‌ଟିପିଏ)ରୁ ୮ ନିୟୁତ ଟନ୍‌ (ଏମ୍‌ଟିପିଏ)କୁ ବୃଦ୍ଧିପାଇବ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri