Mallikarjun Kharge: ଡବଲ ଇଞ୍ଜିନ ନୁହେଁ, ବିହାରକୁ ଦରକାର ସିଙ୍ଗଲ ଇଞ୍ଜିନ ସରକାର, କାହିଁକି ଏମିତି କହିଲେ ଖାର୍ଗେ, ଜାଣନ୍ତୁ…
ପାଟନା,୨୦।୪: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ Mallikarjun Kharge ରବିବାର (୨୦ ଏପ୍ରିଲ, ୨୦୨୫) ବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ଶାସକ ଭାଜନା ଏବଂ ଜେଡିୟୁ ଉପରେ ଆକ୍ରମଣ କରି ସେ ଭାଜପା ମିଛ କହୁଥିବା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ…
ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଜୋର୍ଦାର୍ ଚର୍ଚ୍ଚା
ବଲାଙ୍ଗୀର,୨୦ା୪: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍ନୀ ଉତ୍ସବରେ ଧର୍ମେନ୍ଦ୍ର ସାମିଲ ହୋଇଛନ୍ତି। ତେବେ ନରସିଂହଙ୍କ ଦୁଇ ପୁଅଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…
ଜଣେ ମନ୍ତ୍ରୀ ୭ ବିଧାୟକ…, ମୋଦିଙ୍କ ମଡେଲ ଲାଗୁକଲେ Rekha Gupta
ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ଦ୍ରୁତ ବିକାଶ ପାଇଁ, Rekha Gupta ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଡେଲକୁ କାର୍ଯ୍ୟକାରୀ କରଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କ ‘ସଂସଦ ଆଦର୍ଶ ଗ୍ରାମ ଯୋଜନା’ ପରି, ଦିଲ୍ଲୀ ସରକାର ମଧ୍ୟ ଏହାର ସମସ୍ତ ମନ୍ତ୍ରୀଙ୍କୁ ସାତ ଜଣ ବିଧାୟକଙ୍କ…
Supreme Courtଙ୍କ ଉପରେ ବୟାନ ଦେଇ ଫସିଗଲେ ଭାଜପା ନେତା? ଆଟର୍ଣ୍ଣି ଜେନରାଲଙ୍କ ପାଖେ ପହଞ୍ଚି ଗଲା ଚିଠି
ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ଏମପି ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ଆରମ୍ଭ ହୋଇଛି। Supreme Courtର ଜଣେ ଓକିଲ ରେକର୍ଡରେ ଥିବା ଓକିଲ ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି…
ବଡ଼ ସଫଳତା, 10G standard ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ ନେଟୱାର୍କ ଆରମ୍ଭ କରି ଆଉ ପାଦେ ଆଗେଇ ଗଲା ଚାଇନା
ବେଜିଂ,୨୦।୪: Huawei, China Unicom ସହିତ ମିଳିତ ଭାବରେ, Hebei ପ୍ରଦେଶର ଜିଓଙ୍ଗଆନ ନିୟୁ ଏରିଆରେ ଚାଇନାର ପ୍ରଥମ 10G standard ବ୍ରଡବ୍ୟାଣ୍ଡ ନେଟୱାର୍କ ଲଞ୍ଚ କରିଛି। Mydrivers ଅନୁଯାୟୀ, ନେଟୱାର୍କ ୯,୮୦୦ Mbps ଅତିକ୍ରମ କରି ଗତି ହାସଲ କରିଛି,…
Landslide: କୁଆପଥର ମାଡ଼ ସହ ଭୂସ୍ଖଳନ, ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର
ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି। ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। କିଛି ସ୍ଥାନରେ, ନଦୀଗୁଡ଼ିକ ଗାଁଗୁଡ଼ିକୁ ବୁଡ଼ାଇ ଦେଇଥିବା ବେଳେ, ଅନ୍ୟ ସ୍ଥାନରେ…
ନିଜକୁ ନିଜେ ଗୁଳି କରି ଫସିଲେ ଜେଲ୍ ଫେରନ୍ତା
ଭୁବନେଶ୍ୱର,୨୦ା୪: ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ। ଜେଲ୍ ଫେରନ୍ତା ନିଜକୁ ନିଜେ ଗୁଳି କରି ଶେଷରେ ଫସି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ରେ ଏକ ବଳାତ୍କାର ମାମଲାରେ ଜେଲ୍ ଯାଇ ଫେରିଥିଲେ ଅଭିଯୁକ୍ତ। ତେବେ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଫସାଇବା…
ରତ୍ନଭଣ୍ଡାରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ମରାମତି ହୋଇ ନ ଥିଲେ…
ଭୁବନେଶ୍ୱର,୨୦ା୪: ରତ୍ନଭଣ୍ଡାର ମରାମତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଠିକ୍ ସମୟରେ ମରାମତି ହୋଇ ନ ଥିଲେ ଏହା ଭୁଶୁଡ଼ି ପଡ଼ିଥାନ୍ତା। ଏବେ ଯେଉଁ ମରାମତି ହୋଇଛଇ ତାହା ଆସନ୍ତା ୧୦୦…
ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡାଦେଶ
ପାରଳାଖେମୁଣ୍ଡି,୨୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍. ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତରୁଣ କୁମାର ସେଠୀ ପୃଥକ୍ ଦୁଇଟି ଚୋରି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଏହି ଦୁଇଟି ମାମଲାର…
୨ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ
ବଳଙ୍ଗା,୨୦ା୪: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସୀମା ଟପିଛି। ଦୁର୍ବୃତ୍ତମାନେ ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି। ଏତିକିରେ ବି ମନ…
ବିବାହିତା ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା: କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ
କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ପୋଲିସ ଶନିବାର କୁଚିଣ୍ଡା ବ୍ଲକ କଲ୍ଲେହିପାଲି ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି…
୨ କ୍ୟାବିନ୍ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍, ବାଇକ୍କୁ ନେଲା ଘୋଷାଡ଼ି
କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍ଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି କ୍ୟାବିନ୍(ପାନ ଦୋକାନ) ଉପରେ ମାଡ଼ି ଯାଇଥିଲା। ଏଥିସହ ରାସ୍ତା…
Archives


