Home

ଲୋହାନିଙ୍କୁ ଦାୟିତ୍ୱ

ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି।…

ଆଜି ବିଶ୍ୱ ରକ୍ତଦାତା ଦିବସ: ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି

ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍‌ ଅନୁସାରେ…

ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୧୩ା୬(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ବି.ଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାଇବା ଲାଗି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ଏହି ତିନି ବିଭାଗରେ ମୋଟ ୨୭୫୦ଟି ସିଟ୍‌ ରହିଛି। ଏଥିରେ ନାମଲେଖାଇବା ପାଇଁ ୧ଲକ୍ଷ ୨୯ ହଜାର ୭୧୨ଜଣ…

ରଜରେ ସାରା ରାଜ୍ୟରେ ଝଡ଼ବର୍ଷା: ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧୩ା୬ (ଅନୁରାଧା ମହାରଣା) – ରଜ ୩ଦିନରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ସମସ୍ତ ୩୦ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆଞ୍ଚଳିକ…

ଯାଜପୁରରେ କଲେରା ଆକ୍ରାନ୍ତ ଚିହ୍ନଟ: ୮ ଜଣଙ୍କ ରିପୋର୍ଟ ପଜିଟିଭ୍

ଯାଜପୁର, ୧୩।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ…

ଡାକ୍ତରଖାନା କର୍ମଚାରୀଙ୍କୁ ଆକ୍ରମଣ, ମହେନ୍ଦ୍ରଙ୍କୁ ଅଟକ ରଖିଛି ରିଷିଡ଼ା ପୋଲିସ

ରିଷିଡା ୧୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନଳକୂଅ ଖୋଳିବା ପାଇଁ ଆସିଥିବା ଟିମ୍‌ର ଜଣେ ସଦସ୍ୟ ଡାକ୍ତରଖାନାର କର୍ମଚାରୀ ସମୀର କୁମାର ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ବିଶ୍ୱାସଙ୍କ ପରି ଦୁନିଆର ସବୁଠାରୁ ଲକି ମଣିଷ ଫ୍ରାନୋ ସେଲାକ: ପ୍ଲେନକ୍ରାଶ୍‌, ବସ୍‌ ଦୁର୍ଘଟଣା ପରି ୭ଥର ମୃତ୍ୟୁମୁଖରୁ ଫେରିଛନ୍ତି

ନୂଆଦିଲ୍ଲୀ,୧୩।୬: କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍‌ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ…

ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା: ପିଛିଲା ଭାବେ ଜାନୁଆରୀରୁ ଲାଗୁ, ୬୧୨ ଟଙ୍କାରୁ ହେଲା…

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି କରିବା ପାଇଁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି।…

ସିଭିଲ୍‌ ଡିଫେନ୍ସ ଭଲ୍ୟୁଣ୍ଟରଙ୍କ ଦୈନିକ ଡ୍ୟୁଟି ଭତ୍ତା ବଢ଼ାଇଲେ ସରକାର; ଥିଲା ୩୧ ଟଙ୍କା, ହେଲା…

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ (ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କ ଦୈନିକ…

ଭୁଲ୍‌ବଶତଃ ବଡ଼ ଖୁଲାସା କରିଦେଲେ ବିଲାଓ୍ବଲ: ଇମ୍ରାନଙ୍କୁ ଜେଲରୁ ବାହାରକୁ ଆସିବାକୁ ଦେଉନାହାନ୍ତି…

ଇସଲାମାବାଦ,୧୩।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ବୟାନ ଦେବା ପରେ, ବିଲାୱାଲ ଭୁଟ୍ଟୋ ଏବେ ତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ବିଲାୱାଲ କହିଛନ୍ତି ଯେ ଇମ୍ରାନଙ୍କ ଲଢ଼େଇ ପାକିସ୍ତାନ ମୁସଲିମ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଭୟଭୀତ ଓ୍ବାର୍ନର, ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୬: ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ ୱାର୍ନର ଭାରତକୁ ଭଲ ପାଆନ୍ତି। କିନ୍ତୁ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ବେଶ ମର୍ମାହତ ହୋଇଛନ୍ତି। ଏହି ଘଟଣା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେଇଟି ହେଲା ସେ…

୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?