ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତି ଦେଖି ତାଗିଦ୍ କଲେ ସ୍ବାସ୍ଥ୍ୟ ସଚିବ
ଧର୍ମଶାଳା,୧୬ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ଆଶ୍ୱତି ଏସ୍ ପହଞ୍ଚି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ ଅଧିକାରୀ ଓ ଡାକ୍ତରମାନଙ୍କୁ ତାଗିଦ୍କରିଛନ୍ତି। ଦିନକୁ ଦିନ…
ବୁଲିବାକୁ ଆସି ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ: ଜଣେ ମୃତ, ଜଣଙ୍କର ପତ୍ତା ମିଳୁନି
କୋଟପାଡ଼,୧୬ା୬(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଛୋତର୍ଲା ପଞ୍ଚୟତ ନିକଟସ୍ଥ ଗୁଲମୀ ଜଳପ୍ରପାତରେ ଜଣେ ନାବାଳକ ବୁଡ଼ି ଯାଇ ପ୍ରାଣ ହରାଇଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ନାବାଳକ ଜଣକ ହେଲେ ଆଲୋକ ରାଜ ସୁନା(୧୫)। କୋଟପାଡ଼ ଗୁଲମୀ ଜଳପ୍ରପାତଙ୍କୁ ରବିବାର…
ଷ୍ଟାଡିୟମ୍ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍: ଭିଡିଓ ଭାଇରାଲ୍ ହେବାପରେ…
ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା…
ପାକିସ୍ତାନ କହୁଛି ମୁଁ ନୁହେଁ ଅନ୍ୟମାନେ କହୁଛନ୍ତି ମିଛ, କାହିଁକି ଏମିତି କହିଲା ପାକିସ୍ତାନ? ଜାଣନ୍ତୁ…
ଇସଲାମାବାଦ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ଜାରି ରହିଛି। ଇରାନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ଆକ୍ରମଣର ଜବାବ ଦେଇଥିଲା। ଏହି ସମୟରେ, ଇରାନ ପକ୍ଷରୁ ଏକ ବଡ଼ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଯଦି…
ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ
କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ପ୍ରବାହ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡ଼ା ଜିଲା କୃଷି ବିଭାଗ…
ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ
ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ…
ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ
ଭଞ୍ଜନଗର,୧୬ା୬(ବାବୁଲା ପ୍ରଧାନ): ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାର ଆତଙ୍କ ଥମି ନ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ରେଞ୍ଜ କାର୍ଯ୍ୟାଳୟ ଉପରକୁ ବୋମାମାଡ଼…
ଚାଇନା ରଚୁଛି ବଡ଼ ଷଡ଼ଯନ୍ତ୍ର: ସାଂଘାତିକ ଅଭିଯୋଗ ଆଣିଲା RSS
ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ଧର୍ମ ଏବଂ ପରିଚୟ ନାମରେ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ତିବ୍ଦତ ସମେତ ହିମାଳୟ ଅଞ୍ଚଳରେ ରହୁଥିବା ବୌଦ୍ଧଙ୍କ ପରିଚୟକୁ…
କୋଟି କୋଟି ଟଙ୍କା ଛାଡି ଯାଇଛନ୍ତି ସଞ୍ଜୟ କପୁର: କରିସ୍ମାଙ୍କୁ ମିଳିବ କେତେ?
ବ୍ୟବସାୟୀ ସଞ୍ଜୟ କପୁର ଆଉ ଏହି ଦୁନିଆରେ ନାହାନ୍ତି। ଜୁନ ୧୨ ତାରିଖରେ ୟୁକେରେ ହୃଦଘାତରେ ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ସଞ୍ଜୟ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ। କରିସ୍ମା ଏବଂ ସଞ୍ଜୟଙ୍କ ଦୁଇଟି ସନ୍ତାନ, ଗୋଟିଏ ଝିଅ…
ଇସ୍ରାଏଲ ଭୟରେ ବଙ୍କରରେ ଲୁଚିଲେଣି ଇରାନର ସୁପ୍ରିମ ଲିଡର, ପରିବାରକୁ ନେଇଛନ୍ତି ସାଙ୍ଗରେ
ତେହେରାନ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି। ଏହି ସମୟରେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇରାନର…
ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ
ଆନନ୍ଦପୁର,୧୬ା୬(ସୁଶାନ୍ତ କୁମାର ସାହୁ): ପୋଖରୀ କୂଳ ଗଛରେ ଝୁଲୁଛି ମୃତଦେହ। ପାରିପାଶର୍ବିକ ସ୍ଥିତିରୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଘଷିପୁରା ଥାନା ଶୈଲଙ୍ଗ ପୋଖରୀ କୂଳ ଗଛରେ ଝୁଲୁଛି ଶୈଲଙ୍ଗ ଗ୍ରାମର ଧରଣୀ ରାଉତଙ୍କ…
ପ୍ରବଳ ରାଗିଗଲେ ନେତାନ୍ୟାହୁ: ଇରାନକୁ ଦେଲେ ଖୋଲା ଧମକ
ଜେରୁଜେଲମ,୧୪ା୬ :ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ରବିବାର ଉଭୟ ପକ୍ଷରୁ ଅନେକ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧ ଯୋଗୁ ଉଭୟ ଦେଶ ପ୍ରଚୁର କ୍ଷତି ସହୁଛନ୍ତି। ଇସ୍ରାଏଲ ଅଭିଯୋଗ କରିଛି ଯେ, ଇରାନ ଏବେ…

