ମହାରାଷ୍ଟ୍ରରେ ହେବ ବଡ଼ ଅଦଳବଦଳ! ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ପାଓ୍ବାର
ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ମହାୟୁତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ତେବେ ରାଜନୈତିକ ସର୍କଲରେ ବିଭିନ୍ନ ପ୍ରକାରର…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତୁଥିଲେ ସ୍ବାମୀ, ଆଉ ତା’ ପରେ…
କାମାକ୍ଷାନଗର,୧ା୧୨: ଢେଙ୍କାନାଳ ଜିଲା ମହାବୀରୋଡ୍ ଥାନା ଅନ୍ତର୍ଗତ ମଝିକା ଗାଁରେ ରବିବାର ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ସ୍ବାମୀ। ହତ୍ୟା ପରେ ଗାତ ଖୋଳି ପୋତିବା ବେଳେ ଗ୍ରାମବାସୀ ଧରିଥିଲେ। ଏନେଇ…
ଠାକରେ ଗୃହ ବିଭାଗ ନିଜ ପାଖରେ ରଖିଥିଲେ ଭାଙ୍ଗି ନ ଥାଆନ୍ତା ଏମଭିଏ ସରକାର, ମୁଖ୍ୟମନ୍ତ୍ରୀ ପଦର ସସପେନ୍ସ ଭିତରେ…
ମୁମ୍ବାଇ,୨।୧୨: ଶିବସେନା (ଉଦ୍ଧବ ଠାକୁର ଦଳ) ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହ ବିଭାଗକୁ ମହାବିକାଶ ଆଘାଡ଼ି ସରକାରରେ ରଖିଥାନ୍ତେ ତେବେ ତାଙ୍କ ସରକାର ପତନ ହୋଇନଥାନ୍ତା। ନୂତନ ସରକାର ଗଠନ ସମୟରେ ଗୃହ…
ଅପରାହ୍ନ ୪ଟାରେ ମୋଦି ଦେଖିବେ ‘ଦ ସାବରମତି ରିପୋର୍ଟ’
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିବେ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ ହୋଇଛି। ମୁଭିର କାହାଣୀ ଗଭୀର ସାମାଜିକ…
‘ପୂର୍ବରୁ ନିର୍ଦ୍ଧାରିତ ଥିଲା ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ’
ନୂଆଦିଲ୍ଲୀ,୨।୧୨: ୨୦୨୫ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାକୁ ନେଇ ୧୦୦ରୁ କମ୍ ଦିନ ବାକି ଥିବା ବେଳେ ଏଯାଏ କାର୍ଯ୍ୟସୂଚୀ ଜାରି କରାଯାଇନାହିଁ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହାର ଆୟୋଜନକୁ ନେଇ…
ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା
ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥର ଧନୁଯାତ୍ରାର କଂସ କଳାକାର ବଦଳିଛନ୍ତି। ରବିବାର ଅନୁଷ୍ଠିତ…
ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁପତି ମହାନ୍ତି, କହିଲେ ବିଜେଡିରେ ମୋର…
ବଡ଼ମ୍ବା,୧ା୧୨: ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏବେ କଟକ ଜିଲା ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି। ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…
ଫୁଟବଲ ମ୍ୟାଚ ସମୟରେ ସଂଘର୍ଷ, ୧୦୦ରୁ ଅଧିକ ମୃତ
ଗୁଇନିଆ,୨।୧୨: ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ(N’Zerekore) ରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରଖାନାରେ ଆଖି ନ ପାଇବା ପର୍ଯ୍ୟନ୍ତ…
AAPରେ ସାମିଲ ହେବେ UPSCର ଲୋକପ୍ରିୟ ଶିକ୍ଷକ ଅବଧ ଓଝା? ଦିଲ୍ଲୀରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୨।୧୨: ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ୟୁପିଏସ୍ସିର ଖ୍ୟାତନାମା ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର୍ ଅବଧ ଓଝା। ସୋମବାର ସେ ଆମ୍ ଆଦ୍ମୀ ପାର୍ଟିରେ ଯୋଗ ଦେବେ। ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ କରି ଏନେଇ ଘୋଷଣା କରାଯିବ। ତେବେ ଦିଲ୍ଲୀ…
ଝରିଗାଁରେ ଘନକୁହୁଡ଼ି ସହ ଶୀତ ଲହରୀ, ଚା’ର ମଜା ନେଉଛନ୍ତି ଲୋକେ
ଝରିଗାଁ,୧ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଘନକୁହୁଡ଼ି ସହ ଶୀତର ଲହରୀ ଦେଖାଦେଇଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ ତିନିଦିନ ହେବ ଘନକୁହୁଡ଼ି ସକାଳ ୯ଟା ପର୍ଯ୍ୟନ୍ତ ପଡୁଥିବାରୁ ଯାତାୟାତ କରୁଥିବା ଯାନବାହନ ଚଳାଚଳରେ ବାଧା…
ଛାଡପତ୍ର ଖବର ମଧ୍ୟରେ ବିବାହିତ ପୁରୁଷଙ୍କୁ ଏମିତି ଉପଦେଶ ଦେଲେ ଅଭିଷେକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଛନ୍ତି। ଦମ୍ପତିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାରିତ ହେଉଛି। ତେବେ ଏହି ଖବର…
ବାଇଡେନଙ୍କ ୟୁଟର୍ନ, ପୁଅ ସମ୍ପୂର୍ଣ୍ଣ ଦୋଷମୁକ୍ତ
ଓ୍ବାଶିଂଟନ,୨।୧୨: ବେଆଇନ ବନ୍ଧୁକ ରଖିବା ଏବଂ ଆୟକର ଛାଡ ମାମଲାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅକୁ କ୍ଷମା କରିଛନ୍ତି। ଡିସେମ୍ବର ୧ରେ ଏକ ବିବୃତ୍ତି ଦେଇ ରାଷ୍ଟ୍ରପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ବାଇଡେନଙ୍କ ଏହି ନିଷ୍ପତ୍ତିକୁ…
Archives


