ଲକ୍ଷେ ଟଙ୍କିଆ ସ୍କୁଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହି ବ୍ୟକ୍ତି: ଜାଣନ୍ତୁ କାହିଁକି
ଲୋକମାନେ ନିଜର ସଉକ ପୂରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କର ୧ ଲକ୍ଷ ଟଙ୍କାର ସ୍କୁଟି ପାଇଁ ସମ୍ପୂର୍ଣ୍ଣ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ସ୍କୁଟିର…
ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…
ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର ଟ୍ରଷ୍ଟ ନା ପ୍ରଶାସନିକ କଳ କେହି ଚେଷ୍ଟା କରୁନାହାନ୍ତି। ମନ୍ଦିରକୁ ଅଣଦେଖା କରାଯାଉଥିବାବେଳେ ଉନ୍ନତି…
ଶତକ ସତ୍ତ୍ୱେ ବଡ଼ ଭୁଲ୍ କରିଦେଲେ ଗିଲ୍: ଏବେ ଦେବାକୁ ପଡ଼ିବ ଜରିମାନା
ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ମ୍ୟାଚର ପ୍ରଥମ ଦିନରେ ଅଧିନାୟକ ଶୁବମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ଚମତ୍କାର ଶତକ ହାସଲ କରି ଦଳର ସ୍କୋରକୁ ୩୦୦ ଅତିକ୍ରମ…
ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ): ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଯାତାୟାତରେ ସୁବିଧା ସହ ଯୋଗାଯୋଗର ସୁବିଧା ହେଲେ ଅଞ୍ଚଳର ବିକାଶ ହୋଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ…
ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ
ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ…
ପାକିସ୍ତାନକୁ ଚେତାବନୀ ଦେଲା ଇରାନ: କହିଲା, ଏମିତି କଲେ ପରିଣାମ ଭୋଗିବ
ତେହେରାନ,୨୧।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି କହିଛନ୍ତି, ଯଦି କୌଣସି ତୃତୀୟ ପକ୍ଷ ଏହି ସଂଘର୍ଷରେ ସାମିଲ…
ଇତିହାସ ରଚିଲେ ସୁନା ପୁଅ: ବିଦେଶ ମାଟିଲେ ଉଡ଼ାଇଲେ ତ୍ରିରଙ୍ଗା
ପ୍ୟାରିସ୍,୨୧।୬: ପ୍ୟାରିସରେ ଶୁକ୍ରବାର ଭାରତୀୟ ତାରକା ଆଥଲେଟିକ୍ସ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି। ନୀରଜ ଚୋପ୍ରା ପ୍ୟାରିସ ଡାଇମଣ୍ଡ ଲିଗରେ ୮୮.୧୬ ମିଟର ଥ୍ରୋ କରି କେବଳ ସିଜିନର ପ୍ରଥମ ବିଜୟ ହାସଲ କରି ନ ଥିଲେ, ବରଂ ଏହା…
ମହାନଦୀ ବନ୍ଧ ନିର୍ମାଣ କାମ ନିମ୍ନମାନର
ଜଗତ୍ସିଂହପୁର, ୨୧ା୬(ପ୍ରମୋଦ କୁମାର ନାୟକ): ମହାନଦୀ ସାଉଥ ଡିଭିଜନ ଅନ୍ତର୍ଗତ ଏହି ନଦୀର ବାମପାର୍ଶ୍ୱ କୃଷ୍ଣାନନ୍ଦପୁରଠାରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନିଲାମ ପାଇ ଓସିସି କାମ କରୁଛି।…
ପାକିସ୍ତାନର ଆମେରିକା ପ୍ରେମ: ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ କଲା ମନୋନୀତ
ଇସଲାମାବାଦ୍,୨୧।୬: ପାକିସ୍ତାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଋଣ ସୁଝିବାରେ ବ୍ୟସ୍ତ। ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେଶନରୁ ମୁକ୍ତି ପାଇଁ ପାକିସ୍ତାନ ଆମେରିକାର ସାହାଯ୍ୟ ନେଇଥିଲା। ସେହି ସମୟରେ,…
ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…
ବିଏସଏନଏଲ ଟାୱାର ଅଛି, ମିଳୁନି ସେବା:ଗ୍ରାମବାସୀ ନେଟୱାର୍କରୁ ବଞ୍ଚିତ
ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ):ଆଶା ଥିଲା ଗାଁରେ ମୋବାଇଲ ଟାୱାର ବସିଲା ଏବେ କମ୍ୟୁନେକେସନର କୌଣସି ଅସୁବିଧା ହେବନି। ଗାଁରେ ଛାତ୍ରୀଛାତ୍ର ଅନଲାଇନରେ ପାଠ ପଢ଼ିପାରିବେ ଆଉ କ୍ଷୁଦ୍ର ବ୍ୟାଙ୍କ ସେବା ମିଳିପାରିବ। ୟୁପିଆଇରେ ଅର୍ଥ କାରବାର ନିଜ ମୋବାଇଲରେ କରିହେବ। କୃଷକ ସ୍ମାର୍ଟଫୋନରେ…
ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ):ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା…

